ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି।
କ୍ରୟ ମୂଲ୍ୟ ବୃଦ୍ଧି (ଚାଷୀଙ୍କୁ ଦିଆଯାଉଥିବା ପରିମାଣ), ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ମଦର୍ ଡାଏରୀ କ୍ଷୀର ଲିଟର୍ ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଶନିବାର କୁହାଯାଇଛି ।
ଭାଇରାଲ୍ ହେଉଛି ରିଏଲ ଲାଇଫ୍ର ଗଙ୍ଗୁବାଇଙ୍କ ଫଟୋ। ତାଙ୍କ ସୌନ୍ଦର୍ଯ୍ୟକୁ ଦେଖିଲେ ଆପଣ ବି ଟେରା ହେଇଯିବେ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସଲମାନ ଖାନ୍ଙ୍କ ଏକ ଭିଡିଓ। ଏଥିରେ ତାଙ୍କ ବିବାହକୁ ନେଇ ଏକ ପ୍ରଶ୍ନ ପଚରାଯାଉଛି। ଏହାର ଉତ୍ତରରେ ବିବାହ ହୋଇଯାଇଛି ବୋଲି ସେ କହିଛନ୍ତି।
ସ୍ୱଦେଶ ଫେରିଥିବା ଶତାଧିକ ଛାତ୍ରଛାତ୍ରୀ ଏଥିଯୋଗୁ ଉପକୃତ ହେବେ।
ଭୟଙ୍କର ପ୍ଲାନ କରୁଛନ୍ତି ପୁଟିନ୍। ଜେଲେନସ୍କିଙ୍କ ମୁଣ୍ଡ ଗଡ଼ାଇବା ସହ ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ମହାଖୁଲାସା ହେବା ପରେ....
ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ ଅଫ ବରୋଦା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲିପଡିଛି। ଏ ନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଜହ୍ନରେ ଜମି କିଣି ନିଜ ଝିଅକୁ ଜନ୍ମଦିନ ଉପହାର ଦେଇଛନ୍ତି ଦମ୍ପତ୍ତି । ନିଜ ଝିଅର ଜନ୍ମ ଦିନକୁ ସ୍ମରଣୀୟ ତଥା ଝିଅଙ୍କ ପ୍ରତି ସମାଜକୁ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର
ୟୁରୋପରେ ‘ସାଇବର ଆଟାକ୍’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଟ୍ରେନ୍କୁ ଠେଲିଲେ ଯାତ୍ରୀ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସତ । ଶାହରଣପୁର-ଦିଲ୍ଲୀ ଟ୍ରେନ୍ରେ ଅଗ୍ନିକାଣ୍ଡ ଘଟିଛି। ୨ଟି ବଗିରେ ନିଆଁ ଲାଗିବା ପରେ ଅନ୍ୟ ବଗିକୁ ଅଲଗା କରାଗଲା । ଉତ୍ତର ପ୍ରଦେଶ ମୀରଟ ଦୌରାଲା ରେଲେଓ୍ୱ ଷ୍ଟେସନର ଘଟଣା ।
ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ
ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି।
ଦିନେଶ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କନିଷ୍ଟ କିରାଣୀ । ୧୦ ଟା ବାଜିଲେ ବାହାରିପଡନ୍ତି ଜିଲ୍ଲାପ।।ଳଙ୍କ କାର୍ଯ୍ୟାଳୟକୁ । ନିର୍ଦ୍ଧାରିତ ସମୟରେ ନିଜର କାମ କରନ୍ତି । ଆଉ କାମ ସରିଗଲା ପରେ ପୁଣି ହାତରେ କ୍ୟାମେରା ଧରି ବାହାରିପଡନ୍ତି ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ
ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।
ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା
ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍ର ଇଞ୍ଜିନ ତଳେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍ ଧୂଆଁ ବାହାରିବାରେ ଲାଗିଲା ।
ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ୍ ଲଢ଼େଇ ଜାରି ରହିଥିବା ବେଳେ ଋଷିଆ କ୍ରମାଗତ ଭାବରେ ଦାବି କରୁଛି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶ ଛାଡି ପୋଲାଣ୍ଡକୁ ପଳାୟଳ କରିଛନ୍ତି । ଅନ୍ୟପଟେ ଜେଲେନସ୍କି ଏକଥାକୁ ଖଣ୍ଡନ କରିବା ସହ ୟୁକ୍ରେନରେ ଥିବା କଥା କହିଛନ୍ତି
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରୁଛି ପ୍ରଚାର ଅଭିଯାନ । ଆସନ୍ତା ୭ରେ ପଡ଼ିବ ଭୋଟ । ଜି ଜାନ୍ ଲଗାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିୱେଟ୍ ନେତା । କାଶୀରେ ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ୍ ରାଲ କରିବା ସହ , ମନ୍ଦିର ଦର୍ଶନ ଓ ଚାଏ ପେ ଚର୍ଚ୍ଚା କରିଛନ୍ତି ।
ଜଣାଶୁଣା ଫ୍ୟାଶନ ଡିଜାଇନର ତଥା କୋରିଓଗ୍ରାଫର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍ ବିଡପ୍ପା(୨୮)ଙ୍କୁ ପୋଲିସ୍ ଗିରଫ କରିଛି। ରାତି ଅଧରେ ହ୍ୱାଟ୍ସଆପ୍ରେ ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ୍
ବିବାହ ସମୟରେ ହାଇ ଡ୍ରାମା । ଷ୍ଟେଜ୍ ଉପରେ କନ୍ୟାର ବାପା ଓ ଭାଇଙ୍କୁ ନିର୍ଧୂମ ପିଟିଲେ ବରର ଭାଇ । ଉତ୍ତରପ୍ରଦେଶର ଇଟାୱାରେ ଶେହାନାଇ ଏବଂ ବ୍ୟାଣ୍ଡ-ବାଜା ବାଜିବା ବଦଳରେ ମାର୍ପିଟ୍ କରିବା ଘଟଣା ସାମ୍ନାକୁ ଆସିଛି। ଏମିତିକି ବିବାହ ବିଧି ସମ୍ପର୍ଣ୍ଣ ପରିବର୍ତ୍ତେ ସେମାନଙ୍କ ସମ୍ପର୍କୀୟମାନେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏମିତି ଏକ ସ୍ପର୍ଶକାତର ଭିଡିଓ, ଯେଉଁଥିରେ ଦେଖାଯାଉଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କୁ କୋଳରେ ଧରି ଏକ ମତଦାନ ବୁଥ୍କୁ ନେଇ ଯାଉଛନ୍ତି, ଯାହା ଦ୍ୱାରା ସେ ଭୋଟ୍ ଦେଇପାରିବେ।
ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱ ବର୍ତ୍ତମାନ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଉଛି। ଏହି ବିପଦ ମଧ୍ୟରେ ଦୁଇ ଜଣ ଆମେରିକୀୟ ବୈଜ୍ଞାନିକ ଋଷ୍ର ରାଜଧାନୀ ମସ୍କୋରେ ଏକ କ୍ୟାପ୍ସୁଲ୍ରେ ଫସି ଯାଇଛନ୍ତି।
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୫ ତାରିଖ, ଶନିବାର, କୁମ୍ଭ, ୨୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି, ରେବତୀ ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।