ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ନିର୍ବନ୍ଧ ହୋଇଯାଇଛି। ଏହି ଅବସରରେ ଉଭୟଙ୍କ ଭଲପାଇବା ଦେଖିବାକୁ ମିଳିଛି। ରାଘବଙ୍କ ପାଇଁ ପରିଣୀତି ଯେତେବେଳେ ଗୀତ ଗାଇଲେ ରାଘବ ନିଜକୁ ରୋକି ନ ପାରି ତାଙ୍କୁ ଚୁମ୍ବନ ଦେଇଦେଲେ। ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ।
ସତରେ କେତେ ହୃଦୟହୀନ ଏ ମଣିଷ । ବିବାହ ଦିନ ହିଁ କନ୍ୟାର ହାତ ଛାଡ଼ିଦେଲା ବର । ପଚାରିବାରୁ କହିଲା . . .
ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଘରେ ପାର୍ଟି ଦେଇଥିଲେ।
ଗିରଫ ହେବାରେ ଇମ୍ରାନ ଖାନ୍ ପ୍ରଥମ ନୁହଁନ୍ତି । ଆଗରୁ ବି ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି ପାକିସ୍ତାନର ଅନେକ ପ୍ରଧାନମନ୍ତ୍ରୀ
ଆଇପିଏଲ୍ର ଚଳିତ ସଂସ୍କରଣରେ ୧୨ଟି ମ୍ୟାଚ୍ରୁ ୮ଟିରେ ପରାଜୟ ପରେ ପ୍ଲେ ଅଫ୍ରୁ ବାଦ ପଡ଼ିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ଦିନ ଗଡିଲେ କଂଗ୍ରେସ ପାଇଁ ଜଟିଳ ହୋଇପାରେ ସମସ୍ୟା। କର୍ଣ୍ଣାଟକ ସ୍ଥିତି ଯେ, ରାଜସ୍ଥାନ ଭଳି ନହେବ ସେନେଇ କଂଗ୍ରେସ ଶିବିର ଉଦ୍ୟମ କରିବ।
ଚଳିତବର୍ଷ ଚଳିତବର୍ଷ ପ୍ରାୟ ୨ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଇସିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।
ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ।
ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ ଦିବସ ଅବସରରେ ସେଇ ମା’ର ଗୁରୁତ୍ୱ ବିଷୟରେ ଜାଣିନେବା।
ଲୋକେ ଟଙ୍କା ଖର୍ଚ୍ଚ କରି ଷ୍ଟାଡିୟମ ମ୍ୟାଚ୍ ଦେଖିବାକୁ ଯାଆନ୍ତି । ହଜାର ହଜାର ଲୋକ ଟିମ୍କୁ ଚିୟର୍ସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ଜଣକ ଗ୍ୟାଲେରୀରେ ଶୋଇ ନିଜ ମୋବାଇଲ୍ରେ ମ୍ୟାଚ୍ ଦେଖୁଛନ୍ତି ।
ଆପ୍ ନେତା ରାଘବ ଚଢାଙ୍କ ସହ ପରିଣୀତିଙ୍କ ନିର୍ବନ୍ଧ ସଂପନ୍ନ । ଦିଲ୍ଲୀ କପୁରତାଲାରେ ରାଘବଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ହୋଇଛି । ଉତ୍ସବରେ ଯୋଗଦେଇଛନ୍ତି ନାମିଦାମୀ ସେଲିବ୍ରିଟି ।
ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।
ସଲମାନ-ମମତାଙ୍କ ଏହି ସାକ୍ଷାତ ସମୟରେ ସଲମାନଙ୍କୁ ଦେଖିବାକୁ ପ୍ରଶଂସକମାନେ ଭିଡ ଜମାଇଥିଲା । ମମତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇଥିଲେ ସଲମାନଙ୍କ ପ୍ରଶଂସକ ।
ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍ ମାହୋଲ ।
ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ବା PPF । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଟଙ୍କା ବିନିଯୋଗ କରି ୭.୧ ପ୍ରତିଶତ ସୁଧ ପାଇପାରିବେ ।
ଫିଲ୍ମର ଷ୍ଟାରମାନେ କୋଟି କୋଟି ଟଙ୍କା ମୂଲ୍ୟର ଦାମୀ ପୋଷାକ ପିନ୍ଧନ୍ତି । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଫିଲ୍ମର ସୁଟିଂ ପରେ ଏହି ଦାମୀ ପୋଷାକ ଗୁଡ଼ିକ କ’ଣ କରାଯାଏ ?
ବ୍ୟବହାର କରାଯାଉଥିବା କିଛି ମୋବାଇଲ ଗରମ ହୋଇଯାଉଥିବା ଖବର ପ୍ରାୟ ସାମ୍ନାକୁ ଆସୁଛି । ବେଳେବେଳେ ମୋବାଇଲ୍ର ବ୍ୟାଟେରୀ ମଧ୍ୟ ବିସ୍ଫୋରଣ ହେଉଛି । ତେଣୁ ମୋବାଇଲ୍ ବ୍ୟବହାରକାରୀମାନେ ସତର୍କ ରହିବା ଜରୁରୀ ।
ଭାରତର ପ୍ରତିବାଦ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପ୍କୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଇମ୍ରାନ ହାଶମୀ ମଧ୍ୟ ଥରେ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏମିତି କଥା କହିଥିଲେ, ଯାହାକୁ ନେଇ ସେ ଆଜି ବି ଅନୁତାପ କରନ୍ତି। କାରଣ, ଅଭିନେତ୍ରୀ ମଧ୍ୟ ଖୋଲାଖୋଲି ଭାବେ ଇମ୍ରାନ ହାଶ୍ମୀଙ୍କ ଏହି ମତରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
କର୍ଣ୍ଣାଟକ କନକପୁରା ଆସନରୁ ବଡ଼ ବ୍ୟବଧାନରେ ଜିତିଛନ୍ତି ଶିବକୁମାର
ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ଅନେକ ବିବାଦ ଲାଗି ରହିଥିଲେ ବି ଏହା ଭଲ ରୋଜଗାର କରି ଚାଲିଛି। ତେବେ ଚଳଚ୍ଚିତ୍ର ଦୁନିଆରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ଏମିତି ଅନେକ ଫିଲ୍ମ ବିବାଦ ପରେ ବି ଭଲ ରୋଜଗାର କରିଛି। ଆସନ୍ତୁ ଏମିତି ୫ଟି ଫିଲ୍ମ ଉପରେ ନଜର ପକେଇ ନେବା।
କିଛି ଭିଉଜ୍ ପାଇବା ପାଇଁ ଅଜାକାଲିକା ପିଲା ଜୀବନ ଦେବା ପାଇଁ ବି ପ୍ରସ୍ତୁତ . . ଏତେସବୁ ପାଗଳାମୀ କେବଳ ଲୋକପ୍ରିୟତା ସାଉଣ୍ଟିବାକୁ।
ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଆଜି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଭିଯୋଗ କରିଛନ୍ତି। ଅଜାଣତରେ ତାଙ୍କ ନାଁ, ଫଟୋ ଓ ସ୍ୱର ବ୍ୟବହାର କରି କିଛି ଅଜଣା ବ୍ୟକ୍ତି ନକଲି ବିଜ୍ଞାପନ କରିଥିବା ସେ ଅଭିଯୋଗ ଆଣିଛନ୍ତି।