ଆଦାନୀ ହେଲେ ବିଶ୍ୱର ୫ମ ଧନୀ ବ୍ୟକ୍ତି । ଦୁନିଆର ବହୁ ବଡ଼ ବଡ଼ ଧନୀକଙ୍କୁ ପଛରେ ପକାଇ ଦେଇଛନ୍ତି ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ।
ଆଜିଠାରୁ CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପରୀକ୍ଷା ଚାଲିବ ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୬ ତାରିଖ, ମଙ୍ଗଳବାର, ମେଷ ୧୩ ଦିନ,ବୈଶାଖ ମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି, ଶତଭିକ୍ଷା ନକ୍ଷତ୍ର,କୁମ୍ଭ ରାଶିରେ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଫିଲ୍ମ ଦୁନିଆରେ ଏକ ସଫଳ ନେଗେଟିଭ୍ ଅଭିନେତା ଭାବେ ପରିଚିତ ସୋନୁ ସୁଦ୍ଙ୍କୁ ମିଳୁନି ନେଗେଟିଭ୍ ରୋଲ୍ । କୋଭିଡ୍ ବେଳେ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ସୋନୁ ସୁଦ୍ ।
ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।
ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।
ଭାରତୀୟ ଟେଷ୍ଟ ଦଳରୁ ବାଦ୍ପଡ଼ିବା ପରେ ଋଦ୍ଧିମାନ ଶାହାଙ୍କୁ ବୋରିଆ ଚିଡ଼ାଇଥିଲେ।
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ପୂର୍ବତନ କ୍ରିକେଟର୍ ଅରୁଣ ଲାଲ୍ । ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅରୁଣ ।
ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।
ଘଟଣାସ୍ଥଳରେ ପହଞ୍ଚିଲା ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀ । ପୂର୍ବରୁ ଘରକୁ ବିପଦଶଙ୍କୁଳ ଘୋଷଣା କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ ।
ଗତକାଲି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।
ଅଲଗା ଅଲଗା ଜେଲ୍ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।
ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...
ଗତ ସପ୍ତାହରେ କରୋନା କେସ୍ ଦ୍ୱିଗୁଣା ହୋଇଛି। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି।
ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ।
ପରାଜୟ ସ୍ୱୀକାର କଲେ ମରିନ୍ ଲେ ପେନ । ଦ୍ୱିତୀୟ ଥର ପାଇଁ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
ଆଜିଠାରୁ ଆରମ୍ଭ ହେଉଛି ICSE ଦଶମ ସେମିଷ୍ଟର ୨ ପରୀକ୍ଷା। ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ।
AA8(ଏଏ୮) ଲେଖାଥିବା ଏହି ନମ୍ବର ପ୍ଲେଟ୍କୁ ନିକଟରେ ନିଲାମ ଡକାଯାଇଥିଲା। ଏହାକୁ ଦୁବାଇର ଜଣେ ବ୍ୟକ୍ତି ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଦେଇ କିଣିଥିଲେ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୫ ତାରିଖ ସୋମବାର, ମେଷ୧୨ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଦଶମୀତିଥି, ଧନିଷ୍ଠା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ସୋସିଆଲ୍ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍ ହେଇଛି
ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି
ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।
ହନୁମାନ ପଇସା ବିକ୍ରି କରି ଅନେକ ପୋଲିସ୍ ହାତରେ ଧରାପଡିଛନ୍ତି। କୁହାଯାଉଛି ଯେ ଏହି ମୁଦ୍ରାକୁ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି। ପୋଲିସ କହୁଛି ଏହା ପଛରେ ରହିଛି ଅନ୍ଧବିଶ୍ୱାସ। ତେବେ ଏହି ହନୁମାନ ପଇସା କ’ଣ? ଏହାର କାହିଁକି ଏତେ ଚାହିଦା ଆସନ୍ତୁ ଜାଣିବା।