ଭାରତୀୟ ସିନେମା ଇତିହାସରେ ପ୍ରଥମ ଚଳଚ୍ଚିତ୍ର 'ରାଜା ହରିଚନ୍ଦ୍ର' ତିଆରି କରି ଅମର ହୋଇଯାଇଛନ୍ତି ଦାଦାସାହେବ ଫାଲ୍କେ। ତାଙ୍କ ନାମ ଆଜି ଇଣ୍ଡଷ୍ଟ୍ରି ପାଇଁ ହୋଇଯାଇଛି ଏକ ସମ୍ମାନ। ତେବେ ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା?
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ED ଜବତ କରିଛି। ଏହି ସମ୍ପତ୍ତି ମଧ୍ୟରେ ଜ୍ୟାକଲିନ୍ଙ୍କ ୭.୧୨ କୋଟି ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ମଧ୍ୟ ରହିଛି।
ଅକ୍ଷୟ ତୃତୀୟା ଦିନ ସୁନା, ରୂପା କିମ୍ବା ଅନ୍ୟ କୌଣସି ଧାତୁ ସାମଗ୍ରୀ କିଣିବାର ପରମ୍ପରା ଅଛି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏସବୁ କିଣିବା ଏବଂ ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜ୍ଞାନ ଭବନରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
ଯୁଦ୍ଧର ପ୍ରଥମ ଦିନରେ ମେଜର ଷ୍ଟେପନ ୬ ଋଷୀୟ ବିମାନ ଉପରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ତାଙ୍କର ନାଁକୁ ସାର୍ବଜନୀନ କରାଯାଇନଥିଲା ଓ ତାଙ୍କ ନାଁକୁ ଗୋପନ ରଖାଯାଇଥିଲା।
ପଞ୍ଜାବ ପଟିଆଲାରେ ଖାଲିସ୍ତାନ ମୁର୍ଦ୍ଦାବାଦ ବିକ୍ଷୋଭ ଯାତ୍ରା ବେଳେ ଶିବସେନା କାର୍ଯ୍ୟକର୍ତ୍ତା ଓ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଏବେ ଉଗ୍ରରୂପ ନେଇଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୬୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।
ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ ।
ଏପ୍ରିଲ ମାସରେ ଅସହ୍ୟ ତାତି । ଭୀଷଣ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଦେଶ । ତାତି ବଢ଼ାଉଛି ପଶ୍ଚିମା ବାୟୁ ।
ଯୁଦ୍ଧ ପୋତକୁ ସମ୍ଭାବ୍ୟ ଅଣ୍ଡର୍ ଓ୍ୱାଟର୍ ବା ସମୁଦ୍ର ତଳ ଆକ୍ରମଣରୁ ସୁରକ୍ଷା ପ୍ରଦାନ ଲାଗି, ଋଷର ନୂଆ କୌଶଳ । ଶତ୍ରୁପକ୍ଷଙ୍କ ମାରଣାସ୍ତ୍ର ଉପରେ ନଜର ରଖିଛନ୍ତି ଡଲଫିନ୍
ବର୍ତ୍ତମାନ ଦେଶରେ ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶର କୌଣସି ହାଇକୋର୍ଟର ବିଚାରପତି ଭାବରେ ସ୍ଥାନ ପାଇ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏ ଦିଗରେ ବାଟ ଫିଟେଇଦେଇଛନ୍ତି ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୩୦ ତାରିଖ, ଶନିବାର, ମେଷ ୧୭ ଦିନ, ବୈଶାଖ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଅଶ୍ୱିନୀ ନକ୍ଷତ୍ର,ଜାଣନ୍ତୁ ଆଜି କେମିତି କଟିବ ଆଜି ଆପଣଙ୍କ ଦିନ...
ବସିବା ଜୀବନଶୈଳୀ ହେତୁ ଲୋକଙ୍କ ଅଣ୍ଟା, ପିଠି ଯନ୍ତ୍ରଣାରୁ ନେଇ ସର୍ଭାଇକଲ୍ ଏବଂ ଫ୍ରୋଜେନ୍ ସୋଲ୍ଡର ଭଳି ସମସ୍ୟା ଦେଖାଯାଉଛି। ଯେଉଁମାନେ ଏଭଳି ସମସ୍ୟାରେ ପିଡିତ ସେମାନଙ୍କ ଏକମାତ୍ର ସମାଧାନର ବାଟ ହେଉଛି ଯୋଗ। ତେବେ ଆସନ୍ତୁ ଜାଣିନେବା ଏହି ସମସ୍ୟାରୁ ମୁକ୍ତି ପାଇଁ କେଉଁ ସବୁ ଯୋଗାସନ କରିବାର ଅଛି।
ଆଜି ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ମିଳିତ ସମ୍ମିଳନୀ । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।
ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।
ଦୁଇ ଗୋଷ୍ଠୀଙ୍କ ରାଲି ବେଳେ ଉତ୍ତେଜନାରୁ ଉଭୟ ପକ୍ଷ ପଥର ମାଡ଼ କରିଛନ୍ତି ।
ରେଲୱେରେ ଚାକିରି ପାଇଲେ କି ଭୁବନ ବାଦ୍ୟକାର? କଚା ବାଦାମର ଗାୟକଙ୍କୁ ନେଇ ଏବେ ସବୁଆଡ଼େ ବଢିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ।
ପାକିସ୍ତାନ ସେନାକୁ ବେଲୋଚ୍ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ । ପାହାଡ଼ କି ଅଗମ୍ୟ ଉପତ୍ୟକାରେ ନୁହେଁ... ଏଣିକି ଲାହୋର, କରାଚି ଓ ଇସଲାମାବାଦ୍ରେ ହେବ ମୁକାବିଲା । କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ବେଲୋଚ୍ ବିଦ୍ରୋହୀ
ପତ୍ନୀଙ୍କ ପାଦ ଛୁଇଁ କହିଲେ- ‘ମୋତେ କ୍ଷମା କରିଦେବ’..ଏହାପରେ କେହି କିଛି ବୁଝିବା ଆଗରୁ ୧୯ ମହଲାରୁ ଡେଇଁ ପଡ଼ିଲେ ୭୦ ବର୍ଷୀୟ ବୃଦ୍ଧ।
ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର କଥା କହିବ 'ସାବାସ୍ ମିଟ୍ଠୁ' । ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି।
୧୦ମ୍ ପାସ୍ କରିଥିବା ଯୁବକଙ୍କ ପାଇଁ ଭାରତୀୟ ନୌସେନାରେ ସରକାରୀ ଚାକିରି। ଫାର୍ମାସିଷ୍ଟ, ଫାୟାର୍ମ୍ୟାନ୍ ଏବଂ ପେଷ୍ଟ୍ କଣ୍ଟ୍ରୋଲର କର୍ମୀଙ୍କ ପାଇଁ ପଦବୀ ବାହାରିଛି। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୬ ପର୍ଯ୍ୟନ୍ତ ରହିଛି। ନୌସେନାରେ ନିଯୁକ୍ତି ପାଇଁ ଆବେଦନ ଅଫ୍ଲାଇନ୍ରେ କରାଯିବ।
ବଲିଉଡ୍ରେ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ତିଆରି କରିବା ପାଇଁ ସେମାନଙ୍କୁ ପରିବାର ବିରୋଧରେ ଯିବାକୁ ପଡିଥିଲା। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରକାମାନେ ପରିବାର ବିରୋଧରେ ଯାଇ ଆଜି ବଲିଉଡ୍ରେ ସେମାନଙ୍କ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି।