
ଜିକା ଭାଇରସ ରୋଗୀ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଲା
ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ।
ସ୍ୱିଜରଲ୍ୟାଣ୍ଡରେ ଅଗଷ୍ଟ ୨୩ରେ ସେ ମୃତ୍ୟୁ ବରଣ କରିବେ ବୋଲି ଦିନ ବାଛିନେଲେ । ସେବେଠାରୁ ସେ ଡାକ୍ତରଙ୍କ ପରାମର୍ଶ ସହ ବଞ୍ଚିବା ମଧ୍ୟ ଆରମ୍ଭ କଲେ । ଆଉ ଅନୁଭୂତିକୁ ଶବ୍ଦରେ ବଖାଣିଲେ ।
ଷ୍ଟାଣ୍ଡିଂ କମିଟିର ଏଭଳି ପ୍ରସ୍ତାବ ଦ୍ୱାରା ଟବାକୋ ବ୍ୟବହାର ଅପେକ୍ଷାକୃତ କମ୍ ହେବ ବୋଲି ଆଶା କରାଯାଉଛି ।
ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥାନୀୟ ଲୋକେ ବହୁଳ ମାତ୍ରାରେ ସମର୍ଥନ ଦେଇଥିବାରୁ ରାହୁଲ ଏଥିପାଇଁ ରାଜସ୍ଥାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ପୁଣି ଫସିଲେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ । କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ୨୦୦ କୋଟି ଟଙ୍କା ଠକେଇ ମମଲାରେ ସମ୍ପୃକ୍ତ ଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ନେଇ ଆସିଛି ଭିନ୍ନମୋଡ଼ ।
ଗୋଟିଏ ପଟେ ଗଲୱାନ୍ ଘାଟିରେ ଚୀନ୍ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।
ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ୍ ! ରାଗରେ ୪ କିମି ପର୍ଯ୍ୟନ୍ତ ବନେଟରେ ଲଟକାଇ ପୋଲିସ୍ଙ୍କୁ ବୁଲିଲା ଦୁର୍ବୃତ୍ତ
ଅଭିନୟ ସାଙ୍ଗକୁ ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ ଶାହାରୁଖ । ମୁସଲିମ ଧର୍ମ ଅନୁଯାୟୀ ମସଜିଦ୍ରେ ନମାଜ ପାଠ କରି ମୁଣ୍ଡ ଟେକିବା ପରେ ଏବେ ଶାହରୁଖ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଶରଣ ପସିଛନ୍ତି ।
ଓଟିପି ନଦେଇ ବି ଟଙ୍କା ଗାୟବ୍ । କେମିତି ଜଣେ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ଠକାମିର ଶିକାର ହେଲେ ..
ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭିଡିଓରେ ଏକ ଏରୋପ୍ଲେନ୍ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ ।
ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦୁଷ୍କର୍ମ କରିବା ପରେ ଡାକ୍ତର ଜଣକ ଛାତ୍ରୀଙ୍କୁ ଧମକାଇଥିବା ସୂଚନା ମିଳିଛି ।
ଭାଇରାଲ ଭିଡିଓରେ ଜଣେ ଯୁବକ କୁମ୍ଭୀର ଡ୍ରେସ୍ ପିନ୍ଧି ସତ ସତିକା କୁମ୍ଭୀର ସହ ଖେଳୁଛନ୍ତି । ଖାଲି ଖେଳୁଛନ୍ତି ତାହା ନୁହେଁ, କୁମ୍ଭୀରର ଗୋଡ଼ ମଧ୍ୟ ଭିଡ଼ୁଛନ୍ତି ।
ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।
ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା।
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ପାଇଁ ଜବଲପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ବିଜ୍ଞପ୍ତି ଜାରି କରିଛି।
ପ୍ରେମିକକୁ ସିନ୍ଧୁକରେ ଲୁଚାଇ ରଖିଥିଲେ ବିବାହିତ ମହିଳା ଜଣକ । ହେଲେ ସନ୍ଦେହ ହେବାରୁ ପରିବାର ଲୋକ ପୋଲିସକୁ ଡାକିଥିଲେ ।
ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୪୦୦ ଟଙ୍କା ରହିଛି
ପ୍ରୋଫାଇଲ ଭେରିଫାଇ ହେବା ପରେ ବ୍ଲୁ ଟିକ୍ ରହିବ।
ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍ନିକ୍ ସାରି ବସ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।