• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

UP Punjab Goa Uttarakhand Manipur Assembly Election Results 2022: Live Updates

India

ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସମସ୍ତଙ୍କର ନଜର ରହିଛି କଣ ହେବ ଫଳାଫଳ । ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶର ଜନାଦେଶ ନିର୍ଣ୍ଣୟ କରିପାରେ ଅନେକ ରାଜନୈତିକ ଦଳର ଭାଗ୍ୟ । ତେବେ ଅପଡେଟ୍ ଖବର ଜାଣିବା ପାଇଁ ଆମର ଲାଇଭ୍ ପେଜରେ ଯୋଡି ହୁଅନ୍ତୁ ।

UP Punjab Goa Uttarakhand Manipur Election Results 2022

20:15 PM(2 years ago )

ଆମେ ପ୍ରଚଣ୍ଡ ବହୁମତ ପାଉଛୁ... ସମସ୍ତଙ୍କୁ ଅଭିନନ୍ଦନ

Posted by:

16:53 PM(2 years ago )

ଏବେଠୁ କାମ ଆରମ୍ଭ ହେବ ୨୦୨୭ ପାଇଁ

Posted by:

16:53 PM(2 years ago )

ଏଠି ମୋଦି ବିଚାର ଧାରାର ବିଜୟ ହୋଇଛି:ଅପରାଜିତା ଷଢଙ୍ଗୀ

Posted by:

16:53 PM(2 years ago )

ମ୍ୟାଜିକ୍ ନମ୍ୱରରେ ଆସୁଛି ବିଜେପି

Posted by:

16:36 PM(2 years ago )

ପଞ୍ଜାବରେ ‘ଆପ୍’ର ଉଦୟ

Posted by:

16:36 PM(2 years ago )

ପଞ୍ଜବରେ ଏକ ପ୍ରକାର ଝଡ଼ ସୃଷ୍ଟି କଲା ଆପ୍

Posted by:

15:49 PM(2 years ago )

ରାଜ ଭବନରେ ନୁହେଁ, ନିଜ ପୈତୃକ ଗ୍ରାମରେ ଶପଥ ନେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Posted by:

15:49 PM(2 years ago )

ଅନ୍ୟରାଜ୍ୟର ଫଳାଫଳକୁ ନେଇ ବେଶ୍ ଖୁସୀ ଓଡ଼ିଶାର ବିଜେପି ନେତା

Posted by:

15:28 PM(2 years ago )

ଓଃ କି ନାଚ! ଆପ୍‌ ବହୁମତ ଭୋଟରେ ଆଗୁଆ ଥିବାରୁ ଉତ୍ସବ ମନାଉଛନ୍ତି ଆପ୍‌କର୍ମୀ

Posted by:

15:18 PM(2 years ago )

ଚାରି ରାଜ୍ୟରେ ବିଜୟ ଅଭିମୁଖେ ବିଜେପି

Posted by:

14:28 PM(2 years ago )

ପଞ୍ଜାବରେ ସତା ହରାଇଲା ଅକାଳି ଦଳ

Posted by:

14:17 PM(2 years ago )

ପଞ୍ଜାବରେ ଆପର କ୍ଲିନ୍ ସ୍ୱିପ୍

Posted by:

14:17 PM(2 years ago )

ମଣିପୁରରେ ସରକାର କରିବ ବିଜେପି!

Posted by:

14:17 PM(2 years ago )

ଉତ୍ତରାଖଣ୍ଡ ଖତିମାରେ ପଛରେ ବିଜେପିର ପୁଷ୍କର ସିଂହ ଧାମୀ

Posted by:

14:17 PM(2 years ago )

ଗୋଆରେ ଆଗରେ ବିଜେପି

Posted by:

14:17 PM(2 years ago )

ମଣିପୁରରେ ଆଗରେ ବିଜେପି

Posted by:

13:49 PM(2 years ago )

ଭଗବାନଙ୍କ ଶରଣରେ ଗୋଆ ମୁଖ୍ୟମନ୍ତ୍ରୀ

Posted by:

13:40 PM(2 years ago )

ପଞ୍ଜାବ ନିର୍ବାଚନ ଦାୟିତ୍ୱରେ ଥିବା ଆପ୍ ନେତା ରାଘବ ଚଢା କଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ

Posted by:

13:31 PM(2 years ago )

ଗୋରଖପୁରରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟ୍‌ ଗଣତି

Posted by:

13:31 PM(2 years ago )

ଆମେ ଦୌଡୁ ନାହୁଁ ବରଂ ଆଗରେ ରହିଛୁ : ବିଜେପି ନେତ୍ରୀ

Posted by:

13:31 PM(2 years ago )

କେଜ୍ରିୱାଲଙ୍କ ନେତୃତ୍ୱରେ ଆମେ ବିଜୟ ହୋଇଛୁ

Posted by:

13:31 PM(2 years ago )

ଆପ୍‌ ଜିତିବା ଖୁସିରେ ଏବେ ପୂରା ଦେଶରେ ଆପ୍‌କର୍ମୀମାନେ ଏମିତି ମନାଉଛନ୍ତି ଖୁସି

Posted by:

13:31 PM(2 years ago )

ଦିଲ୍ଲୀ କା ସିଏମ୍‌ କାଲକା ପିଏମ୍‌

Posted by:

13:31 PM(2 years ago )

ପାଗଳ କରିଦେଲା ବିଜୟୀ ହେବାର ଖୁସି

Posted by:

13:31 PM(2 years ago )

ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସୁଛି.. ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର କଣ କହିଛନ୍ତି

Posted by:

13:23 PM(2 years ago )

ପଞ୍ଜାବରେ କଂଗ୍ରେସ ବହୁମତରେ ସରକାର ଗଢିବ ବୋଲି ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ୱତ କହିଛନ୍ତି..

Posted by:

13:23 PM(2 years ago )

ରବି କିଷନ କହିଲେ ‘ଜୀନ୍ଦଗୀ ଝଣ୍ଡଓ୍ୱା..’

Posted by:

13:23 PM(2 years ago )

ୟୁପିରେ ଯୋଗୀ ସରକାର !

Posted by:

13:23 PM(2 years ago )

ପାଞ୍ଚ ଫଏସଲା, ମଣିପୁରରେ ଆଗରେ ବିଜେପି

Posted by:

13:23 PM(2 years ago )

ପାଞ୍ଚ ଫଏସଲା ଉତ୍ତରପ୍ରଦେଶରେ ବିଜେପି ଜଲୱା...

Posted by:

13:23 PM(2 years ago )

ପାଞ୍ଚ ଫଏସଲା. ମଣିପୁରରେ ପୁଣି ଫୁଟିବ କି ପଦ୍ମ ?

Posted by:

13:23 PM(2 years ago )

ଖୁସିରେ ନାଚିଲେ ଆପ୍ କର୍ମୀ

Posted by:

13:23 PM(2 years ago )

ଗୋଟିଏ ପଟେ ଚାଲିଛି ଭୋଟ୍‌ ଗଣତି, ଅନ୍ୟ ପଟେ BSP କାର୍ଯ୍ୟକର୍ତ୍ତାଙ୍କୁ ଆସିଲା ହାର୍ଟ ଆଟାକ୍‌

Posted by:

ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍‌ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ଆହୁରି ପଢ଼ନ୍ତୁ...

13:23 PM(2 years ago )

କଂଗ୍ରେସ ଆଉଟ୍‌: କମାଲ କଲେ ବିଜେପି ଓ ଆପ୍‌

Posted by:

ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି। ଆହୁରି ପଢ଼ନ୍ତୁ...

12:47 PM(2 years ago )

ପାଞ୍ଚ ଫଏସଲା, କିଏ କରିବ ବାଜିମାତ୍?

Posted by:

12:47 PM(2 years ago )

ପାଞ୍ଚ ଫଏସଲା, ପଞ୍ଜାବରେ ଆପ୍ ଅଙ୍କ ଆଗରେ ଫିକା ପଡିଗଲା କି ଅକାଳୀ ଓ କଂଗ୍ରେସ ଦଳ?

Posted by:

12:47 PM(2 years ago )

'ପଞ୍ଜାବରେ କଂଗ୍ରେସ ନିର୍ବାଚନକୁ ହାଲକାରେ ନେଇଗଲା'

Posted by:

12:47 PM(2 years ago )

ଦଳ ଜିତିବା ପୂର୍ବରୁ ସାମ୍ନାକୁ ଆସିଲେ ଛୋଟୁ କେଜ୍ରିୱାଲ

Posted by:

12:47 PM(2 years ago )

ପଞ୍ଜାବରେ ଆଗରେ ଆପ୍, ଜନଶୂନ୍ୟ ନବଜୋତ ସିଦ୍ଧୁଙ୍କ ବାସଭବନ...

Posted by:

12:47 PM(2 years ago )

ଭୋଟ୍ ଗଣତି ପୂର୍ବରୁ ଉତ୍ତରପ୍ରଦେଶର ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ସିଦ୍ଧାର୍ଥ ନାଥ ସିଂ ଶିରିଡିଙ୍କ ପୂଜାର୍ଚ୍ଚନା କରିଛନ୍ତି..

Posted by:

12:47 PM(2 years ago )

‘ଶତ ପ୍ରତିଶତ ସମାଜବାଦୀ ପାର୍ଟି ହିଁ ସରକାର ଗଢିବ’

Posted by:

12:47 PM(2 years ago )

ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଚମକୌର ସାହିବ ଗୁରୁଦ୍ୱାରାରେ ମୁଖ୍ୟମନ୍ତ୍ରୀ ଚରଣଞ୍ଜିତ୍ ସିଂ ଚନ୍ନି

Posted by:

12:25 PM(2 years ago )

ପାଞ୍ଚ ଫଏସଲା, ଉତ୍ତରପ୍ରଦେଶରେ ସମସ୍ତଙ୍କୁ ପଛରେ ପକାଇ ଆଗରେ ବିଜେପି...

Posted by:

12:25 PM(2 years ago )

ପାଞ୍ଚ ଫଏସଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଗାଦି ଛାଡିବ କି କଂଗ୍ରେସ?

Posted by:

12:25 PM(2 years ago )

ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ବିତ ପାତ୍ରଙ୍କ ପୂଜାର୍ଚ୍ଚନା

Posted by:

12:25 PM(2 years ago )

ପାଞ୍ଚ ଫଏସଲା, ଗୋଆରେ ଆଗରେ ବିଜେପି, ପଛରେ ଦୌଡୁଛି କଂଗ୍ରେସ...

Posted by:

12:25 PM(2 years ago )

ପାଞ୍ଚ ଫଏସଲା, ଗୋଆରେ କାଣ୍ଟେ କି ଟକ୍କର ?

Posted by:

12:25 PM(2 years ago )

ପାଞ୍ଚ ଫଏସଲା, ଦେଖନ୍ତୁ ପାଞ୍ଚ ରାଜ୍ୟର ଫଳାଫଳ, କିଏ ଆଗରେ, କିଏ ପଛରେ?

Posted by:

12:25 PM(2 years ago )

ପଞ୍ଜାବରେ ଇତିହାସ ରଚିବ କି କେଜ୍ରିଓ୍ୱାଲଙ୍କ ଆପ୍?

Posted by:

12:25 PM(2 years ago )

ପାଞ୍ଚ_ଫଏସଲା, ଉତ୍ତରପ୍ରଦେଶରେ ଫର୍ମରେ ବିଜେପି...

Posted by:

12:25 PM(2 years ago )

ପାଞ୍ଚ_ଫଏସଲା, ଚାଲିଛି ପାଞ୍ଚ ରାଜ୍ୟର ଭୋଟ୍ ଗଣତି

Posted by:

12:25 PM(2 years ago )

ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବଡ଼ ବଡ଼ ପୋଷ୍ଟର୍

Posted by:

12:04 PM(2 years ago )

EVM ଘୋଟାଲାକୁ ନେଇ କଣ କହିଲେ CEC

Posted by:

12:04 PM(2 years ago )

ପାଞ୍ଚ ଫଏସଲା, ଉତ୍ତରପ୍ରଦେଶରେ ବିଜେପି ଟ୍ରେଣ୍ଡ୍

Posted by:

12:04 PM(2 years ago )

ପାଞ୍ଚ ଫଏସଲା, ଉତ୍ତରପ୍ରଦେଶ ପାଇଁ ପୁଣି ଉପଯୋଗୀ ହେବେ କି ଯୋଗୀ?

Posted by:

11:30 AM(2 years ago )

ସିଦ୍ଧୁଙ୍କ ନୌଟଙ୍କିରେ କଂଗ୍ରେସ ଧୂଳିସାତ: ପଞ୍ଜାବ ଧରିଲା ଝାଡୁ

Posted by:

ପଞ୍ଜାବ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ। ସତ ହେଲା ଏକଜିଟ୍‌ ପୋଲ୍‌ର ଆକଳନ। ପଂଜାବରେ ସରକାର ଗଠନ କରିବା ଦିଗରେ ଆଗେଇଚାଲିଛି ଆପ୍‌। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଗଣତି ଚାଲିଛି। ଆପ୍‌ ୮୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୧୫ଟି ଆସନରେ ଆଗରେ ରହିଛି। ଆଉ ଏଥିରୁ ଜଣାପଡ଼ିଲା କାହିଁକି ବଦଳିଲା ଜନାଦେଶ।

11:06 AM(2 years ago )

ୟୁପି ମେଁ ଔର୍‌ ଏକ୍‌ ବାର୍‌ ଯୋଗୀ ସରକାର, ବେଶୀ ବାଟ ଯାଇପାରିଲାନି ସାଇକେଲ୍‌

Posted by:

ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍‌ ହାତେଇଛି। ଆହୁରି ପଢ଼ନ୍ତୁ...

11:06 AM(2 years ago )

ପାଞ୍ଚ ଫଏସଲା, ପଞ୍ଜାବରେ ଆପ୍ ଟ୍ରେଣ୍ଡ୍...

Posted by:

11:06 AM(2 years ago )

‘ଦେଶର ଭବିଷ୍ୟତ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ହାତରେ..’

Posted by:

11:05 AM(2 years ago )

ପାଞ୍ଚ ଫଏସଲା, ମଣିପୁରରେ ପୁଣି ଫୁଟିବ କି ପଦ୍ମ ?

Posted by:

11:05 AM(2 years ago )

ପାଞ୍ଚ ଫଏସଲା, ପଞ୍ଜାବରେ ଆଗରେ ଆପ୍

Posted by:

11:05 AM(2 years ago )

ପାଞ୍ଚ_ଫଏସଲା, ପଞ୍ଜାବରେ ଇତିହାସ ରଚିବ କି କେଜ୍ରିଓ୍ୱାଲଙ୍କ ଆମ୍ ଆଦ୍ମୀ ପାର୍ଟି?

Posted by:

11:05 AM(2 years ago )

ପାଞ୍ଚ ଫଏସଲା, ଗୋଆରେ ବିଜେପି ଟ୍ରେଣ୍ଡ୍

Posted by:

11:05 AM(2 years ago )

ପାଞ୍ଚ ଫଏସଲା, ଉତ୍ତରପ୍ରଦେଶରେ ସତା ହରାଉଛି କଂଗ୍ରେସ

Posted by:

11:05 AM(2 years ago )

ଚନ୍ଦ୍ରିକା ଦେବୀଙ୍କୁ ପୂଜାର୍ଚ୍ଚନା କଲେ ବିଜେପି ପ୍ରାର୍ଥୀ

Posted by:

11:05 AM(2 years ago )

ଗଣତି କେନ୍ଦ୍ର ସାମ୍ନାରେ ଉତ୍ତେଜନା

Posted by:

11:05 AM(2 years ago )

ମଣିପୁରରେ ପୁଣି ଫୁଟିବ କି ପଦ୍ମ ?

Posted by:

11:05 AM(2 years ago )

ପଞ୍ଜାବରେ ଇତିହାସ ରଚିବ କି କେଜ୍ରିଓ୍ୱାଲଙ୍କ ଆମ୍ ଆଦ୍ମୀ ପାର୍ଟି?

Posted by:

11:05 AM(2 years ago )

#ପାଞ୍ଚ_ଫଏସଲା, ଉତ୍ତରପ୍ରଦେଶ ପାଇଁ ପୁଣି ଉପଯୋଗୀ ହେବେ କି ଯୋଗୀ?

Posted by:

11:05 AM(2 years ago )

ଆଯୋଧ୍ୟାରେ ପୋଲିସ ଛାଉଣୀ

Posted by:

11:05 AM(2 years ago )

ଆଜି ଆସିବ ଭାଗ୍ୟଫଳ

Posted by:

11:05 AM(2 years ago )

'ଏଥର କଂଗ୍ରେସକୁ ମିଳିବ ବହୁମତ'

Posted by:

11:05 AM(2 years ago )

୨୦୧୭ ନିର୍ବାଚନ ଫଳାଫଳ

Posted by:

11:05 AM(2 years ago )

ପାଞ୍ଚ ରାଜ୍ୟର ଆଜି ଚାଲିଛି ଭୋଟ ଗଣତି

Posted by:

11:05 AM(2 years ago )

ପାଞ୍ଚ ରାଜ୍ୟର ଆଜି ଚାଲିଛି ଗଣତି

Posted by:

11:05 AM(2 years ago )

#Live ଉତ୍ତର ପ୍ରଦେଶରେ ପୁଣି ଯୋଗୀ ଯ଼ୁଗ... ପଞ୍ଜାବରେ ଆପ୍ ସରକାର!

Posted by:

09:53 AM(2 years ago )

ମୋଦିଙ୍କ ଭାବମୂର୍ତ୍ତୀ ଆଗରେ ମାଟି କାମୁଡ଼ି ଥିଲେ ବିରୋଧୀ

Posted by:

୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ। ଆହୁରି ପଢ଼ନ୍ତୁ...

08:57 AM(2 years ago )

ୟୁପିରେ ବିଜେପି-ସପା ମଧ୍ୟରେ କଡ଼ା ଟକ୍କର, ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗରେ

Posted by:

ଟ୍ରେଣ୍ଡ୍‌ ଅନୁସାରେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି। ଆହୁରି ପଢ଼ନ୍ତୁ...

07:49 AM(2 years ago )

ଏକଜିଟ୍‌ ପୋଲ୍ ସତ ହେଲେ ଇତିହାସ ରଚିବେ ଯୋଗୀ

Posted by:

ଯଦି ଏକ୍‌ଜିଟ୍‌ ପୋଲର ଆକଳନ ସତ ହୁଏ, ତେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଏହାର ଅର୍ଥ ଯୋଗୀ ଆଦିତ୍ୟନାଥ ବିଜୟ ହୁଅନ୍ତି ତାହାହେଲେ ୩୭ ବର୍ଷ ରେକର୍ଡ ଭାଙ୍ଗିବେ। ଆହୁରି ପଢ଼ନ୍ତୁ...

07:49 AM(2 years ago )

Posted by:

07:37 AM(2 years ago )

କିଏ ଗଢ଼ିବ ସରକାର ? କାହା ସ୍ୱପ୍ନ ହେବ ଚୁର୍‌ମାର୍ ?

Posted by:

ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍‌ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ। ଆହୁରି ପଢ଼ନ୍ତୁ...

Load more...