ରାଲିରେ ବାଇକ ଉତ୍ପାତିଆଙ୍କୁ କମିଶନରେଟ ପୋଲିସର କଡା ଜବାବ । ବାଇକ୍ ସ୍ପିଡରରେ ଚଲାଇବା ସହ ଉଚ୍ଚ ଶବ୍ଦରେ ହର୍ନ ବଜାଇଲେ ବାଇକ ସିଜ ହୋଇପାରେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।
ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ, ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍କାଏଦା ଓ ଆଇଏସ୍ଆଇଏସ୍ ଆତଙ୍କୀ ଅଛନ୍ତି ।
ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
'ରିଓ ତିନ୍ତୋ' । ଯାହାର ଅର୍ଥ ଲାଲ୍ ନଦୀ । ଏହା ଦକ୍ଷିଣ ପଶ୍ଚିମର ଏକ ନଦୀ ଯାହା ଅନ୍ଦଲୁସୀୟା କ୍ଷେତ୍ରରେ ଥିବା ସିଏରୋ ମୋରେନା ପାହାଡ ଶୃଙ୍ଖଳାରୁ ଆରମ୍ଭ ହୋଇ କାଦୀଜ ଘାଟି ପର୍ଯ୍ୟନ୍ତ ଯାଇଛି । ସେଠାରେ ଏହା ଆଟଲାଣ୍ଟିକ୍ ମହାସାଗରେ ମିଶିଥାଏ । ଏହି ନଦୀ ନିଜର ଲାଲ-ନାରଙ୍ଗୀ ପାଣି ପାଇଁ ଦୁନିଆ ସାରା ପ୍ରସିଦ୍ଧ । ପ୍ରାଚୀନ ସମୟରେ ଏହି ନଦୀର ଆଖପାଖ ଅଂଚଳରେ ତମ୍ବା, ସୁନା, ଚାନ୍ଦି ତଥା ଅନ୍ୟାନ୍ୟ ପଦାର୍ଥର ଖଣି ଚାଲୁଥିଲା ।
ଲେମ୍ବୁ ରସ ଶରୀର ପାଇଁ ଖୁବ ଉପଯୋଗୀ ଅଟେ । ଗବେଷଣା ଅନୁସାରେ ଜଣା ପଡିଛି ଯେ ଲେମ୍ବୁରସରେ ଏପରି କିଛି ଗୁଣ ଯାହା ଆମକୁ ବିଭିନ ସଂକ୍ରମଣରୁ ରକ୍ଷା କରିବା ସହିତ ବିଶେଷ କରି ବର୍ଷା ଋତୁରେ ବିଭିନ ସଂକ୍ରମଣରୁ ରକ୍ଷା କରିଥାଏ ।
ଏପ୍ରିଲ ୧୨ରେ ଆସାନସୋଲ୍ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୧୬ରେ ହେବ ଭୋଟ୍ ଗଣତି ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ, ତୁମ ସ୍ୱାସ୍ଥ୍ୟ ସହିତ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସପ୍ତାହର ମଧ୍ୟଭାଗରେ, ଆପଣ ନିଜକୁ ସାଧାରଣ ଅପେକ୍ଷା ତୁମର ବୃତ୍ତିଗତ ଜୀବନକୁ ଅଧିକରୁ ଅଧିକ ସମୟ ଦେବେ । ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ଆପ୍ର ଐତିହାସିକ ବିଜୟ ପରେ ଅମୃତସରରେ ଏହି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ।
ଏଥର ଯୋଗୀଙ୍କ କ୍ୟାବିନେଟର ନୂଆ ମୁହଁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀ ପହଞ୍ଚିଛନ୍ତି ଯୋଗୀ । ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ପଶ୍ଚିମରେ ଦେଖାଦେଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସାଧାରଣତଃ ନଖ ଚୋବେଇବା ଅଭ୍ୟାସ ସାଧାରଣତଃ ପିଲା ଦିନରୁ ହିଁ ଆରମ୍ଭ ହୋଇ ଥାଏ । ଏହି ଅଭ୍ୟାସ କେବେ ଚିନ୍ତା କେବେ ଷ୍ଟ୍ରେସ କାରଣରୁ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିପାରିବେ। ନଖ ଚୋବାଇବା ଦ୍ୱାରା ନଖରେ ଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି ଅଭ୍ୟାସ ବୟସ୍କ ଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚାଲିଥାଏ। ସେ ଯାହା ହେଉନା କାହିଁକି, ନଖ କାମୁଡ଼ିବା କୌଣସି ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ରାଜନୀତିରେ ବାପପୁଅ ଲଢ଼େଇ ନୂଆ ହୋଇ ନଥିଲେ ମଧ୍ୟ ଅନୁଗୋଳ ପୌରପାଳିକାରେ କାଉନସିଲର ପଦବୀ ପାଇଁ ବାପା ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଏବେ ସମସ୍ତଙ୍କ ନଜର ମ୍ୟୁନିସିପାଲିଟିର ୫ ନମ୍ବର ୱାର୍ଡ ଉପରେ
କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘The Kashmir Files’।
ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା।
ଆପଣ NTPCରେ ଚାକିରୀ କରିବାକୁ ଚାହୁଁଛନ୍ତି କି ?NTPC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ଟି ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ ।
ପୌର ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଜେପି ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ।
ହାଇଦ୍ରାବାଦରୁ ଜାଙ୍ଗାରେଡିଗୁଡେମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପୋଲ ସହିତ ଧକ୍କା ହୋଇଥିଲା କାର୍ ।
ୟୁକ୍ରେନ ଉପରେ ରୁଷ୍ ମରାଣାତ୍ମକ ଆକ୍ରମଣ କରୁଥିବାରୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ରୁଷରେ ଆର୍ଥିକ ସଙ୍କଟ ଦେଖାଯାଇଛି । ଯାହା ଦ୍ୱାରା କ୍ଷୀର ଠାରୁ ଆରମ୍ଭ କରି ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଛି ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୫୮୦ ଟଙ୍କା ରହିଥିବା ଜଣାଯାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ।
ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ।
ୟୁକ୍ରେନ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ରୁଷ୍ର ଏୟାର ଷ୍ଟ୍ରାଇକ୍ ପୂର୍ବରୁ ଆଣ୍ଡ୍ରୋଏଡ ମୋବାଇଲ ବ୍ୟବହାରକାରୀଙ୍କୁ ଗୁଗଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ଏକ ଆଲର୍ଟ ପଠାଯିବ ।
ଆଜି କଂଗ୍ରେସର ଆଗାମୀ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।
'ହ୍ୟାଲୋ ଋଷୀୟ ଭିଲେନ୍, ମୁଁ ତୁମର ଜୀବନ ନେବା ପାଇଁ ଆସୁଛି- କିଭ୍ ଭେମ୍ପାୟର୍ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ୱତନ୍ତ୍ର ମେସେଜ୍ !