
ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯିଏ ମଦ ପିଇବ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି ।
ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ କାଟସୁନୋବୁ କାଟୋ କହିଛନ୍ତି ଯେ, ଶିଶୁ ପ୍ରସବ ପାଇଁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯାଇ ୫୦୦,୦୦୦ ୟେନ୍ ଦିଆଯିବ ।
ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।
ଶରୀରର ସୁସ୍ଥତା ପାଇଁ ଖାଦ୍ୟରେ ଲୁଣର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଜାଣନ୍ତି କି ଲୁଣ ପକାଇ ଫଳ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ଦେଖାଦେଇ ଥାଏ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୪୦୦ ଟଙ୍କା ରହିଛି
ସ୍ପା’ ସେଣ୍ଟର ନାଁରେ ଚାଲିଥିଲା ଦେହ ବ୍ୟବସାୟ। ଏହାର ପର୍ଦ୍ଦାଫାସ କରିବା ପାଇଁ ଯୋଜନା ମୁତାବକ ଜଣେ ବ୍ୟକ୍ତିଙ୍କୁ ନକଲି ଗ୍ରାହକ ସଜାଇ ପୋଲିସ୍ ସ୍ପା ସେଣ୍ଟରକୁ ପଠାଇବା ସହ ଅଚାନକ ରେଡ୍ କରିଥିଲା।
ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।
ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।
ଆପଣ ଯେକୌଣସି ବିଷୟରେ ଗ୍ରାଜୁଏସନ୍ କରିଥିଲେ ସରକାରୀ ବ୍ୟାଙ୍କ୍ରେ ଚାକିରି କରିପାରିବେ। ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଏହି ସୁଯୋଗ ଆଣିଛି। ଦେଖନ୍ତୁ ପୂରା ଖବର…
ସୋସିଆଲ ମିଡିଆରେ ଶାହରୁଖଙ୍କ ଲୁକ୍ସକୁ ନେଇ ଗୋଟିଏ ପଟେ ଜବରଦସ୍ତ ମନ୍ତବ୍ୟ ଆସୁଥିବା ବେଳେ ଦୀପିକାଙ୍କ ଡ୍ରେସ୍ ଓ ଡ୍ୟାନ୍ସକୁ ନେଇ ଉଠିଛି ବିବାଦ ।
AIIMS ସର୍ଭର ଆଟାକ୍ ଚୀନ୍ ଦ୍ୱାରା କରାଯାଇଥିବା ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ୫ଟି ସର୍ଭରରୁ ସରକ୍ଷିତ ଭାବେ ଡାଟା ରିଷ୍ଟୋର କରାଯାଇଛି ।
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଛନ୍ତି।
ନିକଟରେ ହୋଇଥିବା ଭାରତ ଓ ଚୀନ୍ ସଂଘର୍ଷରେ ଭାରତୀୟ ସେନା ଚୀନ ସେନାଙ୍କୁ ସୀମାରୁ ତଡି ଦେଇଛି। ଦେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଚୀନ୍ ସୈନ୍ୟମାନେ ଆମ ଦେଶରେ ଏହିପରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇଛି। ଆସନ୍ତୁ ସେମିତି ୬ ଫିଲ୍ମ ଉପରେ ନଜର ପକେଇବା ଯାହା ରକ୍ତରେ ଦେଶ ପ୍ରେମ ଭରିଦିଏ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବାପା-ପୁଅଙ୍କ ଭଲ ପାଇବା। ଭିଡିଓରେ ବାପାଙ୍କୁ ତାଙ୍କ ସ୍ୱପ୍ନର ବାଇକ୍ ଦେଇ ପୁଅ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓ ଏବେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି।
ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ CBSE ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ। ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ।
'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ରିଲିଜ୍ ହେବା ପର ଠାରୁ ବିବାଦକୁ ଚାଲିଯାଇଛି। ଗୀତ ଦ୍ୱାରା ହିନ୍ଦୁ ଧର୍ମକୁ ଅପମାନ କରାଯାଉଛି ବୋଲି କୁହାଯାଇ ଏହାକୁ ବୟକଟ୍ କରିବାକୁ ଦାବି ହେଉଛି। ବିଜେପିର ଏହା ଚାଲ୍ ବୋଲି କଂଗ୍ରେସ୍ ମତ ଦେଉଛି। ଲୋକେ ମଧ୍ୟ ଦୀପିକାଙ୍କୁ ଟ୍ରୋଲ୍ କରୁଛନ୍ତି।
ଯେଉଁଠି ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ୩ ଛାତ୍ରୀଙ୍କର ଯୁକ୍ତିତର୍କ ହେଉଛି। ପରେ ଝଗଡ଼ା ଏତେ ଜୋରରେ ହେଉଛି ଯେ, ସମ୍ପୃକ୍ତ ଛାତ୍ରୀ ଏକାକୀ ଅନ୍ୟ ୩ ଛାତ୍ରୀଙ୍କୁ ରାସ୍ତାରେ ଗଡ଼େଇ ପିଟୁଛନ୍ତି।
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି।
ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଭାରତ-ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଲ୍ଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ନେଇ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଥିଲେ।
ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କହିଛନ୍ତି।
ମା’ବାପା ଝିଅର ବାହାଘର କରାଉଥିବା କଥା ସମସ୍ତେ ଶୁଣିଥିବେ, ହେଲେ ଜଣେ ଝିଅ ଏବେ ନିଜ ମା’ର ବିବାହ କରାଇ ଚର୍ଚ୍ଚାରେ ।
ଆଜି ବଡିଉଡ୍ର ଶୋମ୍ୟାନ୍ ରାଜ କପୁରଙ୍କ ଜନ୍ମଦିନ। ରାଜ କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ରାଜ କପୁର ଏବଂ ନର୍ଗିସଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାର ପରିସର ଭୁକ୍ତ। ଆସନ୍ତୁ ନଜର ପକେଇବା…