ଗୋଟିଏ ପଟେ ସେନାଧ୍ୟକ୍ଷ ଅବଦେଲ ଫତହ ବୁରହାନ୍(Abdel Fattah Burhan ) ଆରପଟେ RSF ମୁଖ୍ୟ ମହମ୍ମଦ ହମଦାନ୍ ଡଗାଲୋ (Mohamed Hamdan Dagalo) ।
ଉଚ୍ଚତା ଜମାରୁ ବି ନୁହେଁ ଉଚ୍ଚାକାଂକ୍ଷା ପାଇଁ ବାଧକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନାମାଙ୍କନ ଦାଖଲ କରିଥିବା କାଉନସିଲର ପ୍ରାର୍ଥୀ ପରବେଶ ଚାୱାଲା।
ୟୁକ୍ରେନର ସୈନିକମାନେ ବର୍ତ୍ତମାନ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ବଂଶ ବଢିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସେମାନେ ଏପରି ଏକ ନିଆରା ପନ୍ଥା ଆପଣେଇଛନ୍ତି, ଯାହା ଦ୍ୱାରା ସେମାନଙ୍କ ବଂଶ ସେମାନଙ୍କ ଅନୁପସ୍ଥିତିରେ ମଧ୍ୟ ଆଗକୁ ବଢିପାରିବ।
‘ଯେଉଁ ଉତ୍ତରପ୍ରଦେଶ ଦିନେ ଦଙ୍ଗା ପାଇଁ ଚର୍ଚ୍ଚାରେ ଥିଲା, ଯେଉଁଠି କିଛି ଜିଲ୍ଲାର ନାଁ ହିଁ ଲୋକଙ୍କୁ ଡରାଇ ଦେଉଥିଲା, ଏବେ ସେଠି ଡରିବାର କୌଣସି ଆବଶ୍ୟକତା ନାହିଁ ’
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୧୫୦ ଟଙ୍କା ହୋଇଛି।
ଶାରୀରିକ ସମ୍ପର୍କ ରଖିବା ପାଇଁ ମନା କରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ରାଗିଯାଇ କୂଅକୁ ଡେଇଁ ପଡ଼ିଥିଲେ ମହିଳା. . ଆଉ ତା’ପରେ...
ଚର୍ଚ୍ଚାରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ବିବାଦ । ପରସ୍ପରକୁ ଆଡ଼ ଆଖିରେ ଚାହୁଁନାହାନ୍ତି ଦୁଇ ପୂର୍ବତନ କ୍ୟାପଟେନ୍ । ସୋସିଆଲ ମିଡିଆରେ ବି ସ୍ପଷ୍ଟ ହୋଇଗଲା- ଚରମ ସ୍ଥିତିରେ ତିକ୍ତତା ।
ଆଇପିଏଲ୍ରେ କମାଲ କରିଛନ୍ତି କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର୍ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସନ୍ରାଇଜର୍ସ ବିପକ୍ଷ ମ୍ୟାଚ୍ରେ ନିଜର ପ୍ରଥମ ୱିକେଟ୍ ନେଇ ଟିମ୍କୁ ବୃହତ ବିଜୟ ଦେଇଛନ୍ତି । ଏନେଇ କ୍ରିକେଟ୍ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।
ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ଆସିଥିବା ଲୋକଙ୍କ ଜୀବନ ନେଇଗଲା ନିଆଁ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନିକଟରେ ଗୁଜୁରାଟରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଟିକେଟ୍ ନେବା ପାଇଁ ଲୋକଙ୍କୁ ଘରୁ ରୁଟି ଆଣିବାକୁ କୁହାଯାଇଥିଲା। ବୁଲା ପଶୁମାନଙ୍କ ପାଇଁ ଏହି ଖାଦ୍ୟ ସଂଗ୍ରହ କରାଯାଉଥିଲା।
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ଗେହଲଟ ବିଧାୟକମାନଙ୍କ ସହ ୱାନ ଟୁ ୱାନ ବୈଠକ କରିଥିଲେ। ଦଳର ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗୋବିନ୍ଦ ସିଂହ ଦୋତାସ୍ର ମଧ୍ୟ ସାମିଲ ଥିଲେ ।
ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଗ୍ରୁପ୍ ସି ପୋଷ୍ଟ ଅଧୀନରେ ଜୁନିଅର ପର୍ଚେଜ୍ ଆସିଷ୍ଟାଣ୍ଟ / ଜୁନିଅର ଷ୍ଟୋରକିପରର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମନୋନୀତ ପ୍ରାର୍ଥୀମାନେ ମୁମ୍ବାଇରେ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ ପୋଷ୍ଟ୍ ହେବେ।
ଯେଉଁ ଝିଅମାନେ ଗ୍ଲାମର ଦୁନିଆରେ ଚମକିବାକୁ ଆସୁଥିଲେ ସେମାନେ ଆରତୀ ମିତ୍ତଲଙ୍କ ଶିକାର ହେଉଥିଲେ। ଅଭିନୟରେ ସୁଯୋଗ ଦେବା ନାଁରେ ଆରତୀ ସେମାନଙ୍କୁ ଦେହ ବ୍ୟବସାୟରେ ଲଗଉଥିଲେ ଆଉ ମୋଟା ରକମ ଟଙ୍କା ମଧ୍ୟ ଦେଉଥିଲେ। ପୋଲିସ୍ ପକେଇଲା ଟ୍ରାକ୍, ଆରତୀ ଏବେ ପୋଲିସ୍ କବ୍ଜାରେ।
ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ କମ୍ପ୍ୟୁଟର ଜି’ଙ୍କ ସହାୟତାରେ ସାହାଯ୍ୟରେ ପ୍ରଶ୍ନର ଗଦା ସହିତ ଟିଭିରେ ନଜର ଆସିବେ। ଆପଣମାନେ ମଧ୍ୟ ଆଖିରେ ଅନେକ ସ୍ୱପ୍ନକୁ ସଜେଇଥିବେ, ଯାହାକୁ ପୂରଣ କରିବା ପାଇଁ ଅନେକ ଟଙ୍କାର ଆବଶ୍ୟକ ଥିବ। ତେଣୁ ଏହି ସୁଯୋଗ ଆପଣଙ୍କ ସ୍ୱପ୍ନକୁ ପୂରଣ କରିପାରେ।
ଇଣ୍ଟରନେଟ୍ ମାଧ୍ୟମରେ ବର୍ତ୍ତମାନ ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ବହୁ ଜରୁରୀ ସେବାଗୁଡିକର ଲାଭ ଉଠାଇ ପାରିବେ । ଅତି ସହଜରେ ସବୁ କିଛି ଡକ୍ୟୁମେଣ୍ଟ କରିପାରିବେ ।
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଏକ ବଡ଼ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ୨ଟି ବଡ଼ ରାଜନୈତିକ ବିସ୍ଫୋରଣ ହେବାକୁ ଯାଉଛି।
ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।
ଆଇପିଏଲ୍ ୨୦୨୩ର ୨୪ତମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗସ୍ ବିପକ୍ଷ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବିରାଟ କୋହଲିଙ୍କ ବ୍ୟାଟିଂ ଯାଦୁଗରୀ କୌଣସି କାମ କରିନାହିଁ।
Alକୁ ନେଇ ଗୁଗୁଲ୍ ସିଇଓଙ୍କ ଚେତାବନୀ । ଭୁଲ ହାତକୁ ଗଲେ ବିପଦ ସୃଷ୍ଟି କରିବ Al।
ଦୁଇ ହାତ ସିନା ନାହିଁ ପାଟିରେ ବ୍ରସ୍ ଧରି ସ୍ୱପ୍ନିକା ଆଙ୍କିପାରନ୍ତି ଭଳି କି ଭଳି ଚିତ୍ର, ଆଉ ଚମକାଇ ଦିଅନ୍ତି ସମସ୍ତଙ୍କୁ ନିଜ କଳାରେ। ଖାଲି ସେତିକି ନୁହେଁ, ସ୍ୱପ୍ନିକା ସୋସିଆଲ୍ ମିଡିଆରେ ନିଜର ବିଭିନ୍ନ ଡ୍ୟାନ୍ସ ରିଲ୍ ବି ପୋଷ୍ଟ୍ କରିଥାନ୍ତି। ଆଉ ସୋସିଆଲ୍ ମିଡିଆରେ ତାଙ୍କର ବେଶ୍ ସଂଖ୍ୟାରେ ଫଲୋଅର୍ ବି ଅଛନ୍ତି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୨୦ ଟଙ୍କା ହୋଇଛି।
ସୁଦାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେହି ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଯାଇଛି । ସେମାନେ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ ଏବଂ ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ଅପିଲ୍ କରିଛି ଦୂତାବାସ
ବେଆଇନ୍ ବାଲି ଖନନକୁ ନେଇ ରେଡ୍ ପାଇଁ ଯାଇଥିବା ଟିମ୍ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।