୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।
ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।
ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା । ଉଦୟର କେମିତି ମୃତ୍ୟୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଚିତା ପ୍ରୋଜେକ୍ଟ ଅଧୀନରେ ୨ଟି ପର୍ଯ୍ୟାୟରେ ନାମିବ୍ୟା ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡ଼ାଯାଇଥିଲା ।
ୱାରିସ ପଞ୍ଜାବ ଦେ ପ୍ରତିଷ୍ଠାତା ତଥା ଅଭିନେତା ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ, ଦୁବାଇରେ ଟ୍ରକ୍ ଚଳାଉଥିବା ଅମ୍ରିତପାଲ ସିଂ ଭାରତ ଫେରି ନିଜକୁ ସେହି ସଂଗଠନର ମୁଖ୍ୟ ବୋଲି ଘୋଷଣା କରିଥିଲା । ଭିଣ୍ଡ୍ରନୱାଲେ ଭଳି ବେଶପୋଷାକ ପିନ୍ଧି ନିଜକୁ ଭିଣ୍ଡ୍ରନୱାଲେ 2.0 ବୋଲି ପ୍ରଚାର କରୁଥିଲା ।
ଏହାର ଦୈର୍ଘ୍ୟ ପ୍ରାୟ ୩ କିଲୋମିଟର ରହିଛି । ଯାହାର ନାଁ ‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ ବୋଲି ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋଭାସ୍ତକନ୍ ପାହାଡ଼କୁ କଟାଯାଇ ଏହି ଟନେଲ୍କୁ ନିର୍ମାଣ କରାଯାଇଛି ।
ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍ କରିଦେଇଥିଲେ ଅର୍ଶଦୀପ।
BARC ୪୦୦୦ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ ଷ୍ଟାଇପେଣ୍ଡ୍ରୀ ଟ୍ରେନି, ବୈଷୟିକ ଅଧିକାରୀ/ସି, ବୈଜ୍ଞାନିକ ସହାୟକ/ବି ଏବଂ ଟେକ୍ନିସିଆନ/ବିଏ ପଦବୀ ପାଇଁ ନିଯୁକ୍ତି ମିଳିବ।
ପ୍ରଥମ ଦିନ ରିଲିଜ୍ ପରେ ମାତ୍ର ୧୫କୋଟି ଟଙ୍କା ହିଁ ଆୟ କରିପାରିଲା ‘କିସି କା ଭାଇ, କିସି କା ଜାନ୍’। ଜାଣନ୍ତୁ ଏହି ଫିଲ୍ମ ନଚାଲିବା ପଛର କାରଣ କ’ଣ?
ଅଭିନୟ ଛଡା ସଲମାନ ଖାନଙ୍କୁ ତାଙ୍କ ଉଦାରତା ପାଇଁ ସମସ୍ତେ ଜାଣନ୍ତି। ଏବେ ସେ ତାଙ୍କ ଲକୀ ବ୍ରେସ୍ଲେଟ୍ ମଧ୍ୟ ଦେଇଦେଇଛନ୍ତି। ଏହା ଏବେ ଆମୀର ଖାନ୍ଙ୍କ ହାତରେ ଦେଖିବାକୁ ମିଳେ। ଏହା ଦେଖି ଚିନ୍ତାରେ ପ୍ରଶଂସକ।
କେରଳର କୋଚି ସହରରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ। ଆସନ୍ତା ୨୫ ତାରିଖରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ଜାମ୍ମୁ, ଶ୍ରୀନଗର ଓ ଗୋରଖପୁରରେ ବି ଚାଲିବ ୱାଟର ମେଟ୍ରୋ ...
ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଭିଡିଓ। ଏହି ଭିଡିଓରେ କରଣଙ୍କ ସହ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ତେଜସ୍ୱୀ। ଏହି ସମୟରେ ସେ କାନ୍ଦି ପକଉଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ…
ଚାଷୀ ତଥା ଗୋପାଳକଙ୍କ ପାଇଁ ଖୁସି ଖବର । ଗାଈ କିଣିଲେ ୯୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରୁଛନ୍ତି ସରକାର ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଛି। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଏହି ଜାହାଜ ମିଳିଛି।
କାହଁକି ଏପରି ନିଷ୍ପତ୍ତି ନେଲେ ମୃତକ ? ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ବା ଏଲଡିଏଲ କମିଯାଏ। ତେବେ ଚାଲନ୍ତୁ ଜାଣିବା ଏପରି କିଛି ସୁପର ପାନୀୟ ବିଷୟରେ...
ଅମ୍ରିତପାଲ ସିଂ ଏବଂ ପପଲପ୍ରୀତ ପ୍ରଥମେ 'ଲେଡି ନେଟୱାର୍କ' ବ୍ୟବହାର କରି ପଟିଆଲାରେ କିଛି ଦିନ ରହିଥିଲେ । ଆଉ ତା’ପରେ
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୮୨୦ ଟଙ୍କା ହୋଇଛି।
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଏହି ଘଟଣା ଘଟିଛି।
ନିୟମିତ ଭାବେ ନାସା ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ରେ ଆକର୍ଷଣୀୟ ଭିଡିଓ ଓ ଫଟୋ ଶେୟାର କରିଥାଏ। ଏହି ଅଦ୍ଭୁତ ଦୃଶ୍ୟ ସବୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୋସିଆଲ ମିଡିଆରେ ଆଜିକାଲି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ମହିଳା ରନର୍ସ ଦୌଡିବା ବେଳେ ତାଙ୍କ ସହିତ ଦୌଡୁଥିବା ଜଣେ ଦିବ୍ୟାଙ୍ଗ ପୁରୁଷ ରନର୍ସକୁ ପାଣି ଦେଉଛନ୍ତି। ଏହି କାରଣରୁ ମହିଳା ରନର୍ ରେସ୍ ହାରିଯାଉଛନ୍ତି।
ପଞ୍ଜାବ ମୋଗା ପୋଲିସ ଷ୍ଟେସନରେ ଅମୃତପାଲ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି।
ଚିନ୍ତାର କଥା ଯେ- ସୁଦାନରେ ଫସିଛନ୍ତି ୪ହଜାର ଭାରତୀୟ
କେନ୍ଦ୍ର ସରକାରରେ ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏନେଇ କୌଣସି ଲିଖିତ ପରୀକ୍ଷା ହେବନି। କେବଳ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ମାତ୍ର ୨୫ ଟଙ୍କା ଦେବାକୁ ପଡିବ।