କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ ।
ଇଏ ଏମିତି ଏକ ଇ-ବାଇସାଇକେଲ୍ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍। ଚୁଟ୍କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍। ଜାଣନ୍ତୁ ଏହାର ଦାମ୍ କେତେ?
ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି
ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ ବୋଲି ଜଣାପଡିଛି।
ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍ର ପେଜ୍ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି..ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି..ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ
ମାସ୍କ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡିବ ୫୦୦ ଟଙ୍କା । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ଏବେ ଦିଲ୍ଲୀରେ ମାସ୍କ ଚେକିଂକୁ କଡ଼ାକଡି କରାଯିବ ।
ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ୍ । କ୍ଷଣିକରେ ଜୀବନ ଚାଲିଯାଇ ଥାଆନ୍ତା, ମୋବାଇରେ ବାଜି ଅଟକି ଗଲା ଗୁଳି ।
ପୁଣି ବଢ଼ୁଛି କରୋନା କେସ୍ । ଗତକାଲିଠୁ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତରୁ ଅଧିକ ବଢ଼ିଛି । ଗତକାଲି ୧, ୨୪୭ ଜଣ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପର ଠାରୁ ପାକିସ୍ତାନ ପାଇଁ ସମସ୍ୟା ଆହୁରି ବଢିଛି । ବାରମ୍ବାର ଇନ୍ଧନ ଦର ବୃଦ୍ଧି ପାକିସ୍ତାନ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।
ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (MCLR)ରେ ୧୦ ପ୍ରତିଶତ ବେବିସ ପଏଣ୍ଟକୁ ବୃଦ୍ଧି କରିବାର ଘୋଷଣା କରିଛି ।
ଏନ୍ଡିଏମ୍ସି କର୍ମଚାରୀ ଓ ଅଧିକାରୀ ବୁଲଡୋଜର ସହ ଜାହାଙ୍ଗିରପୁରୀରେ ପହଞ୍ଚି ବେଆଇନ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲେ।
ନିଆଁରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି ।
ଲିଭର୍ର ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ପୁଷ୍ଟିକର ଖାଦ୍ୟ ସହିତ, ଏହାକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗ କରିବା ମଧ୍ୟ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହାକୁ ସୁସ୍ଥ ରଖିବାକୁ କେଉଁ ଯୋଗ କରିବା ଜରୁରୀ।
ଲେମ୍ବୁକୁ ଭିଟାମିନ୍-ସି ର ସବୁଠାରୁ ସହଜ ଏବଂ ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏବେ ଲେମ୍ବୁରେ ନିଆଁ ଲାଗିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ଏହାକୁ କିଣିବା ଭାରୀ ହୋଇପାରେ। ଏଭଳି ପରିସ୍ଥିତିରେ ଭିଟାମିନ୍-ସି ପାଇବା ପାଇଁ ଲେମ୍ବୁ ବ୍ୟତୀତ ଖାଦ୍ୟରେ ଆଉ କେଉଁ ଜିନିଷ ନିଆଯାଇପାରେ?
ଚିନ୍ତା ବଢ଼ାଉଛି ଦିଲ୍ଲୀ । ଦିଲ୍ଲୀରେ କରୋନାର ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିଲ୍ଲୀରେ ୬ ଶହରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି ।
ଗୁଜରାଟ ଜାମନଗରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୦ ତାରିଖ, ବୁଧବାର, ମେଷ ୭ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ଜ୍ୟେଷ୍ଠାନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସ୍ଜିଦ ଅଞ୍ଚଳରେ ପୋଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।
ଭାରତନାଟ୍ୟମ୍ ପ୍ରେମରେ ପଡିଲେ ଫରାସୀ ନୃତ୍ୟଶିଳ୍ପୀ। ଏ. ଆର୍. ରହମାନଙ୍କ ଏକ ଗୀତରେ ଭାରତନାଟ୍ୟମ ନାଚି ସବୁ ଭାରତୀୟଙ୍କ ମନ କିଣିଲେ।
ରାସ୍ତା କଡ଼ରେ ପ୍ରବଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲା ମାଆ ମାଙ୍କଡ଼। କଷ୍ଟ ଦେଖିପାରିଲେନି ପୋଲିସ କନେଷ୍ଟବଳ। ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣୀ ଅଖାରେ କରାଇଲେ ପ୍ରସବ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, କନେଷ୍ଟବଳଙ୍କୁ କରାଯାଉଛି ଭୂରି ଭୂରି ପ୍ରଶଂସା
ନୂଆ ସରକାରରେ ନୂଆ ୧୭ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କିଛି ଦିନ ତଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।
ଗତକାଲି ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ ।
ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ।