ଅନୁପମ ଖେର୍ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ଫଟୋରେ ସେ ଟୋନ୍ଡ ବଡି ଦେଖେଇଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଫିଟ୍ନେସ୍ ସ୍ୱପ୍ନକୁ ନେଇ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।
ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
SIDBI ସାଧାରଣ ଷ୍ଟ୍ରିମର୍ ଗ୍ରେଡ୍-ଏ ବର୍ଗ ଅଧୀନରେ ୧୦୦ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନ୍ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି।
ୟୁକ୍ରେନ୍ରେ ଭୟର ବାତାବରଣ ଛାଇ ରହିଥିବା ବେଳେ ହାତକୁ ଦି ହାତ ହୋଇଛନ୍ତି ଦୁଇ ଯବାନ । ସ୍ୱେଚ୍ଛାକୃତ ଭାବେ ୟୁକ୍ରେନ୍ ସେନାରେ ସାମିଲ ହୋଇଥିବା ଲିଜେ, ଭେଲେରୀ ବିବାହ କରିଛନ୍ତି ।
ଋଷୀୟ ପ୍ରତିରକ୍ଷା ବିଭାଗ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ବହୁ ସଂଖ୍ୟକ ମସ୍କୋ ଟ୍ୟାଙ୍କ ଦ୍ରୁତ ଗତିରେ କିଭ୍ ଆଡକୁ ଗତି କରୁଥିବା ଦେଖାଯାଉଛି । ବେଲାରୁଷ ସୀମାରୁ ଉତ୍ତରପଟୁ ସ୍ଥଳଭାଗରେ ରୁଷ ସେନା କିଭ୍ ମୁହାଁ ହୋଇଛି ।
ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ପ୍ରାୟ ୩୫ ମିନିଟ୍ ଧରି ଫୋନ୍ରେ ଆଲୋଚନା ହୋଇଥିଲା।
ସୁଧୁରୁନି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ ।
ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।
ଋଷିଆର ଯୁଦ୍ଧ ବିରତି ଘୋଷଣା । ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା ହୋଇଛି ।
ମୋଟ୍ ୯ଟି ଜିଲ୍ଲାର ୫୪ଟି ଆସନରେ ଆଜି ସକାଳୁ ଭୋଟ୍ ଗ୍ରହଣ ହେଉଛି ।
ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କାଲେବା ଟ୍ୱିଟରରେ ଏକ ବିଶାଳକାୟ ବୋମାର ଫଟୋ ପୋଷ୍ଟ କରିଛନ୍ତି । ଏଭଳି ବୋମା ତାଙ୍କ ଦେଶର ଲୋକଙ୍କ ଜୀବନକୁ ହତ୍ୟା କରୁଥିବା ସେ ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ କଥା ହେବେ। ଫୋନ୍ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
୨୦୧୪ ପରେ ପ୍ରଥମ ଥର ପାଇଁ ବିଶ୍ୱ ବଜାରରେ ତୈଳ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ୟୁକ୍ରେନ ଉପରେ ରୁଷର ଆାକ୍ରମଣକୁ ନେଇ ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି
୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା।
ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର ।
ମ୍ୟାଚ୍ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।
ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍ଜୋନ୍ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ।
ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।
କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।
ଇଣ୍ଡିଆନ୍ ନେଭୀରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଣ୍ଡିଆନ୍ ନେଭି ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍ ।