ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି।
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।
ଟ୍ରେଣ୍ଡ୍ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି।
ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର
ପିଲାମାନଙ୍କ ପରୀକ୍ଷା ସମୟ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଅନେକ ପିଲା ହୁଏତ ଚାପରେ ଥିଲେ। କିନ୍ତୁ ସବୁ ଅସୁବିଧା ସତ୍ତ୍ୱେ ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହେବା ଜରୁରୀ। ଏଠାରେ କେତେକ ଆସନର ତାଲିକା ଦିଆଗଲା। ଏହାକୁ କରିଲେ ସବୁ ସମସ୍ୟା ଦୂର ହୋଇଯିବ।
ଦୁଇ ଭାଗରେ ବଣ୍ଟାହେଲେ ସ୍ୱାମୀ। ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହିତ ରହିବାକୁ ଠିକ୍ ହୋଇଥିବା ବେଳେ ଦ୍ୱିତୀୟ ତିନି ଦିଅ ଦ୍ୱିତୀୟ ସ୍ତ୍ରୀଙ୍କ ସହ ବିତାଇବେ। ଯୁବକ ଜଣକ କେବଳ ରବିବାର ଦିନଟି ବାପା-ମା’ ଙ୍କ ସହ ରହିବାକୁ ନିଷ୍ପତ୍ତି ହୋଇଛି।
ଅସ୍ତ୍ରବିରତି ଲାଗୁ ସହରକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ସେ ନାଟୋରେ ଯୋଗ ଦେବାକୁ ଆଉ ଇଚ୍ଛୁକ ନୁହଁନ୍ତି ଏବଂ ଋଷିଆ ସ୍ୱାଧୀନ ଘୋଷଣା କରିଥିବା ଦୁଇ ପ୍ରଦେଶକୁ ନେଇ ସାଲିସ କରିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି ଇଙ୍ଗିତ ଦେଇଛନ୍ତି ।
ପଞ୍ଜାବରେ ମଧ୍ୟ ଆମ୍ ଆଦ୍ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍ଜିଟ୍ ପୋଲ୍ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ । ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି ।
ସମୟେ ସମୟେ ଅନେକ ସ୍ଥାନରେ ନିମ୍ନମାନର ପିଚୁ ରାସ୍ତା ହୋଇଥିବା ଅଭିଯୋଗ କରି ଲୋକେ ରାସ୍ତା ଖୋଳିଦେଉଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା।
୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ୟୁକ୍ରେନ୍ର ସୁମି ସହରରେ ଥିବା ଏକ ବିଲ୍ଡିଂ ଉପରେ ପ୍ରାୟ ୫ କ୍ୱିଣ୍ଟାଲ ଓଜନର ବୋମାମାଡ କରିଛି ରୁଷିଆ । ଏହି ବୋମା ମାଡ ଯୋଗୁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ସମ୍ପୃକ୍ତ ବିଲ୍ଡିଂ ।
ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରୁ ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ନିଜ ଦେଶକୁ ଫେରିବା ପରେ ଛାତ୍ରଛାତ୍ରୀମାନେ ବହୁତ ଖୁସି। ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।
୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।
ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ । ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ ।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ପ୍ରଶାସନ ବିଭାଗରେ କନ୍ସଲ୍ଟାଣ୍ଟସ୍ (ଲିଗାଲ୍) ପାଇଁ ପଦବୀ ଖାଲି ରହିଛି। ମାସକୁ ୬୦,୦୦୦ ଦରମା ପାଇବେ।
‘ପୁଷ୍ପା’ ଭୂତ କାହାକୁ ଛାଡୁନି। ସେ ପିଲା ହେଉ କି ଯୁବକ, ବୁଢା ହେଉ କି ବୁଢି କିମ୍ବା କୌଣସି ଡକ୍ଟର କି ଶିକ୍ଷକ ହୁଅନ୍ତୁ ସମସ୍ତେ ଏହା କବଳରେ। ନବଜାତ ଶିଶୁ ବି ଏଥିରୁ ମୁକୁଳି ପାରିନି। ସେ ଯାହା କରୁଛି ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।
ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।
ସନୀ ଲିଓନୀଙ୍କ ସୁନ୍ଦର ଚେହେରା ଓ ମଜାଳିଆ ଢଙ୍ଗକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ବେବି ଡଲ୍ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ, ସନୀ ଲିଓନୀଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନେ କିପରି ଡହଳ ବିକଳ ହେଉଛନ୍ତି।
ଆସାମ ପୌର ଭୋଟରେ ବିଜେପିର କ୍ଲିନ୍ ସୁଇପ୍ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଭୋଟ ଗଣତିକୁ ନେଇ ଟୁଇଟ୍ କରିଛନ୍ତି ।
ବଲିଉଡ୍ ଅଭିନେତ୍ରୀମାନେ ଆଜି ସିନା ଇଣ୍ଡଷ୍ଟ୍ରିରେ ଏତେ ବଡ ନାଁ କମେଇପାରିଛନ୍ତି, କିନ୍ତୁ ମଡେଲିଂର ରାମ୍ପରେ ବର୍ଷ ବର୍ଷ ଧରି ଘୋଷାଡି ହେଲା ପରେ ଆଜି ସେମାନେ ଏହି ଜାଗାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏହି ତାରକାମାନଙ୍କ ସଂଘର୍ଷ ଦିନର ଫଟୋ ଆଜି ସେମାନଙ୍କ ସହିତ ମେଳ ଖାଉ ନାହିଁ। ଆପଣ ବି ଦେଖିଲେ ଚିହ୍ନିବା କଷ୍ଟ ହୋଇଯିବ।