ଋଷ୍ର ଆକ୍ରମଣରେ ୟୁକ୍ରେନ୍ ଛାରଖାର ହୋଇଯାଇଛି। ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍ବାସୀ ଏବେ ବିକାଶର ବହୁ ପଛକୁ ଚାଲିଯାଇଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ର ଜଣେ କୃଷକର ଭାଗ୍ୟ ଖୋଲିଯାଇଛି।
ବିଲୁପ୍ତପ୍ରାୟ ଏକ ପ୍ରଜାତି ଗାଈର ରକ୍ଷକ ସାଜିଛନ୍ତି ସୋସମ୍ମା। ସେ ପ୍ରାୟ ୩୦ ବର୍ଷ ଧରି ଏହି କାମ କରିଆସୁଛନ୍ତି। ଏହି ପ୍ରଜାତି ଦେଖିବାକୁ ଆକାରରେ ବହୁତ ଛୋଟ କିନ୍ତୁ ଏହା ବହୁ ପରିମାଣରେ କ୍ଷୀର ଦେଇଥାନ୍ତି। ଖାଲି ଏତିକି ନୁହେଁ ଏହି ଗାଈର କ୍ଷୀର ଔଷଧୀୟ ଗୁଣରେ ମଧ୍ୟ ଭରପୂର।
ୟୁପିରେ ସରକାର ଗଠନକୁ ନେଇ ଲକ୍ନୌାହରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି। ଯୋଗୀ କ୍ୟାବିନେଟ୍ରେ କେଉଁ ଚେହେରାକୁ ଅନ୍ତର୍ଭୁକ୍ତ କରାଯିବ, ତାହା କେବଳ ବିଜେପି ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି ନିଆଯିବ।
ହିନ୍ଦୁ ଧର୍ମ ବିଚାରରେ ପ୍ରତ୍ୟେକ ଶୁଭକାର୍ଯ୍ୟରେ ହାତରେ ରକ୍ଷାସୂତ୍ର ବନ୍ଧାଯାଇଥାଏ। ଏହି ଲାଲ ଏବଂ ହଳଦିଆ ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ୱାରା ରକ୍ତଚାପ, ରକ୍ତ ଶର୍କରା, ହୃଦସ୍ପନ୍ଦନ ଭଲି ଅନେକ ରୋଗ ନିୟନ୍ତ୍ରଣକୁ ଆସିଯାଏ।
ୟୁକ୍ରେନ୍ରେ ଏବେ କିଏ ଘର ଭିତରୁ ଆର୍ତ୍ତନାଦ କରୁଛି ତ କିଏ ଋଷ ବିରୋଧରେ ରୋଷ ବଖାଣୁଛି, ତ ଆଉ କିଏ ଚିର ଦିନ ପାଇଁ ଶୋଇଯାଇଛି । ନିର୍ବାକ୍ ନିଶ୍ଚଳ ହୋଇ ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ କରିବାକୁ ରୁଷୀୟ ସେନା ଚାରିପଟୁ ଧୀରେଧୀରେ ଆଗଉଛି ।
ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।
ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍ ଭଳି ସୁପର ପାୱାର ।
ମା ହେବାକୁ ଯାଉଛନ୍ତି କାଜଲ୍। ଏହି ଖୁସିରେ ସେ ଇନ୍ଷ୍ଟାଗ୍ରାମ୍ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି।
‘ଦ କାଶ୍ମୀର ଫାଇଲ୍ସ’ କମ୍ ବଜେଟ୍ରେ ସିନା ହୋଇଛି ନିର୍ମାଣ କିନ୍ତୁ ବଡ ବଡ ଫିଲ୍ମକୁ ବି ପକେଇଲାଣି ପଛରେ। ମାତ୍ର ୪ ଦିନରେ ଉଠେଇଦେଲାଣି ଲାଭ।
ଏଇ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତା’ହେଲେ ତୁରନ୍ତ ଏହାକୁ ସାରି ଦିଅନ୍ତୁ। ନଚେତ୍ ଏଥିପାଇଁ ଆପଣ ହୁଏତ ସମସ୍ୟାରେ ପଡ଼ିପାରନ୍ତି।
ମାର୍ଚ୍ଚ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ପ୍ରିକସନ ଡୋଜ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟ ସୂଚନା ଦେଇଛନ୍ତି ।
ଚୀନ ଠାରୁ ଋଷିଆ ସାମରିକ ସହାୟତା ଲୋଡ଼ିଥିବା ସୂଚନା । ଆମେରିକାର ପ୍ରମୁଖ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଆପଣ କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଛନ୍ତି କି ? କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍ସ୍କି NATOକୁ ଚେତାଇଛନ୍ତି। ୟୁକ୍ରେନକୁ ନୋ ଫ୍ଲାଇଂ ଜୋନ୍ କରନ୍ତୁ, ନ ହେଲେ ପରିଣାମ ଭୋଗିବେ।
ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀର ଚାନ୍ସେଲର୍ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହିତ ଫୋନ୍ରେ ଆଲୋଚନା କରି ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ମଧ୍ୟରେ ବୃଦ୍ଧି ପାଇଛି ମାନବୀୟ ସଂକଟ । ୨୫ ଲକ୍ଷରୁ ଅଧିକ ୟୁକ୍ରେନ ଛାଡ଼ି ପଳାୟନ କରିଛନ୍ତି । ସେମାନେ ପଡ଼ୋଶୀ ଦେଶରେ ଶରଣାର୍ଥୀ ଜୀବନ ବିତାଉଛନ୍ତି ।
ପୁସ୍ତକ ମେଳାରେ ପକେଟ୍ମାର୍ କରୁଥିଲେ ଅଭିନେତ୍ରୀ। କୋଲକାତା ପୋଲିସ୍ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି।
ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି କେଜ୍ରିୱାଲ । ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ। କାହିଁକି ତାଙ୍କର ଏହି ଲୁକ୍...
ୟୁକ୍ରେନ୍ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ନୂଆ ଶିକ୍ଷାନୀତି ଅନୁସାରେ, ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୭ ବର୍ଷକୁ ବଢ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରହିବନି । ସ୍ନାତକରେ ୩ ବର୍ଷ ବଦଳରେ ରହିବ ୪ ବର୍ଷର ପାଠ୍ୟକ୍ରମ ରହିବ ।
କିଭ୍ ପାଇଁ କର ବା ମର ସ୍ଥିତି । ଉତ୍ତର, ପଶ୍ଚିମ ଓ ଉତ୍ତରପୂର୍ବ ଦିଗରୁ ଘେରି, ୟୁକ୍ରେନ୍ ରାଜଧାନୀର ଆହୁରି ନିକଟତର ହୋଇଛି ଋଷୀୟ ସେନା । ଆଉ କେବଳ ପୂର୍ବ ପଟୁ ଦଖଲ କରିବା ବାକି ରହିଲା ।
ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ।