ମ୍ୟାଚ୍ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।
ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍ଜୋନ୍ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ।
ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।
କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।
ଇଣ୍ଡିଆନ୍ ନେଭୀରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଇଣ୍ଡିଆନ୍ ନେଭି ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ନେଭିରେ ଟ୍ରାନ୍ସମ୍ୟାନ ସ୍କିଲଡ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ଯୁଦ୍ଧ ବନ୍ଦ କରିବାକୁ ନିବେଦିନ । ଭାରତର ସାହାଯ୍ୟ ଭିକ୍ଷା କଲା ୟୁକ୍ରେନ୍ ।
ମହିଳା କ୍ରିକେଟ ବିଶ୍ୱକପ୍ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ପେଟ୍ରୋଲ ଟାଙ୍କି ତୁରନ୍ତ ପୂର୍ଣ୍ଣ କରିଦିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନ ଅଫର ଶେଷ ହେବାକୁ ଯାଉଛି”।
ବିଧାନସଭାରେ ଚଠି ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ବାଚସ୍ପତି ।
ରୋନକ୍ ୟୁକ୍ରେନ ଭିତରେ ପଶି ଜଣେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ମାସର ଶିଶୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । କେବଳ ମା’ ଓ ପିଲାଙ୍କୁ ନୁହେଁ ୟୁକ୍ରେନରୁ ଅନେକ ସଂଖ୍ୟକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ସେ ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍ ଇଣ୍ତିଆ ।
୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ହେଲା ଆସି ବାରାଣସୀରେ ଡେରା ପକାଇଥିଲେ ।
୨୦୧୭ ନିର୍ବାଚନରେ ବାରାଣସୀ ଲୋକସଭା ଆସନ ଅଧିନରେ ଥିବା ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରିଥିଲା । ଏଥର ମଧ୍ୟ ସେହିଭଳି ପ୍ରଦର୍ଶନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ୩ ଦିନ ବାରାଣସୀରେ ଡେରା ପକାଇଥିଲେ
ଅପରେସନ୍ ଗଙ୍ଗାକୁ ତ୍ୱରାନ୍ୱିତ କରିବା ତଥା ସୁମୀରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟାକୁ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ପଦ୍ମପୁର, ଜଙ୍ଘାର, ସରେଇଁ, ହାତିବନ୍ଧା, ସାଳବଣି ଆଦି ଗାଁ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାର କରଜ କରି ଏକର ଏକର ଜମିରେ କରିଥିଲେ ଟୋମାଟୋ ଚାଷ । ସାର, କୀଟନାଶକ ଔଷଧ ବାବଦରେ ଖର୍ଚ୍ଚ ବି କରିଥିଲେ । ହେଲେ ଯେଉଁ ଦରରେ ବିଲାତି ବିକ୍ରି ହେଉଛି, ଲାଭ ତ ଦୂରର କଥା, ଖର୍ଚ୍ଚ ମଧ୍ୟ ଉଠିବନି
ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ମରିପଲ ଉପରେ ଘନ ଘନ ଆକ୍ରମଣ ହେଉଛି ।
ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି ।
ସାମ୍ନାକୁ ଆସିଲେ ପୁଟିନ୍ଙ୍କ ବଣ୍ଡ୍ ଗାର୍ଲ। ପରଦା ପଛରେ ରହି ପୁଟିନଙ୍କ ପାଇଁ କାମ କରୁଛନ୍ତି ଏହି ଯୁବତୀ। କିଏ ଏହି ଯୁବତୀ, ସେ କ’ଣ କରନ୍ତି ଆସନ୍ତୁ ଜାଣିବା।
ଚାରିଜଣ ବୈଜ୍ଞାନିକ ଯେଉଁମାନେ ୫୦ ବର୍ଷରୁ କମ୍, ସେମାନେ ଦେଶର ବିକାଶ ଏବଂ ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତନ ଆଣିବା ପାଇଁ କାମ କରୁଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା
ସାମ୍ନାକୁ ଆସିଛି ଏକ ଅଜବ ଖବର। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଖାଦ୍ୟର ବାସ୍ନା କିମ୍ବା ସ୍ୱାଦ ବାରିବା ପରେ ପାଟିରୁ ଲାଳ ଗଡିବା ବଦଳରେ ଆଖିରୁ ବାହାରୁଛି ଲୁହ। କାହିଁକି ଏମିତି ହଉଛି ଜାଣିବା ପାଇଁ ପଢନ୍ତୁ…
ଅନେକ ମହିଳା ସେଲିବ୍ରିଟିଙ୍କ ନାମ ବିଦେଶୀ ପ୍ରଶଂସକଙ୍କ ଜିଭରେ ରହିଲାଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସରେ, ଫ୍ୟାଶନ୍ ଓ ମନୋରଞ୍ଜନ ଜଗତ ସହିତ ଜଡିତ ଭାରତର ଏହି ପାଞ୍ଚଜଣ ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ନାମ ସମଗ୍ର ବିଶ୍ୱରେ ଜଣାଶୁଣା।
ଫେସିଆଲ୍ର ଏକ ପଦ୍ଧତିରେ ଚିକିତ୍ସା କରାଉଥିବା ବ୍ୟକ୍ତିର ନିଜ ରକ୍ତର ପ୍ଲାଟିଲେଟ୍ ରିଚ୍ ପ୍ଲାଜ୍ମା ବ୍ୟବହାର କରାଯାଏ। ଏହି ପଦ୍ଧତିକୁ ମେଡିକାଲ୍ ଭାଷାରେ Platelet Rich Plasma ବା PRP Facial କୁହାଯାଏ, କିନ୍ତୁ ଆଲାବାମାର ଜଣେ ପ୍ଲାଷ୍ଟିକ୍ ସର୍ଜନ, Dr Charles Runels ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହାକୁ Vampire Facial ବୋଲି ନାମକରଣ କରିଥିଲେ।
ଦୃଷ୍ଟି ଶକ୍ତି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆଧୁନିକ ଜୀବନଶୈଳୀ। ମନୁଷ୍ୟକୃତ ଆଲୋକ, ଅଧିକ ସମୟ ଧରି ଟିଭି ଓ ମୋବାଇଲ୍ ଦେଖିବା, ଅସନ୍ତୁଳିତ ଖାଦ୍ୟ ଖାଇବା, କମ୍ପ୍ୟୁଟର ଆଗରେ ଅଧିକ ସମୟ ବସି କାମ କରିବା, ଅଧିକ ସମୟ ଧରି ପାଠ ପଢିବା ଦ୍ୱାରା ଆଖିର ମାଂସପେଶୀ ଦୁର୍ବଳ ହୋଇଯାଏ। ଫଳରେ ଆଖି ସମସ୍ୟା ଦେଖାଦିଏ। କ’ଣ କଲେ ଏଥିରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପ୍ରୟୋଗ ଲାଗି ପୁତିନ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ନେଇଚାଲିଛନ୍ତିି।