ଆତଙ୍କ ବଢ଼ାଇବାକୁ ଚାହୁଁଥିଲା, ମାଟିରେ ମିଶିଗଲା । ନିଜେ ଜେଲରେ, ସ୍ତ୍ରୀ ଫେରାର୍, ପୁଅକୁ ଏନକାଉଣ୍ଟର ।
ବୃଦ୍ଧା ଫ୍ୟାନ୍ଙ୍କ ଘରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍ଗଦ୍ ବୃଦ୍ଧା ।
ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।
ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ (Rahul Gandhi) । ମା’ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଲେ ଜିନିଷପତ୍ର ।
ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍ ସୂଚନା ନାହିଁ ।
ଏହା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP ।
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।
କାନ୍ଥରେ ଲାଗିଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।
ଏବେ ସଲମାନ ଖାନଙ୍କ ଡେଟିଂ ଖବର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଜିକାଲି ଅଭିନେତାଙ୍କ ସହ ତେଲୁଗୁ ଫିଲ୍ମ ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି…
ପୂର୍ବରୁ ଲାଗୁ ହୋଇଥିବା ୭ମ ବେତନ କମିଶନ ତୁଳନାରେ ୮ମ ବେତନ କମିଶନରେ ଅନେକ କିଛି ପରିବର୍ତ୍ତନ ହୋଇପାରେ ।
ଏ ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ।
ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…
ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍ ଜୋସ୍ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍ ବରଘର ଲୋକେ । କିନ୍ତୁ ଏଠି ଖୋଦ୍ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।
ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ପାଇଁ ଆଜିକାଲି ରେଷ୍ଟୁରାଣ୍ଟରେ ଅଜବ ପ୍ରକାରର କନ୍ସେପ୍ଟ ବ୍ୟବହାର କରାଯାଉଛି। କେଉଁଠି ଅଜବ ପ୍ରକାରର ଖାଦ୍ୟ ପରଷା ଯାଉଛି ତ ଆଉ କେଉଁଠି ରେଷ୍ଟୁରାଣ୍ଟ ଭିତରେ ଏମିତି ଡିଜାଇନ୍ କରାଯାଉଛି ଗ୍ରାହକ ଚକିତ ହୋଇଯାଉଛନ୍ତି।
‘ସୁପର ଚୋର’ ବଣ୍ଟି ଓରଫ ଦେବେନ୍ଦ୍ର ସିଂକୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି। ପୋଲିସ୍ ବଣ୍ଟିକୁ ୫୦୦ କି.ମି. କାନପୁର ପର୍ଯ୍ୟନ୍ତ ପିଛା କରି ଶେଷରେ ଗିରଫ କରିଛି।
ସେ ଶତକଡ଼ା ୯୭ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କର ଏହି ସଫଳତାରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ଟଙ୍କା ହୋଇଛି।
ପ୍ଲାଇଟ୍ ଟିକେଟ୍ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।
ଆମେରିକାର ଟେକ୍ସାସ୍ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫୋରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।
ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଗୁଗଲ୍(Google) ଏକ ଖାସ୍ ସୁବିଧା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଫିଚରର ନାଁ ‘Auto-Archive’ । ଏକ ବ୍ଲଗ୍ ପୋଷ୍ଟ ଜରିଆରେ କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ମଧ୍ୟପ୍ରଦେଶ ଭୋପାଳର ସୁନା ଝିଅ ତନିଷ୍କା । ଏମିତିକି ତାଙ୍କୁ ପ୍ରଶଂସା କରି ମୋଦି ଇନ୍ଦୋରର ସାଂସଦ ଶଙ୍କର ଲାଲବାନୀଙ୍କୁ କହିଲେ, ‘ତନିଷ୍କା ଇନ୍ଦୋରର ଗର୍ବ । ତେଣୁ ତାଙ୍କର ଧ୍ୟାନ ରଖନ୍ତୁ, ଆଗକୁ ବଢିବାରେ ସହଯୋଗ କରନ୍ତୁ । ମାତ୍ର ୧୧ ବର୍ଷରେ ଦଶମ ବୋର୍ଡ ପରୀକ୍ଷା ଦେବା ପରେ ୧୨ ବର୍ଷରେ ଏକାଥରକେ ଦ୍ୱାଦଶ ପାସ୍ କଲେ । ଏହାପରେ ମାତ୍ର ୧୫ ବର୍ଷ ବୟସରେ ମନସ୍ତତ୍ୱ ବିଜ୍ଞାନ ବିଷୟରେ ଗ୍ରାଜୁଏସନ୍ ଶେଷ କରି ଦେଶରେ ଏବେ ଚର୍ଚ୍ଚାରେ
କୋଲକାତା ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ କେକେଆର୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ ।