Advertisment

ଏହି ୧୫ ଡାଏଲଗ୍‌ KGF କୁ କରିଦେଲା ସୁପର୍‌ହୀଟ୍, ଆପଣ ବି ପଢିଲେ ନିଆଁ ଲାଗିଯିବ

KGF କେବଳ ବକ୍ସ ଅଫିସ୍‌କୁ ଦୋହଲେଇ ଦେଇନି ନାହିଁ ବରଂ ଦର୍ଶକଙ୍କୁ ପାଗଳ ମଧ୍ୟ କରିଦେଇଛି। ଏହା ପଛରେ ରହିଛି ଦମଦାର୍ ଡାଏଲଗ୍। ଆଜି ଏହିସବୁ ଡାଏଲଗ ଲୋକଙ୍କ ମୁହଁରେ। ଆସନ୍ତୁ ଏମିତି ୧୫ଟି ଡାଏଲଗ୍ ଜାଣିନେବା ଯାହା ମନରେ ନିଆଁ ଲଗେଇ ଦେବ।

author-image
Pramod Behera
ଅଦ୍ୟତନ ହୋଇଛି
KGF  top 15 dialogues of Yash

KGF top 15 dialogues of Yash

KGF ... ଗତ କିଛି ଦିନ ହେବ ଏହି ନାଁ ଚାରିଆଡେ ହଇଚଇ ସୃଷ୍ଟି କରୁଛି। ଏହା ଏମିତି ଏକ ଫିଲ୍ମ ଯାହା KGF (କୋଲାର ଗୋଲ୍ଡ ଫିଲ୍ଡସ୍) ର କାହାଣୀ କହିଥାଏ। ଅନ୍ୟପକ୍ଷରେ, 'କେଜିଏଫ୍ ୨' ସେହି ଫିଲ୍ମର ଏକ ସିକ୍ୱେଲ୍, ଯେଉଁଥିରେ ୟଶ୍‌, ସଞ୍ଜୟ ଦତ୍ତ, ଶ୍ରୀନିଦ୍ଧି ଶେଟ୍ଟୀ, ରବୀନା ଟଣ୍ଡନ୍ ଓ ପ୍ରକାଶ ରାଜ ସେମାନଙ୍କର ଭଲ ପ୍ରଦର୍ଶନ କରିଛନ୍ତି। ଏପ୍ରିଲ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ କେବଳ ବକ୍ସ ଅଫିସ୍‌ରେ ଦୋହଲେଇ ଦେଇନି ନାହିଁ ବରଂ ଦର୍ଶକଙ୍କୁ ପାଗଳ ମଧ୍ୟ କରିଦେଇଛି।

Advertisment

ୟଶଙ୍କ ସ୍ୱାଗ୍ ଓ ଡାଏଲଗ୍‌ର କ୍ରେଜ୍ ଏମିତି ଯେ ଏହା ଲୋକଙ୍କ ହୃଦୟକୁ ଖୁବ୍ ଛୁଉଁଥିବା ବେଳେ ସମସ୍ତଙ୍କ ମୁହଁରେ ରହିଯାଉଛି। କେହି କେହି ତାଙ୍କ ବିବାହ କାର୍ଡରେ ୟଶଙ୍କ ସଂଳାପକୁ ରିକ୍ରିଏଟ୍ କରୁଛନ୍ତି ତ ପୁଣି କେହି ସେମାନଙ୍କ ସହକର୍ମୀଙ୍କ ସାମ୍ନାରେ ଏହାକୁ ପୁନରାବୃତ୍ତି କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରେଜ୍‌କୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ୟଶ୍‌ର ଶ୍ରେଷ୍ଠ ୧୫ଟି ଡାଏଲଗ୍‌ କହିବୁ ଯାହା ଫିଲ୍ମକୁ ହିଟ୍ କରିବାରେ ମୁଖ୍ୟ ଭୂମିକା ନେଇଛି।

୧- ଭାଏଲେନ୍ସ… ଭାଏଲେନ୍ସ… ଭାଏଲେନ୍ସ, ଆଏ ଡୋଣ୍ଟ୍ ଲାଇକ୍ ଇଟ୍… ଆଏ ଆଭଏଡ୍… ବଟ୍ ଭାଏଲେନ୍ସ ଲାଇକ୍ ମି… ଆଏ କାଣ୍ଟ୍ ଆଭଏଡ୍

Advertisment
KGF  top 15 dialogues of YashKGFର ଦମ୍‌ଦାର୍ ଡାଏଲଗ୍‌

୨- ଗ୍ରେଭିଟେସନ୍‌ ପାୱାର୍, ଦୋ କିସମ କେ ହୋତେ ହୈ… ନ୍ୟୁଟନ କୀ ଗ୍ରେଭିଟେସନ ମେ ଆପଲ୍ ନିଚେ ଗିର୍‌ତେ ହୈ ଔର୍ ରକୀ କୀ ଗ୍ରେଭିଟେସନ୍‌ ମେ ପିପଲ୍‌ ଉପର ଜାତେ ହୈ

୩- ମେରିଟ୍ ସେ ଆଏ ହୈ ଭାଇ… ଅପୁନ୍ କୋ ଭି ଥୋଡା ସା ରେସ୍ପେକ୍ଟ ଦେ ନା ଭାଇ… ତୁମ୍ହାରେ ବାପ୍‌ ଲୋଗୋ ନେ ସବ୍‌ ସହୀ କିୟା ଲେକିନ୍ ଏକ ମିଷ୍ଟେକ୍ କର ଦୀ ହୈ… ତୁମ ସବ୍‌କୋ ମେରେ ଟାଇମ୍ ପର୍ ପୈଦା କର ଦିୟା… ମୈ ରାଜ୍ କରତା ରହୁଙ୍ଗା, ତୁମ ଘାସ୍ ଛିଲ୍‌ତେ ରହନା…

୪- ଜିନ୍ଦେଗୀ ମେ କିସ୍‌ସେ ହାତ୍ ଜୋଡ୍‌ତେ ହୋ, ଅହମ ହୈ… କିସ୍‌ସେ ହାତ୍ ମିତାତେ ହୋ, ଅହମ ହୈ… ଔର୍ କିସ୍‌କା ହାତ୍ ପକଡତେ ହୋ, ୱହ ଜ୍ୟାଦା ଅହମ ହୈ...

୫- ଏକ ବାତ୍ ୟାଦ ରଖନା… ଆଜ କେ ବାଦ୍ ୟେ ଟେରିଟୋରୀ ମେରୀ, ୟେ ଟେରିଟୋରୀ ତେରୀ, ଦ ୱାର୍ଲ୍ଡ ଇଜ୍ ମାଏ ଟେରିଟୋରୀ…

୬- ମେରୀ ଦୋସ୍ତୀ କେ ଲାୟକ୍ କୋଇ ୟାର ନହୀଁ, ମେରୀ ଦୁଶ୍ମନୀ ଝେଲ୍ ସକେ ଏସୀ କୋଇ ତଲୱାର୍ ନହୀଁ…

୭- କୁଛ ଲୋଗ ଗୁଲାମ୍ ବନ୍‌କେ ହୀ ସହୀ, ସୌ ସାଲ୍ ଜୀନା ଚାହତେ ହୈ… ଲେକିନ୍ କୁଛ ଲୋଗ୍ ଏକ ଦିନ୍ ଜିୟେ ତୋ ସୁଲ୍‌ତାନ୍ କୀ ତରହ ଜୀନା ଚାହତେ ହୈ… ଅଗର ୟହ ଆଜ ମର୍ ଭି ଗୟା ତୋ ମୈ ସମଝୁଙ୍ଗୀ କି ଇସ୍‌ମେ ମେରୀ ଖ୍ୱାଇସ୍ ପୂରୀ କର୍‌ନେ କୀ ତାକତ ନହୀଁ ଥୀ, ଲେକିନ୍ ଇସ୍ ଦୁନିଆ ମେ ଜବ୍ ତକ ହିନ୍ଦା ହୈ, ମେରୀ ଖ୍ୱାଇସ୍ ପୂରୀ କରନେ ବାଲା ସୁଲ୍‌ତାନ ବନକର୍ ହୀ ଜିଏଗା…

୮- ମେରେ ବାପ୍‌ ସେ ହୀ ନହୀଁ ହୁଆ ତୋ ମେରେ ବାପ୍ କୀ କସମ୍, କିସୀ ସେ ଭି ନହୀଁ ହୋଗା…

୯- ବୋଲତେ ହୈ, ଜିତନୀ ଚାଦର ହୋ, ଉତନୀ ପୈର୍ ଫୈଲାଓ… କିତନା ବଡା ଝୁଠା ହୈ… ପୈର୍ କ୍ୟୁଁ କମ୍ ଫୈଲାନେ କା? ଚାଦର ହୀ ବଡୀ କର ଲୋ…

୧୦- କେଜିଏଫ୍ ଖୁନ୍ ସେ ଲିଖୀ ହୁଇ କହାନୀ ହୈ, ସ୍ୟାହୀ ସେ ନହୀଁ ବଢେଗୀ… ଅଗର୍ ଆଗେ ବଢାନୀ ହୈ ତୋ ଫିର୍ ସେ ଖୁନ୍ ହୀ ମାଙ୍ଗେଗୀ…

KGF  top 15 dialogues of YashKGFର ଦମ୍‌ଦାର୍ ଡାଏଲଗ୍‌

୧୧- ଇସ୍ ଦୁନିଆ ମେ ସବ୍‌ସେ ବଡା ଯୋଦ୍ଧା ମା ହୋତି ହୈ

୧୨- ଟ୍ରିଗର ପେ ଉଙ୍ଗ୍‌ଲୀ ରଖନେ ୱାଲା ହର୍ କୋଇ ସୁଟର ନହୀଁ ହୋତା… ଲଡକୀ ପେ ହାତ୍ ଡାଲନେ ୱାଲା ହର କୋଇ ମର୍ଦ ନହୀଁ ହୋତା… ଔର୍ ଅପୁନ୍ କୀ ଔକାତ୍, ଅପୁନ୍ କୋ ଚାହନେ ୱାଲୋ କେ ଅଲୱା ଔର୍ କୋଇ ସମଝ୍ ନହୀଁ ସକ୍‌ତା

KGF  top 15 dialogues of YashKGFର ଦମ୍‌ଦାର୍ ଡାଏଲଗ୍‌

୧୩- ଇଫ୍ ୟୁ ଥିଙ୍କ୍ ୟୁ ଆର୍ ବ୍ୟାଡ୍… ଆଏ ଆମ୍ ୟୁଅର୍ ଡ୍ୟାଡ୍

KGF  top 15 dialogues of YashKGFର ଦମ୍‌ଦାର୍ ଡାଏଲଗ୍‌

୧୪- ମୁମ୍ବାଇ କ୍ୟା ତେରେ ବାପ୍ କା ହୈ କ୍ୟା ରେ… ନହୀଁ ରେ ତେରେ ବାପ୍ କୀ ହୈ… ଔର୍ ତେରା ବାପ୍ ମୈ ହୁଁ…

୧୫- ଲଢାଇ ମେ କୌନ୍ ପେହଲେ ମାର୍‌ତା ହୈ ଇସେ କୋଇ ଫରକ ନହୀଁ ପଡ୍‌ତା… ପରକ ଇସେ ପଡ୍‌ତା ହୈ କୀ ପେହଲେ କୌନ୍ ନିଚା ଗିରା…

KGF  top 15 dialogues of YashKGFର ଦମ୍‌ଦାର୍ ଡାଏଲଗ୍‌
KGF Chapter 2 Yash Bollywood KGF
Advertisment
Advertisment