
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ଏକ ନୂଆ ନିଯୁକ୍ତି ଘୋଷଣା କରିଛି। ଏହି ନୂଆ ନିଯୁକ୍ତି ମାଧ୍ୟମରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚାକିରି ପାଇପାରିବେ। ଏପରି ପରିସ୍ଥିତିରେ, କେଉଁ ପଦବୀରେ ଏହି ନିଯୁକ୍ତି ହେବ, କିଏ ଆବେଦନ କରିପାରିବେ ସେ ବିଷୟରେ ଜାଣିବା ପାଇଁ ପଢନ୍ତୁ।
'ବେଶରମ୍ ରଙ୍ଗ୍' ଗୀତକୁ ନେଇ ଦୀପିକା ପାଦୁକୋନ ଏବେ ବିବାଦରେ ଅଛନ୍ତି। ସେ ଏହି ଫିଲ୍ମରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ ଏହି ମାମଲରେ ଦୀପିକା ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅନେକ ଅଭିନେତ୍ରୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପରଦାରେ ସେମାନଙ୍କ ସେନ୍ସୁଆଲ୍ ଷ୍ଟାଇଲ୍ ଦେଇଛନ୍ତି।
ଜଣେ କଳାକାର ଏକ ଆଉଟ୍ଡୋର୍ ଜିମ୍କୁ ଏକ “ଅବତାର ପାର୍କ” ରେ ପରିଣତ କରିଛନ୍ତି ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍
ବଲିଉଡ୍ର ଜଣେ ବହୁମୁଖୀ ଅଭିନେତ୍ରୀ ହେଲେ ରୁଚା ଚଢା। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ ବହୁ ସଂଘର୍ଷରେ ପରିପୂର୍ଣ୍ଣ। ଆସନ୍ତୁ ନଜର ପକେଇ ନେବା।
ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ।
ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍ରେ ୩୨୪ ରନ୍ ସଂଗ୍ରହ କରିଥିଲା।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ତିଆରି ହୋଇଛି ସବୁଠାରୁ ବଡ ବୀଣା। କୌଣସି ଦାମି ଜିନିଷ ନୁହେଁ, ଟୁକୁରା ଟୁକୁରା ଖଣ୍ଡରୁ ଏହା ତିଆରି ହୋଇଛି। ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଚଉଡା ୧୦ ଫୁଟ, ଓଜନ ୫ ହଜାର କିଲୋଗ୍ରାମ ରହିଛି। ଜାଣନ୍ତୁ ଭାରତର କେଉଁ କଳାକାରମାନେ ଏହାକୁ ତିଆରି କରିଛନ୍ତି।
ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍ରେ ହ୍ୟାଟ୍ରିକ୍ ଲାଭ କରିଛି।
ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।
ରାସ୍ତା କଡରେ ମର୍ସିଡିଜ୍ କାର୍ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।
IOCLରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଦୀପିକା ପାଦୁକୋନ୍ଙ୍କ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ ନଜର ପକେଇବା।
ଟୁର୍ଣ୍ଣାମେଣ୍ଟ ପରେ କି କାମରେ ଲାଗିବ ବଡ଼ ବଡ଼ ନିର୍ମାଣ?
ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ
ପାର୍ଟ ୱାନ୍ରେ ଜଙ୍ଗଲରେ ସଂଗ୍ରାମ ଦେଖିଥିଲେ, ଏଥର କିନ୍ତୁ ପାଣିରେ। ଅକାତ ଅକାତ ମହାସାଗର ଭିତରେ ସତ୍ତା, ସ୍ୱାଭିମାନ, ପରିବାର ପାଇଁ ଲଢ଼େଇ। ଏମିତି କାହାଣୀ ଯାହା ବୋଧେ ମଣିଷକୁ ଆଇନା ଦେଖାଉଛି।
ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।
ଅନେକ ବଲିଉଡ୍ ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ୬ ଫିଲ୍ମ ହଲ୍ରେ ରିଲିଜ୍ ହୋଇପାରି ନଥିଲା। କାରଣ ଫିଲ୍ମରେ ଅଧିକ ବୋଲ୍ଡ ସିନ୍ ଥିଲା। ହେଲେ ଏବେ ଏହି ପିଲ୍ମ OTTରେ ଉପଲ୍ଲବ୍ଧ।
ଟ୍ରେନ୍ ଟିକେଟ ମୂଲ୍ୟରେ ଘର କିଣା ହୋଇଯିବ ।
ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୩,୬୦୦ ଟଙ୍କା ରହିଛି ।
ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁ ସେମାନଙ୍କର ୨ ବର୍ଷର ଶିଶୁ ଏବେ ଜୀବନମରଣ ସହ ସଂଘର୍ଷ କରୁଛି।
ପାଖରେ ଥିବା ଏକ ହ୍ରଦରୁ ଜଳହସ୍ତୀ ବାହାରି ଏଣେତେଣେ ବୁଲୁଥିବା ବେଳେ ସେହି କୁନି ଛୁଆ ତା’ଆଖିରେ ପଡ଼ିଥିଲା ।