ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଦିଲ୍ଲୀ ସରକାର ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଆଇପିଓକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ବଡ଼ ଖବର। ଏକ ରିପୋର୍ଟରେ କୁହାଯାଇଛି ଯେ ସରକାର LIC IPO ର ଆକାର ହ୍ରାସ କରିପାରନ୍ତି। ଏହାକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ।
ଦିଲ୍ଲୀ ହିଂସା ଏବଂ ଋଷ-ୟୁକ୍ରେନ ଯୁଦ୍ଧର ଉତ୍ତେଜନାମୂଳକ କଭରେଜ ପାଇଁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ ଚେତାବନୀ ଦେଇଛନ୍ତି ।
ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମର ରିଲିଜ୍ ପାଖେଇ ଆସୁଥିବା ବେଳେ ଫିଲ୍ମର ନିର୍ମାତା ଆଉ ଏକ ରୋମାଞ୍ଚକର ଟ୍ରେଲର୍ ଲଞ୍ଚ୍ କରିଛନ୍ତି। ଚଳଚ୍ଚିତ୍ରର ଏହି ନୂଆ ଟ୍ରେଲରରେ ଟାଇଗର ଶ୍ରଫ ‘ହିରୋପନ୍ତୀ ୨’ର ଗୁରୁତ୍ୱପୂର୍ଣ୍ଣ ଝଲକ ଦେଖେଇଛି।
୨୩ ଏପ୍ରିଲ ୧୯୯୫ରୁ ପାଳନ ହେଉଛି ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ। ଏହା ପଛରେ କ’ଣ ରହିଛି ଉଦ୍ଦେଶ୍ୟ। ଚଳିର ବର୍ଷର ବିଷୟ କ’ଣ ଆସନ୍ତୁ ଜାଣିବା।
ବଢ଼ିବ ଖାଇବା ତେଲ ଦର ! Palm Oil ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଇଣ୍ଡୋନେସିଆ
KGF କେବଳ ବକ୍ସ ଅଫିସ୍କୁ ଦୋହଲେଇ ଦେଇନି ନାହିଁ ବରଂ ଦର୍ଶକଙ୍କୁ ପାଗଳ ମଧ୍ୟ କରିଦେଇଛି। ଏହା ପଛରେ ରହିଛି ଦମଦାର୍ ଡାଏଲଗ୍। ଆଜି ଏହିସବୁ ଡାଏଲଗ ଲୋକଙ୍କ ମୁହଁରେ। ଆସନ୍ତୁ ଏମିତି ୧୫ଟି ଡାଏଲଗ୍ ଜାଣିନେବା ଯାହା ମନରେ ନିଆଁ ଲଗେଇ ଦେବ।
ପାୱାର ଫୁଲ୍ ଫିଲ୍ମ..ପାୱାର ଫୁଲ୍ ଡାଇଲଗ୍...ଆଉ ପାୱାର ଫୁଲ୍ କଲେକ୍ସନ୍। ୱାର୍ଲଡ୍ ୱାଇଡ୍ରେ କେଜିଏଫ୍-୨ , କଲେକସନ୍ କରିଛି ୭୨୦ କୋଟି ।
ବିଦେଶରେ ମଧ୍ୟ ମିଳୁଛି ଝାଲମୁଢ଼ି । ଝାଲମୁଢ଼ି ଖାଇବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଲାଗୁଛି ।
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟର ପେଜ୍ରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା
ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍ ରେକର୍ଡିଂ ବ୍ୟବସ୍ଥା। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ।
ନେତାଜୀ ସୁବାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲେଜି ଫକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନେ ପ୍ରଫେସର ତଥା ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ ।
ରାମକଥା ଶୁଣିବାକୁ ଯାଇଥିଲେ ବୃଦ୍ଧା । ହେଲେ ଫେରିବା ସମୟରେ ଉତ୍ତାପ ବଢ଼ିବାରୁ ଫେରି ପାରିନଥିଲେ । ଶେଷରେ ଜଣେ ମହିଳା ପୋଲିସ୍ ତାଙ୍କୁ କାନ୍ଧରେ ବସାଇ ଘରେ ପହଞ୍ଚାଇଥିଲେ ।
ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ସରକାର ସୁମନ କେ. ବେରିଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।
ମହାରାଷ୍ଟ୍ରରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମହାନାଟକ । କଡା ସୁରକ୍ଷା ଘେରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାପରେ ଅଭିଯୁକ୍ତମାନେ ମୃତକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।
ଗତକାଲି ୟୁକ୍ରେନ୍ର ଚେର୍ଣ୍ଣିହିବ୍ରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଛି । ପ୍ରାୟ ୫ ଶହ କିଲୋ ଓଜନ୍ର ଏହି ବୋମାକୁ ଚେର୍ଣ୍ଣିହିବ୍ ସହରର ଜନବସତିରୁ ଉଦ୍ଧାର କରାଯାଇଛି ।
ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି।
ଜାହାଙ୍ଗୀରପୁରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନ୍ସାରଙ୍କୁ ଗତକାଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ପଚରାଉଚୁରା କରିଛନ୍ତି।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୩ ତାରିଖ, ଶନିବାର, ମେଷ ୧୦ ଦିନ,ବୈଶାଖମାସ କୃଷ୍ଣପକ୍ଷ, ସପ୍ତମୀ ଯୁକ୍ତ ଅଷ୍ଟମୀତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଦିଲ୍ଲୀରେ ବଢ଼ୁଥିବା କରୋନା କେସ୍ ଏବେ ସାରା ଦେଶ ପାଇଁ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ବଢ଼ିଛି ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ।
ନଟରାଜସନ ଏମିତି ଏକ ଯୋଗ ଅଭ୍ୟାସ ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ହେବା ସହ ଓଜନ ହ୍ରାସ ହୁଏ। ବାହୁ, ଜଙ୍ଘ, ଗୋଡ, ଅଣ୍ଟା ଓ ପେଟ ସମେତ ସମଗ୍ର ଶରୀର ପାଇଁ ଏହା ଅତ୍ୟନ୍ତ ଉପକାରୀ।
ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…
କାର୍କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।