ଭାରତରେ ଚା’ର ଚାହିଦା ବହୁତ ଅଧିକ । ଚା’ ବେପାରରୁ ଲୋକେ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁ ଏବେ ପ୍ରାୟ ଯୁବପିଢ଼ି ଚା’ ବେପାର କରିବାକୁ ଆଗ୍ରହ ଦେଖାଉଛନ୍ତି ।
ଗୁଳିକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ପରମିନ୍ଦର କୌର । ସେ ରବିବାର ସନ୍ଧ୍ୟାରେ ପବିତ୍ର ପୋଖରୀ ବା ସରୋବର ନିକଟରେ ବସି ମଦ୍ୟପାନ କରୁଥିଲେ ।
କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଅନୁମତିରେ ଏଭଳି କରିଥିବାରୁ ତା’ର ଉତ୍ତର ରଖିବାକୁ କୁହାଯାଇଛି ।
ନିକଟରେ ଏକ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଏଥିରେ ଜଣେ ଆଇଏଏସ୍ ଆଶାୟୀଙ୍କ ସଂଘର୍ଷମୟ ଜୀବନକୁ ଚିତ୍ରିତ କରାଯାଇଛି। ଏହି ଫିଲ୍ମକୁ ନିଜ ଘରେ ସ୍କ୍ରିନିଂ କରିବାକୁ ଶିଳ୍ପପତି ମୁକେଶ ଅମ୍ବାନୀ ଅନୁରୋଧ କରିଛନ୍ତି।
'ଦ କେରଳ ଷ୍ଟୋରୀ'କୁ ନେଇ ଚାଲିଥିବା ବିବାଦ ଯୋଗୁଁ ଅଦା ଶର୍ମାଙ୍କୁ ହତ୍ୟା ଧମକ ମିଳୁଛି। ଏହି ଫିଲ୍ମ ରାଜନୈତିକ ଦଳ ତଥା ଗୋଷ୍ଠୀର ଏକ ବିଭାଗର ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛି। ଏହାରି ଭିତରେ ତାଙ୍କ ଦୁର୍ଘଟଣା ଖବର ପ୍ରଶଂସକଙ୍କୁ ଦୁଃଖ ଦେଇଛି।
ବିନା ଟଙ୍କାରେ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଡ଼ ନ ହୋଇ ପାରିବାରୁ ଶେଷରେ ଏକ ବ୍ୟାଗରେ ଛୁଆର ମୃତଦେହକୁ ରଖି ବସ୍ରେ ୨ଶହ କିମି ଯାତ୍ରା କଲେ ବାପା ।
୧୯୯୬ ମସିହାରେ ଦିପା ବାଇଙ୍କୁ ବିବାହ କରିଥିଲେ ବିନୟ ପରମାର । ବିବାହର କିଛି ଦିନ ଯାଏଁ ଉଭୟଙ୍କ ମଧ୍ୟରେ ଠିକ୍ଠାକ୍ ଚାଲିଥିଲା । ହେଲେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା ।
ବିଷାକ୍ତ ମଦ ମୃତ୍ୟୁ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଅମିତାଭ ବଚ୍ଚନ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ଟଙ୍କା ହୋଇଛି।
ଏବେବି କମୁନି ଧୋନି କ୍ରେଜ୍ । ମାହିଙ୍କ ଅଟୋଗ୍ରାଫ୍ ପାଇଁ ଧାଡି ଲଗାନ୍ତି ଲକ୍ଷାଧିକ ଫ୍ୟାନ୍ସ । ଏହି ଧାଡ଼ିରେ ସାମିଲ ହୋଇଛନ୍ତି ଜଣେ କ୍ରିକେଟ୍ କିମ୍ବଦନ୍ତୀ । ଜାଣନ୍ତୁ ସେ କିଏ ?
ବାପାମା’ ପିଲାଙ୍କୁ ପାଠ ପଢ଼େଇବା ପାଇଁ ସ୍କୁଲ, କଲେଜ୍ ପଠାଉଛନ୍ତି । ହେଲେ ଆଜିକାଲିକା ପିଲା ପାଠରେ ଧ୍ୟାନ ଦେବେ କ’ଣ . . .
ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।
ଏଣିକି ଅଫିସ୍ରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି ।
ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଆଜି ଛତିଶଗଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବିବାହିତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବିବାହିତ ହୋଇ ସୁଦ୍ଧା ନାବାଳିକାକୁ ପ୍ରେମି ଜାଲରେ ଫସାଇଲା । କଥା ପ୍ରଘଟ ହେବା ପରେ
ଅନେକ ଲୋକ ଏକ ଚମତ୍କାର ଦୃଶ୍ୟକୁ ଉପଭୋଗ କରି ଖାଇବା ନେଇ ହଜାର ହଜାର ମାଇଲ୍ ଚାଲିଯାଆନ୍ତି। ଏହିପରି ଖାଦ୍ୟପ୍ରେମୀଙ୍କ ପାଇଁ ଆଉ ଏକ ବିକଳ୍ପ କିଛି ଦିନ ମଧ୍ୟରେ ଯୋଡିବାକୁ ଯାଉଛି। ସେମାନେ ଏବେ ମଝି ଆକାଶରେ ବସି ଖାଇବାର ସୁଯୋଗ ନେବେ।
ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।
ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ଲାଗି ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।
NPCIL ଡେପୁଟି ମ୍ୟାନେଜର ଓ ଜୁନିଅର ହିନ୍ଦୀ ଅନୁବାଦକଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ଚାଲିଛି। ପ୍ରାର୍ଥୀମାନେ ୨୯ ମେ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ପ୍ରେମିକାକୁ ହତ୍ୟା କରି ଦିନକ ପରେ ନିଜକୁ ନିଜେ ଗୁଳି ମାରିଲା ଅଭିଯୁକ୍ତ । ଫେସ୍ବୁକ୍ ଲାଇଭ୍ରେ ଆସି କହିଲା .
୬୦୦ କୋଟି ଟଙ୍କାରେ ନିର୍ମିତ 'ଆଦିପୁରୁଷ'କୁ ନେଇ ନିର୍ମାତା ଅନେକ ଆଶା ବାନ୍ଧିଛନ୍ତି। ପୂରା ସଫଳତାର ଦାୟିତ୍ୱ ପ୍ରଭାସଙ୍କ କାନ୍ଧରେ ଅଛି। ଏହି ଫିଲ୍ମ ପାଇଁ ପ୍ରଭାସ ସବୁଠାରୁ ଅଧିକ ଟଙ୍କା ନେଇଛନ୍ତି। ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।
ଏଭଳି ମାଆଙ୍କୁ ସାଲ୍ୟୁଟ୍, ଯିଏ କି ନିଜ ପୁଅ-ବୋହୂଙ୍କୁ ହେଲମେଟ୍ ପିନ୍ଧିଥିବାରୁ ବିଚ୍ ରାସ୍ତାରେ ପିଟୁଛନ୍ତି ।
ପଂଜାବ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିର ପୂରା ବିଶ୍ବରେ ପ୍ରସିଦ୍ଧ । ଏଥିସହିତ ଏଠାରେ ବିଭିନ୍ନ ପ୍ରକାରର ଷ୍ଟ୍ରିଟଫୁଡ଼ ବି ମିଳିଥାଏ । ଯାହାକୁ ଖାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଜମେ । ଖାଲି ଖାଇବା କାହିଁକି? ବରଂ ଏହି ମନ୍ଦିର ପାଖରେ ମୃଦୁ ପାନୀୟ ବି ମିଳେ । ଆଉ ଏଇ ବୃଦ୍ଧ ଜଣକ ସ୍ୱର୍ଣ୍ଣମନ୍ଦିର ସାମ୍ନାରେ ବିକୁଛନ୍ତି ଲେମ୍ବୁ ସୋଢା ପାଣି । ହେଲେ ସେ କାହିଁକି ସୋଢା ବିକ୍ରି କରୁଛନ୍ତି? ତାହା ଜଣାପଡିବା ପରେ ଆପଣଙ୍କୁ ବି ନିଶ୍ଚୟ କଷ୍ଟ ଅନୁଭବ ହେବ ।