ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି।
ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କ ବେଦ ମନ୍ତ୍ର ସହିତ ବର-କନ୍ୟା ପରସ୍ପରକୁ ନିଜର କରିବାରର ପରମ୍ପରା କୌଣସି ଗୁରୁତ୍ୱପୂର୍ଣ୍ଣ ପୂଜାଠାରୁ ବି କମ୍ ନୁହେଁ। ଏଭଳି ଏକ ପବିତ୍ର ଦିନରେ ବର ମଦ୍ୟପାନ କରି ମଣ୍ଡପରେ ପହଞ୍ଚିଲା। ବରର ଅବସ୍ଥା ଦେଖି ବିବାହ କରିବାକୁ ମନାକଲା କନ୍ୟା।
ଜଣେ ମେଡିକାଲ ପଢ଼ୁଆ ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ଛାତ୍ରୀ ଜଣକଙ୍କ ମୃତଦେହକୁ ଏକ ହୋଟେଲ ରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।
ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ(UPSC) ଡେପୁଟି ଡାଇରେକ୍ଟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରିକରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ୧୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ୩୦ ମାର୍ଚ୍ଚରେ ଶେଷ ହେବ। ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମାଧ୍ୟମରେ ଭାରତ ସରକାରଙ୍କ ଏହି ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି ଦେଖନ୍ତୁ।
ଫୋନ୍ କରି ମ୍ୟାନେଜରଙ୍କୁ କ’ଣ କହିଥିଲେ ସତୀଶ ?
ଆମେରିକୀୟ ଫିଲ୍ମ ନିର୍ଦ୍ଦେଶକ ରସେଲ ବିଦ୍ୟୁତ ଜାମୱାଲଙ୍କ ସହ ଏକ ଫିଲ୍ମ କରୁଛନ୍ତି। ବିଦ୍ୟୁତ ଭରପୂର ଆକ୍ସନ ମସଲା ସହିତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହା ସହିତ ବିଦ୍ୟୁତଙ୍କ କାନ୍ଧରେ ଏହି ଚଳଚ୍ଚିତ୍ରର ଆକ୍ସନ୍କୁ ପ୍ଲାନ୍ କରିବାର ଦାୟିତ୍ୱ ମଧ୍ୟ ରହିଛି। ଏହି ଚଳଚ୍ଚିତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।
ଯାତ୍ରୀ ଜଣକ କେତେବେଳେ ଟଏଲେଟ୍ ଭିତରେ ସିଗାରେଟ୍ ଟାଣୁଥିଲେ ତ ଆଉ କେତେବେଳେ ବିମାନର ଡୋର୍ ଖୋଲିବା ପାଇଁ ପ୍ରୟାସ କରିଥିଲେ। ଶେଷରେ କ୍ରିୟୁ ମେମ୍ବର୍ସ ଅନ୍ୟ ଯାତ୍ରୀଙ୍କ ସହ ମିଶି ସମ୍ପୃକ୍ତ ଯାତ୍ରୀଙ୍କୁ କାବୁ କରି ତାଙ୍କ ହାତ, ଗୋଡ଼ ବାନ୍ଧି ସିଟ୍ରେ ବସାଇ ଥିଲେ।
ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କଠୋର ପରିଶ୍ରମ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...
ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍କୁ ରନ୍ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।
ପ୍ରକୃତରେ ହୋଲି ପାର୍ଟି ପରେ ସତୀଶଙ୍କ ସହ କ’ଣ ହୋଇଥିଲା ? କେମିତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ? ଯାହାର ଜବାବ ସତୀଶଙ୍କ ମ୍ୟାନେଜର ସନ୍ତୋଷ ରୟ ଦେଇଛନ୍ତି।
Land For Job Scam ପାଇଁ ଅଡ଼ୁଆରେ ଲାଲୁଙ୍କ ପରିବାର . .
‘ମଦୁଆ ବରକୁ ମୁଁ ବାହା ହେବିନି’ : ରୋକ୍ଠୋକ୍ ଶୁଣାଇଲେ କନ୍ୟା
H3N2 ଭୂତାଣୁ ସାଧାରଣତଃ ନାକ ଓ ପାଟିରୁ ନିର୍ଗତ ତରଳ କଣିକା ବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପିଥାଏ
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।
ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼। ଦୁର୍ବୃତ୍ତଙ୍କ ପଥର ମାଡ଼ରେ କିଛି ବଗିର ଝରକା କାଚ ଭାଙ୍ଗି ଯାଇଛି।
BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...
ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି ।
୨୬ ବର୍ଷିୟ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରିବା ପରେ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଉତହାଟ ଜିଲ୍ଲାର ଗୁଜରା ମୁନିସିପାଲିଟିରେ ଏହି କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।