ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।
ସାବିତ୍ରୀ ବ୍ରତରେ ସଧବା ମହିଳାମାନେ ବରଗଛକୁ ପୂଜା କରିଥାନ୍ତି। ଏହା ପଛରେ ଅନେକ କାରଣ ରହିଛି। ତେବେ ଆସନ୍ତୁ ଏହା ପଛରେ ଥିବା ୬ଟି କାରଣ ଜାଣିନେବା।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ହୋଇଥିଲା ଆଇପିଏଲ୍ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହୋଇଥିଲେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ।
ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍ନେସ୍କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।
ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ । ୨୦୦୮ ଆଇପିଏଲ୍ ସିଜିନ୍ ୱାନ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ ।
IOCLରେ ପଡିଛି ଖାଲି ପଦବୀ। ସିନିୟର ମେଡିକାଲ ଅଫିସର (SMO) ପାଇଁ ୩୫ ଟି ପଦବୀ ଖାଲି ଥିବା ବେଳେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ACMO) ପାଇଁ ୮ଟି ପଦବୀ ଖାଲି ଅଛି।
ନେପାଳର ପୋଖରା ଠାରୁ ଜୋମସୋମକୁ ଯାଉଥିବା ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି
ବଲିଉଡ୍ ଓ ସାଉଥ୍ ସିନେମା ବିବାଦ ଥମିବାର ନା ଧରୁନି। ସେଲିବ୍ରେଟିମାନେ ବାକ୍ ଯୁଦ୍ଧରେ ବ୍ୟସ୍ତ ରହୁଛନ୍ତି। ଏହି ଭାଷା ବିବାଦକୁ ଏବେ ରୋହିତ ଶେଟ୍ଟୀ ଲମ୍ଫ ମାରିଛନ୍ତି। ଦେଖନ୍ତୁ ସେ କ’ଣ କହିଛନ୍ତି...
ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ।
ସବୁଠି ଆଧାର କପି ନଦେବାକୁ କହିଲା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ
ନୂଆ ଭାଇରସ CCHF ଆତଙ୍କ, ପ୍ରାଣ ହରାଇଲେଣି ୧୯ ଜଣ
ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।
ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ : ମୋଦି
ନେପାଳର ଏକ ଘରୋଇ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ୩ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇ Tara Air 9 NAET ବିମାନଟି ଟୁରିଷ୍ଟ୍ ଟାଉନ୍ ପୋଖରାରୁ ଜୋମ୍ସୋମ୍ ଯାଉଥିଲା।
ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।
ଆଜିକାଲି ହାଇହିଲକୁ ଫ୍ୟାସନର ଏକ ମୁଖ୍ୟ ଅଙ୍ଗ ବୋଲି ଧରାଯାଉଥିଲେ ବି ଏହା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି। ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ତେବେ ଆଉ କ’ଣ ସମସ୍ୟା ହୁଏ ଜାଣିବା ପାଇଁ ପଢନ୍ତୁ…
ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍ ଓରଫ ରକି ଭାଇଙ୍କ ସିଗାରେଟ୍ ଟାଣିବା ଷ୍ଟାଇଲ୍କୁ କପି କରି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।
ଓମିକ୍ରନ୍ର ପ୍ରଥମ ସବ୍ ଭାରିଏଣ୍ଟ ଚିହ୍ନଟ । ମହାରାଷ୍ଟ୍ରରେ ୭ ଜଣଙ୍କ ଠାରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଥିବା ସୂଚନା...
ଆଜି ଆଇପିଏଲ୍ ୨୦୨୨ର ଫାଇନାଲ ମୁକାବିଲା । ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍ ଟିମ୍ ।
ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ ଯୋଗ କରିବା ଦରକାର।
ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ରବିବାର । ତିଥି – ୧୪ଶୀ ଦିବା ୦୨/୫୫/୨୫ ଗତେ ଅମାବାସ୍ୟା, ଚନ୍ଦ୍ର- ମେଷ ଦିବା ୧୧/୧୬ ଗତେ ବୃଷ, ଘାତ ଚନ୍ଦ୍ର- ମେଷ ରାଶିର , ଦିବା ୧୧/୧୬ ଗତେ ବିଛା ରାଶିର, ଘାତ ବାର- ମେଷ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ବଂଶହାନି – ଭୂମି ଓ ତିଳକାଞନ ଦାନ ।