Advertisment

Today Panchang 13th March 2023: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 13th March 2023

Today Panchang

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୦୯.୨୭ ଗତେ ୭ମୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ମିଥୁନ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୮.୨୦ ଗତେ ୨ ପାଦ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୦୦ ରୁ ୦୭.୨୯
  • ଦିବା ୧୦.୪୫ ରୁ ୦୧.୦୭
  • ଦିବା ୦୪.୨୩ ରୁ ୦୫.୦୪
  • ସନ୍ଧ୍ୟା ୦୬.୪୦ ରୁ ୦୯.୦୬
  • ରାତ୍ରି ୧୧.୫୫ ରୁ ୦୨.୪୫

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଶୁଭ ସମୟ

  • ଋାହୁକାଳ – ପ୍ରାତଃ ୦୭.୨୯ ରୁ ୦୮.୫୮
  • କାଳବେଳା – ପ୍ରାତଃ ୦୭.୨୯ ରୁ ୦୮.୫୮
  • ବାରବେଳା – ଦିବା ୦୨.୫୪ ରୁ ୦୪.୨୩
  • କାଳରାତ୍ରି – ରାତ୍ରି ୧୦.୨୪ ରୁ ୧୧.୫୫
Advertisment
Panchang
Advertisment
Advertisment