ଆମ ଦେଶରେ ଏମିତି ୫ଟି ମନ୍ଦିର ଅଛି, ଯେଉଁଠାରେ ପୁରୁଷମାନଙ୍କୁ ଯିବାକୁ ଅନୁମତି ନାହିଁ।
ଫେବ୍ରୁଆରୀ ୨୨ରେ ୟୁକ୍ରେନ ବିରୋଧରେ ପୁତିନଙ୍କ ଯୁଦ୍ଧ ଘୋଷଣା ପରେ ଜେଲେନସ୍କିଙ୍କୁ ହତ୍ୟା ଲାଗି ହେଲାଣି ୩ ଥର ଉଦ୍ୟମ । ଜେଲେନେସ୍କିଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଉଛି । ଚେଚେନ୍ ବିଦ୍ରୋହୀ ଓ ଓ୍ୱାଗନର ଗୋଷ୍ଠୀ ପକ୍ଷରୁ ଏହି ହତ୍ୟା ଉଦ୍ୟମ କରାଯାଉଛି । ତେବେ ୟୁକ୍ରେନ ଗୁଇନ୍ଦା ସଂସ୍ଥାର ତତ୍ପରତା କାରଣରୁ ଜେଲେନେସ୍କିଙ୍କ ଜୀବନ ବଞ୍ଚିଯାଇଛି
ପୁଟିନ୍ଙ୍କ ଟାଇଟ୍ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ.
UN ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍. ତିରୁମୂର୍ତ୍ତି ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ସେ ଜଣାଇଛନ୍ତି।
ଏକଜିଟ୍ ପୋଲ ଆକଳନ । କିଏ କେଉଁଠି ଗଢ଼ିବ ସରକାର ।
ୟୁକ୍ରେନ୍ ଖାରକିଭ୍ରେ ରୁଷର ମେଜର ଜେନେରାଲ ୟୁକ୍ରେନ୍ ସୈନ୍ୟଙ୍କ ଆକ୍ରମଣରେ ଆଖିବୁଜିଛନ୍ତି। ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି।
କଟକର ତ୍ରିଶୁଳିଆ ଅଞ୍ଚଳର ତପଶ୍ୱୀ ଏବଂ ତନୁଶ୍ରୀ । ଉଭୟ ଗୋଟେ ରେଷ୍ଟୁରାଣ୍ଟର ମାଲିକ । ତନୁଶ୍ରୀ ବୃତ୍ତିରେ ଜଣେ ଫ୍ୟାସନ ଡିଜାଇନର କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ସହି ପାରନ୍ତିନି । ଦୁର୍ଘଟଣା କିମ୍ବା ଅନ୍ୟ କିଛି ବ୍ୟାଧିରେ ଆକ୍ରାନ୍ତ ବୁଲା ଷଣ୍ଢ, ଗାଈ, କୁକୁରଙ୍କ ପାଖରେ ପହଂଚି ସେବା କରିଥାନ୍ତି ।
ଦୀର୍ଘ ୨୦ ବର୍ଷ ହେଲା ଜୀବତ ହେଉକି ମୃତ ଭାବେ କୁଖ୍ୟାତ ଆତଙ୍କବାଦୀ ସିରାଜୁଦ୍ଦିନ ହକ୍କାନିକୁ ପାଉ ନଥିଲା ଆମେରିକା ସେନା। ସେଥି ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ହେଲେ ହଠାତ୍ ସାମ୍ନାକୁ ଆସିଲା ସିରାଜୁଦ୍ଦିନ୍। ଏହା ପରେ ସାରା ବିଶ୍ୱରେ ଚର୍ଚ୍ଚା...
ୟୁକ୍ରେନ ଓ ଋଷ ମଧ୍ୟରେ ଗତକାଲି ବସିଥିବା ତୃତୀୟ ପର୍ଯ୍ୟାୟ ବୈଠକରୁ ମଧ୍ୟ ଆାଶାନୁରୂପ ଫଳାଫଳ ମିଳିନଥିବା ଜଣାପଡିଛି ।
୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।
ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍?
ମହିଳାମାନେ ଆଉ ଘର କଣରେ ସୀମିତ ନାହାନ୍ତି। ନିଜର ଶକ୍ତିକୁ ଦୁନିଆକୁ ଦେଖେଇ ସାରିଲେଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସ ଅବସରରେ, ବିଶ୍ୱର ଏପରି ପାଞ୍ଚ ଜଣ ସଶକ୍ତ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
ନିର୍ବାଚର ସରିଲେ ଆରମ୍ଭ ହୁଏ ଏକଜିଟ୍ ପୋଲ। ଏହା କ’ଣ ଠିକ୍ ସୂଚନା ଦିଏ? ଏହାର ସଠିକତାକୁ ନେଇ କାହିଁକି ଉଠେ ପ୍ରଶ୍ନ ଓ ଏହାକୁ ବିରୋଧ କାହିଁକି ଜାଣିବା ପାଇଁ ପଢନ୍ତୁ।
ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।
କୋଲକାତା କାଳୀଘାଟର ରେଡ୍ ଲାଇଟ୍ ଡିଷ୍ଟ୍ରିକ୍ଟରେ ରହୁଥିବା ବହୁ ଯୌନ କର୍ମୀ ଓ ସେମାନଙ୍କ ପିଲାମାନଙ୍କ ନିତିଦିନିଆ ଜୀବନର ଦୁଃସ୍ଥ ଚିତ୍ର ବଦଳାଇ ଦେଇଥିଲା ତାଙ୍କ ଜୀବନର ମୋଡ଼। ଜଣେ ସମାଜ ବିଜ୍ଞାନୀର ଆଗ୍ରହ ନେଇ ସେ ଆସିଥିଲେ ସେଠାକୁ। ସେ କିଏ ଓ କ’ଣ ଥିଲା ଉଦ୍ଦେଶ୍ୟ ଜାଣିବା ପାଇଁ ପଢନ୍ତୁ।
ଉଭୟ ରାଷ୍ଟ୍ରମୁଖ୍ୟ, ଅର୍ଥାତ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କୁ ସିଧାସଳଖ ପରସ୍ପର ସହ କଥା ହେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।
ଉତ୍ତରପ୍ରଦେଶରେ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଥିବାବେଳେ ଚଳିତ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ ।
ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ଟି ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୁଣି ଥରେ ସୁନା କଳସ ଢ଼ାଳିଛନ୍ତି ଉତ୍ତରପ୍ରଦେଶ ବାସିନ୍ଦା । ଏଠାରେ ମୋଟ ୪୦୩ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ।
ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।
ଆମ ମାଟିରେ ଯେଉଁମାନେ ଏହି ଧ୍ୱଂସଲୀଲା ରଚିଛନ୍ତି, ଶହ ଶହ ଲୋକଙ୍କୁ ଜାଣିଶୁଣି ହତ୍ୟା କରିଛନ୍ତି, ସେମାନଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ ।
ଏକ ପୁରସ୍କାର କାର୍ଯ୍ୟକ୍ରମରେ ରାଖୀ ସାୱନ୍ତଙ୍କୁ ଦେଖି ରଣବୀର ସିଂହଙ୍କ ଯୋଶ୍ ଦୁଇଗୁଣ ହୋଇଯାଇଛି। ସେ ତାଙ୍କ ସହିତ ଜବରଦସ୍ତ ଫଟୋ ପୋଜ୍ ଦେଉଥିବା ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଋଷିଆ ନିଜ ଶତ୍ରୁ ଦେଶ ତାଲିକା ବାହାର କରିଥିବା ନେଇ ଦାବି କରିଛି ଚୀନର ଗଣମାଧ୍ୟମ CGTN । ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘର ସଦସ୍ୟ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ ।