ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୨୫ ତାରିଖ, ମଙ୍ଗଳବାର, ମକର୧୨ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି, ଚିତ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୫୭ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ଭସେଇ ନେଲା ସୁନାମୀ। ଏଭଳି ପରିସ୍ଥିତିରେ ବି ସେ ସାହସ ହରାଇ ନଥିଲେ। ସେ ଦୀର୍ଘ ୨୭ ଘଣ୍ଟା ଧରି ଲଗାତାର ପାଣିରେ ପହଁରୀ ନିଜ ଜୀବନ ରକ୍ଷା କରିଥିଲେ।
ଘାଟି ରାସ୍ତାରେ କାର୍ ବୁଲେଇବାକୁ ନେଇ ନିଜ ଜୀବନକୁ ପାଣି ଛଡେଇ ଦେଇଛନ୍ତି ଜଣେ ଡ୍ରାଇଭର। ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।
ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ । ଏହି ମୂଲ୍ୟବାନ ଗୋଲ୍ଡେନ୍ ବ୍ଲଡ କେବଳ ଖୁବ୍ ଅଳ୍ପ ଲୋକ ଅର୍ଥାତ୍ ପୁରା ବିଶ୍ୱରେ କେବଳ ୪୩ ଜଣଙ୍କଠାରେ ଦେଖିବାକୁ ମିଳିଛି ।
ମହିଳାମାନଙ୍କ ପାଇଁ ସୁବଠାରୁ ଅସୁରକ୍ଷିତ ହୋଇପଡୁଛି ଭାରତ। ଆଫଗାନିସ୍ଥାନ, ସିରିୟା ଓ ସାଉଦି ଆରବଠାରୁ ବି ବଳି ପଡୁଛି। ଏନେଇ କିଏ ଦାୟୀ?
ରୋଗୀ ପାଇଁ ଡାକ୍ତର ଓ ନର୍ସଙ୍କ ଭୂମିକା ଅତୁଳନୀୟ ହୋଇଥାଏ। ବେଳେବେଳେ ନର୍ସଙ୍କ କାମ ରୋଗୀକୁ ଆନନ୍ଦ କରେ। ଜଣେ ନର୍ସ ଏମିତି କିଛି କରିଛନ୍ତି ଯେ ଯେଉଁଥି ପାଇଁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
ଦକ୍ଷିଣ ଆଫ୍ରିକା କେପ୍ ଟାଉନ୍ରେ ଝିଅ ଭାମିକାଙ୍କ ଫଟୋ ଭାଇରାଲ ହେବାପରେ ବିରାଟ ଓ ଅନୁଷ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଏହି ପୋଷ୍ଟରେ ସେ କ’ଣ କହିଛନ୍ତି, ଜାଣନ୍ତୁ...
"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।
ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।
- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ
ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଏଥିପାଇଁ ନୂଆଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ହେବାକୁ ଥିବା ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ଼ଡାକଡ଼ି କରାଯାଇଛି । ଗୋଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ।
ଏବେ ଚାଲିଛି ବିବାହର ଋତୁ । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୫୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୧୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୪,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
RBI ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୪ ୨୦୨୨ ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।
ବଲିଉଡ୍ ଅଭିନେତା ସଲମାନ ଖାନ ଓ ତାଙ୍କ ପଡୋଶୀ କେତନ କକ୍କଡଙ୍କ ଭିତରେ ବିବାଦ ବଢିଚାଲିଛି। ସଲମାନଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେତନ। ସେ କହିଛନ୍ତି ଯେ ତାଙ୍କ ଫାର୍ମହାଉସରେ ପୋତାହୋଇଛି କଳାକାରମାନଙ୍କ ଶବ।
ସ୍ମାର୍ଟଫୋନ୍ ପାଇଁ ଜୀବନ ଯାଉ ଯାଉ ବଞ୍ଚିଗଲା । ସ୍ୱାମୀର ଖୁନୀ ଷଡ଼ଯନ୍ତ୍ରରୁ ରକ୍ଷା ପାଇଗଲେ ସ୍ତ୍ରୀ ।
ଶୀତଦିନେ ଆସିଲେ ଘରେ ବିଭିନ୍ନ ପ୍ରକାର ସୁଆଦିଆ ଗରମାଗରମ ରେସିପି ତିଆରି କରାଯାଏ । ଆପଣ ଆଗରୁ ଜଳଖିଆରେ 'ପୁରି'ର ରେସିପି ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ପ୍ରକାରର ‘ପୁରି’ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆଳୁ ପୁରି’ ।ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ l ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ l କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ l ଚଳିତ ବର୍ଷ ରେଲୱେ ଟ୍ରାକ ବିଛା ହୋଇ ନଥିଲା ବେଳେ କୌଣସିମତେ ଚାଷୀ ମାନେ ଚାଷ କାର୍ଯ୍ୟ ସମ୍ପୂର୍ଣ କରିଥିଲେ
ଚାପୁଡ଼ା ମାରିଲା ବର, ବାହାଘର ଭାଙ୍ଗି ଦେଲା କନ୍ୟା। ସାମାନ୍ୟ ଏକ ଘଟଣାକୁ ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେବା ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ଯାହାକୁ ସାରା ଜୀବନ ସାଥୀ କରିଥାନ୍ତେ, ତାକୁ ସବୁଦିନ ପାଇଁ ହରାଇଲେ।
ଦକ୍ଷିଣୀ ଫିଲ୍ମର ସଫଳତା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ସବୁ ଫିଲ୍ମକୁ ସବୁ ସ୍ତରର ଦର୍ଶକ ପସନ୍ଦ କରୁଛନ୍ତି। ତେବେ ଏହା ପଛରେ ରହିଛି ଅନେକ କାରଣ। ତେବେ କାହିଁକି ହେଉଛି ସଫଳ ତାହାକୁ ନେଇ ରୋକ୍ଠୋକ୍ କହିଛନ୍ତି କଙ୍ଗନା ରାଣାୱତ୍।
ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ ।
ହ୍ୱାଟସ୍ଆପ୍ ଓ ଟେଲିଗ୍ରାମ୍ ବ୍ୟବହାରକୁ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଗୁପ୍ତ ତଥ୍ୟ ବାଣ୍ଟିବା ପାଇଁ ସୋସିଆଲ୍ ମିଡିଆ ଆପ୍ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଡାଲି ହେଉଛି ପ୍ରୋଟିନର ଗୋଟିଏ ବଡ ସ୍ରୋତ । ତା ସହିତ ଏହା ଅନେକ ପୋଷାକ ତତ୍ତ୍ୱରେ ଭରପୁର ଅଟେ । ବିଭିନ୍ନ ଡାଲି ମାନଙ୍କ ମଧ୍ୟରୁ 'କୋଳଥ ଡାଲି' ହେଉଛି ଶରୀର ପାଇଁ ଓ ଶୀତଋତୁରେ ଖୁବ ହିତକର । ଆଜି ଜାଣିବା 'କୋଳଥ ଡାଲି' ଶରୀର ପାଇଁ କେତେ ଉପକାରୀ ଅଟେ ।
ମୁମ୍ବାଇ: ‘ଗୋଲମାଲ’,‘ ଜବ ଉଇ ମେଟ’, ଓ ‘ବୋଲ ବଚ୍ଚନ’ ପରି ସୁପରହିଟ୍ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା…
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଗାଇଡଲାଇନ ଜାରି କରିଛି ଦିଲ୍ଲୀ ପୁଲିସ୍। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଲୋକମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ କରାଯାଇଛି। ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ହିଁ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ…
ଦୁବାଇରେ ସାଧାରଣତଃ ରାତା-ରାତି ବଡ ବଡ ଅଟ୍ଟାଳିକା ମାନ ଠିଆ ହୋଇଯାଏ । କିନ୍ତୁ ଗୋଟେ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲି ଆସୁଥିଲା । ଆଉ ଏହି ଅଟ୍ଟାଳିକାଟି ଦେଖିବାକୁ ବି ବଡ ବିଚିତ୍ର । ନା ଏହା ଲମ୍ବା, ନା ଚଉଡା । ନା ସିଧା ନା ବଙ୍କା । ଏହାର ଆକାର ଅଣ୍ଡାଭଳି । କିଛି କିଛି ତ ଏହାକୁ ଆଙ୍ଗୁଳି ଆକାରର ବି କହିଥାଆନ୍ତି । ତେବେ କଣ ଏହି ଅଟ୍ଟାଳିକା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଏକ ମ୍ୟୁଜିୟମ୍ । ତେବେ ଚାଲନ୍ତୁ ଜାଣିବା ଏହି ମ୍ୟୁଜିୟମ୍ ବିଷୟରେ…