ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ବଢ଼ିପାରେ।
ଗଞ୍ଜେଇ ନିଶାରେ ପୁରା ଟଳମଳ ଥିଲେ କାର୍ ଡ୍ରାଇଭର। ଏମିତି ନିଶା ଯେ, ଗାଡ଼ି ଅଟକାଇବାରୁ ଟ୍ରାଫିକ୍ ପୋଲିସ୍ଙ୍କୁ କାର୍ର ବୋନଟ୍ ଉପରେ ପକାଇ ପ୍ରାୟ ୨୦ କି.ମି. ଘୋଷାଡ଼ି ନେଲେ ଡ୍ରାଇଭର।
୨୧ ବର୍ଷୀୟ ଯୁବକର କାରନାମା କେବଳ ଆମେରିକାକୁ ଚିନ୍ତାରେ ପକାଇନି, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।
ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ଅତିକ ଓ ଅଶ୍ରଫ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି ଗୁଳିମାଡ଼ ହୋଇଥିଲା।
ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପାଇଁ ଆମେ ଔଷଧ ଖାଉଥିବାବେଳେ ସାଧାରଣତଃ ସ୍ୱର ସମସ୍ୟାକୁ ଏଡାଇବାକୁ ଚେଷ୍ଟା କରିଥାଉ। ମାନବ ସ୍ୱର ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ଉପହାର ଏବଂ ଉତ୍ତମ ସଂଚାର ପାଇଁ ଏହା ଜରୁରୀ। ତେବେ ଏହାକୁ କିପରି ଠିକ ରଖିବା ସେଥିପାଇଁ ଦୃଷ୍ଟି ଦେବା ଜରୁରୀ ନୁହେଁ କି?
ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।
ସମ୍ପୂର୍ଣ୍ଣ ଘଟଣା ଜାଣିଲେ ନିଶ୍ଚୟ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଗତବର୍ଷ ସ୍ତ୍ରୀଙ୍କ ଚାକିରି କରିବାକୁ ନେଇ ସ୍ୱାମୀ ଏପରି କାଣ୍ଡ କରିଥିବାବେଳେ ଚଳିତ ବର୍ଷ ରେନୁ ଚାକିରି କରିଛନ୍ତି ।
ଏକାଠି ହୋଇ ସାରା ଦିନ ବିତାଇବା ପରେ ପ୍ରେମିକା ପାଇଁ କେକ୍ ଆଣିଥିଲେ ପ୍ରେମିକ କିନ୍ତୁ ତାପରେ ସବୁ ଓଲଟପାଲଟ ହୋଇଗଲା।
ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।
ଯୁବକ ଜଣକ ଗର୍ଲଫ୍ରେଣ୍ଡ ପାଇବା ପାଇଁ ନିଜର ଅପରେସନ କରାଇଛନ୍ତି । ନିଜର ଉଚ୍ଚତା ୫ ଇଞ୍ଚ ବଢ଼ାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।
ରାସ୍ତା ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ପ୍ରତିଭା ନିଶ୍ଚିତ ଭାବରେ ଏହାକୁ ଅତିକ୍ରମ କରି ଆଗକୁ ବଢି ଚାଲେ। ଏକ ଦୁର୍ଘଟଣାରେ ଭରତ ସିଂହ ହରେଇଲେ ହାତ। ଅଧ୍ୟୟନ ପାଇଁ ସାହାରା ହେଲା ପାଦ। ହେଇଗଲେ କୃଷି ପର୍ଯ୍ୟବେକ୍ଷକ। ପାରା ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ମଧ୍ୟ ଜିତିଛନ୍ତି।
ଶେଷ ଥର ପାଇଁ ପୁଅର ଚେହେରା ଦେଖି ପାରିଲାନି ଡନ୍ ଅତିକ୍ ।
ଜହ୍ନରେ ଇଟା ପ୍ରସ୍ତୁତ କରିବାକୁ ଚାଇନିଜ ସୁପର ମାସନ୍ସ ନାମରେ ଏକ ରୋବଟକୁ ଡିଜାଇନ୍ କରିଛି । ଏହି ରୋବଟ ସେଠାରେ ପହଞ୍ଚି ଇଟା ତିଆରି କରିବ ।
ଓଡ଼ିଆ ନୂଆବର୍ଷକୁ କେବଳ ଓଡ଼ିଶାରେ ନୁହେଁ, ଏହାକୁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ପାଳନ କରାଯାଇଛି। ବାହାରିନ ଓଡିଆମାନେ ଓଡିଆ ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତି ପାଳନ କରିଛନ୍ତି। ବାହାରିନ ଓଡିଆ ସମାଜ ଏହାକୁ ପାଳନ କରିଛି।
ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ ।
ଏମାନଙ୍କ ମଧ୍ୟରେ କେବଳ ୨୦୦୯ରୁ ୨୦୧୫ ବ୍ୟାଚ୍ର ଅଫିସର୍ ସାମିଲ ଅଛନ୍ତି । ଆସନ୍ତା ମେ’ ମାସରୁ ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଦର୍ଶକମାନେ 'କ୍ରିଶ୍ ୪' ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି। ଏହାକୁ ନେଇ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ହ୍ରିତିକ ରୋଶନଙ୍କ ଏହି ଦମଦାର ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ମିଳିଛି। କାମ କୋଉ ପର୍ଯ୍ୟନ୍ତ ଗଲାଣି, କେବେ ରିଲିଜ୍ ହେବ ଜାଣିବାକୁ ପାଇଁ ପଢନ୍ତୁ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ ପରିବାର ଲୋକ ତଥା ସମାଜ ଲୋକଙ୍କ ଠାରୁ ଦୂରେଇ ଦେଢ଼ ବର୍ଷ ଏକ ଗୁମ୍ପାରେ କାଟିଛନ୍ତି ମହିଳା । ହେଲେ କାହିଁକି . . .
ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…
ଏକ ରେଲ୍ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।
ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।
ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍ସନ୍ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି ।
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।