• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Customer finds bones from veg biryani
ଅନ୍‌ଲାଇନ୍‌ରେ ଅର୍ଡର କଲେ ଭେଜ୍‌ ବିରିୟାନୀ, ବାହାରିଲା ହାଡ଼...ଗ୍ରାହକଙ୍କ ମୁଣ୍ଡ ଗରମ

ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ।

underwater journey
ଦେଶରେ ପ୍ରଥମ : ନଦୀ ତଳେ ଚାଲିଲା ଟ୍ରେନ୍‌

ପ୍ରଥମ ଥର ପାଇଁ ପାଣି ତଳେ ଚାଲିଲା ଟ୍ରେନ୍‌ ।

Mukesh Ambani
ଅମ୍ବାନୀଙ୍କ ଘର ଦୁନିଆର ସବୁଠୁ ଦାମୀ; ଜାଣନ୍ତୁ କେତେ ଦାମ୍‌, କ’ଣ ରହିଛି ସୁବିଧା...

ଅମ୍ବାନୀଙ୍କ ପୂରା ପରିବାର ରହୁଥିବା ଘରର ଦାମ୍‌କୁ ନେଇ ସବୁବେଳେ ଚର୍ଚ୍ଚା । ଏହି ଘରେ ରହୁଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର । ତେବେ ଏହି ଘରର ନାଁ ଆଣ୍ଟିଲିଆ କାହିଁକି ଆସନ୍ତୁ ଜାଣିବା...

Firing in Bathinda Military Station
ଅନ୍ୟମନସ୍କରେ ଫୁଟିଲା ଗୁଳି; ଆଖି ବୁଜିଲେ ଯବାନ

ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଫୁଟିଲା ଗୁଳି । ଏଥର ଅଜାଣତରେ ଚାଲିଗଲା ଜଣେ ଯବାନଙ୍କ ଜୀବନ ।

Aishwarya Rai kissing Amitabh Bachchan in public video goes viral
ସମସ୍ତଙ୍କ ସାମ୍ନାରେ ଅମିତାଭଙ୍କୁ କିସ୍‌ କଲେ ବୋହୂ ଐଶ୍ୱର୍ଯ୍ୟା, ରାଗିଗଲେ ବିଗ୍‌ ବି... ଭିଡିଓ ଭାଇରାଲ୍‌

ପୁରୁଣା ସାକ୍ଷାତକାର ଓ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଐଶ୍ୱର୍ଯ୍ୟାଙ୍କ ଆଉ ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେଉଛି।

murder
ଗୋଦାମରେ ବାନ୍ଧି ନିର୍ଧୁମ ପିଟିଲେ ! ପରେ କରେଣ୍ଟ୍‌ ଲଗାଇ ମାରିଦେଲେ . .

ଚୋରି ସନ୍ଦେହରେ ହତ୍ୟା । ଲୁହା ରଡ୍‌ରେ ଟ୍ରାନ୍ସପୋର୍ଟ ମ୍ୟାନେଜରକୁ ଗାଈଗୋରୁଙ୍କ ପରି ପିଟି ପିଟି ମାରିଦେଲେ । ବିଚଳିତ କଲାଭଳି ଫଟୋ . .

PM Modi
୭୧,୦୦୦ ଯୁବକଯୁବତୀଙ୍କୁ ମିଳିଲା ରୋଜଗାର : ନିଯୁକ୍ତପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ମୋଦି କହିଛନ୍ତି, ‘ଦେଶରେ ନୂତନ ସୁଯୋଗ ପାଇଁ ଦ୍ୱାର ଖୋଲା’

Gold Price Today
Gold Price Today 13th April 2023: ବଢିଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୨୦୦ ଟଙ୍କା ହୋଇଛି।

Solar Eclipse 2023
ଏପ୍ରିଲ ୨୦ରେ ଲାଗିବ ସୂର୍ଯ୍ୟ ପରାଗ, ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।

rape
ବିବାହର ୧୦ ବର୍ଷ ପରେ ସ୍ତ୍ରୀ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସ୍ୱାମୀ

୧୦ ବର୍ଷର ବିବାହ ପରେ ବଡ଼ ଖୁଲାସା । ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ।

