• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ରବିବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୧୭ ଗତେ ବିଛା,ତିଥି – ୫ମୀ ରାତ୍ରି ୧୦.୦୧ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ପ୍ରାତଃ ୦୭.୫୯ ଗତେ ୨ ପାଦ ।

ଶୁଭ ସମୟ:

ପ୍ରାତଃ ୦୬.୦୧ ରୁ ୦୯.୫୮

ଦିବା ୦୧.୨୫ ରୁ ୦୧.୫୪

ସନ୍ଧ୍ୟା ୦୭.୪୦ ରୁ ୦୯.୦୬

ରାତ୍ରି ୧୨.୨୦ ରୁ ୦୧.୨୭

ରାତ୍ରି ୦୬.୫୮ ରୁ ୦୩.୩୪

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୨ ରୁ ୦୫.୫୧

କାଳବେଳା – ଦିବା ୧୧.୫୬ ରୁ ୦୧.୨୫

ବାରବେଳା – ଦିବା ୧୦.୨୭ ରୁ ୧୧.୫୬

କାଳରାତ୍ରି – ରାତ୍ରି ୦୧.୨୭ ରୁ ୦୨.୫୮