Punjab Road Accident
ଚାଲି ଚାଲି ଯାଉଥିଲେ ଶ୍ରଦ୍ଧାଳୁ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌...ଅକାଳରେ ଚାଲିଗଲା ୮ ଜୀବନ

ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

 Panchang
Today Panchang 13th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Cricketer
ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ, ଜାଣନ୍ତୁ କାରଣ

ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।

Dilkhus Kumar
ଷ୍ଟାର୍ଟଅପ୍‌ ଆଇକନ୍‌ ଦିଲ୍‌ଖୁସ୍‌ ! ଦିନେ ରିକ୍ସା ଟାଣୁଥିଲେ ଏବେ ବିରାଟ ଧନୀ, ବଡ଼ କମ୍ପାନୀର ମାଲିକ

ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ ରହିଛି ଯେ, ସାରା ଦେଶରେ ସେ ଏହି ଟାକ୍ସି ସେବା ଯୋଗାଇବେ । ସବୁଠାରୁ ବଡ଼ କଥା ହେଲା, ଡ୍ରାଇଭର ମାନଙ୍କ ଦୁଃଖ ବୁଝି ଏହି ସଂସ୍ଥା ପ୍ରତ୍ୟେକ ମାସିକ ୫୫ରୁ ୬୦ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇଥାଏ ।

Mother Lover
ଛୁଆର ଜୀବନ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜିରେ ଲଗାଇଲା ମାଆ...ଭାଇରାଲ ହେଉଛି ଭିଡ଼ିଓ

ଲିଫ୍ଟରୁ ମାଆ ଓ ଛୁଆ ଉଭୟ ବାହାରିବା ପରେ ହଠାତ୍‌ ସିଢି ପାଖରେ ନିଜ ଭାରସ୍ୟାମ ହରାଇ ପଡ଼ିଯାଉଛି କୁନି ପିଲାଟି । ବାସ୍‌ ଏ ଦୃଶ୍ୟ ଦେଖିବା ପରେ ସାଙ୍ଗେ ସାଙ୍ଗେ ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି ମାଆ । ଖାଲି ଚେଷ୍ଟା କରୁଛି ତାହା ନୁହେଁ ବରଂ ନିଜ ଜୀବନକୁ ବାଜିରେ ଲଗାଇ ପିଲାକୁ ଉଦ୍ଧାର ବି କରୁଛି

Bird Of Death
ଏତେ ବିଷାକ୍ତ ପକ୍ଷୀ, ଛୁଇଁବା ମାତ୍ରେ ଚାଲିଯିବ ଜୀବନ...

ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହି ବିଷ ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଦେଖାଯାଉଛି । କାରଣ ଏହାକୁ ନେଇ ଦୀର୍ଘ ଦିନ ଧରି ରିସର୍ଚ୍ଚ ଚାଲିଛି ।

Elon Musk
ଏଲନ୍‌ କାହିଁକି ଏମିତି କହିଲେ ? କ’ଣ ସତରେ ବିକି ଦେବେ ଟ୍ୱିଟର ?

ଗତ କିଛି ମାସ ଧରି ଏଲନଙ୍କ ସମୟ ଖୁବ ଖରାପ ଚାଲିଥିଲା । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟରକୁ କିଣିବା ନିଷ୍ପତ୍ତି ସଠିକ୍ ଥିଲା ।

tragic incident
ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଅଘଟଣ : ତତଲା ଡାଲି ହଣ୍ଡାରେ ପଡ଼ିଗଲେ ଛାତ୍ରୀ

ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ । ଖରା ଦିନେ ପୋଡ଼ା ଘା ଅସହ୍ୟ ଯନ୍ତ୍ରଣା ଦେଉଥିବା ବେଳେ ହସ୍ପିଟାଲ ପରିସର ତାଙ୍କ କାନ୍ଦଣାରେ ଫାଟି ପଡ଼ୁଛି ।

Salary oriented short term courses under 50 thousand rupees
Career Tips: କମ୍ ଟଙ୍କାରେ କରନ୍ତୁ ଏହି କୋର୍ସ; ପ୍ରଥମ ଦରମା ୩୦ ହଜାର ଉପରେ

ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ଉଚ୍ଚା ଦରମା ସହ ଆପଣଙ୍କ ଲକ୍ଷକୁ ସହଜ କରିବ।

Mahendra Singh Dhoni
ଚେନ୍ନାଇର କ୍ୟାପ୍‌ଟେନ୍‌ ଭାବେ ଆଜି ୨୦୦ତମ ମ୍ୟାଚ୍‌ ଖେଳିବେ ମାହି

ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

Akhay Kumar replaced in rowdy rathore sequel
‘ରାଉଡୀ ରାଠୋର' ସିକ୍ୱେଲ୍‌ରୁ ବାଦ ପଡିଲେ ଅକ୍ଷୟ, କିଏ ହେବେ ନୂଆ ରାଉଡୀ…

ଆସିବ 'ରାଉଡୀ ରାଠୋର'ର ସିକ୍ୱେଲ୍। ଏଥିରେ ଆଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଭାବେ ଅକ୍ଷୟ କୁମାରଙ୍କ ବ୍ୟତୀତ ଆଉ କାହାକୁ ବି ଚିନ୍ତା କରାଯାଇ ନପାରେ। କିନ୍ତୁ ନିର୍ମାତା ତାଙ୍କୁ ଏଥିରୁ ବାଦ ଦେଇଛନ୍ତି। ଏଥିରେ ସେ ନୂଆ ଚେହେରାକୁ ନେଇଛନ୍ତି। ହେଲେ କାହିଁକି? ଏହି ନୂଆ ରାଉଡୀ କିଏ?

Hema Malini travel in Mumbai metro and take auto ride from dn nagar to juhu
ପାଖରେ ଅଛି ଦାମୀ କାର୍; ହେଲେ କାହିଁକି ଅଟୋରେ ଗଲେ ହେମା ମାଳିନୀ

କୌଣସି ସେଲିବ୍ରିଟିଙ୍କୁ ଅଟୋରେ ଯିବା ପ୍ରାୟ ଦେଖିବାକୁ ମିଳେନି। କିନ୍ତୁ ହେମା ମାଳିନୀଙ୍କୁ ମେଟ୍ରୋ ଓ ଅଟୋରେ ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ପାଖରେ ତ ଦାମୀ ଓ ବିଳାସପୂର୍ଣ୍ଣ କାର୍‌ର ଅଭାବ ନାହିଁ। ହେଲେ ସେ କାହିଁକି ମେଟ୍ରୋ ଆଉ ଅଟୋର ସାହାରା ନେଲେ ଆସନ୍ତୁ ଜାଣିବା।

nandini and amul
କର୍ଣ୍ଣାଟକରେ ନନ୍ଦିନୀ ବନାମ ଅମୂଲ : ନିର୍ବାଚନ ପୂର୍ବରୁ ତେଜିଲା ଦୁଗ୍ଧ ରାଜନୀତି

ଦେଶର ସର୍ବାଧିକ ଲୋକପ୍ରିୟ ବ୍ରାଣ୍ଡ ଅମୂଲ ବନାମ ଦକ୍ଷିଣ ଭାରତର ଚର୍ଚ୍ଚିତ ବ୍ରାଣ୍ଡ ନନ୍ଦିନୀ। ରାଜ୍ୟରେ ଅମୂଲକୁ ଏଣ୍ଟ୍ରି କରାଇନଦେବାକୁ ଆରମ୍ଭ ହୋଇଯାଇଛି ଅଭିଯାନ।

Delhi School Evacuated After Bomb Threat
ଇ-ମେଲ୍‌ ଆସିଲା- ସ୍କୁଲ୍‌ରେ ଖଞ୍ଜା ଯାଇଛି ବୋମା, ତା’ପରେ...

ଇ-ମେଲ୍‌ ଆସିଲା ସ୍କୁଲ୍‌ ପରିସରରେ ଖଞ୍ଜା ଯାଇଛି ବୋମା। ସୋମବାର ଦିନ ଦକ୍ଷିଣ ଦିଲ୍ଲୀ ସ୍ଥିତ ଏକ ସ୍କୁଲ୍‌କୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଥିଲା।