ସେ କ୍ରିକେଟ୍ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।
ମୂଷାକୁ ଜାବୁଡ଼ି ଧରିବା ପାଇଁ ଯେଉଁ ଅଠା ପ୍ଲେଟ୍ ମିଳେ ତାକୁ ବ୍ୟବହାର କରିଥାନ୍ତି । ଏମିତିକି ମୂଷାକୁ ଟ୍ରାପ୍ କରିବା ପାଇଁ ଅନେକ ପ୍ରକାର ଯନ୍ତ୍ରପାତି ମଧ୍ୟ ବଜାରକୁ ଆସିଲାଣି ।
ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଜଣେ ଯୁବତୀ ଏମିତି ପ୍ରଦର୍ଶନ କରୁଛନ୍ତି ଯେ ତାଙ୍କ ଡ୍ୟାନ୍ସ ଫର୍ମ ବୁଝିବା ବି କଷ୍ଟକର। ଆପଣ ଏହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ।
ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।
ରାମ ମନ୍ଦିରର ସଂଘର୍ଷର କାହାଣୀକୁ ନେଇ ଆସୁଛି ‘୬୯୫’। ମନ୍ଦିର ପଛରେ ଥିବା ସଂଗ୍ରାମ, କରସେବାଙ୍କ ଦ୍ୱାରା ବଳିଦାନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ମୁଖ୍ୟ ଭୂମିକାରେ ରାମାୟଣର ରାମ ଅରୁଣ ଗୋଭିଲ୍ଙ୍କୁ ଦେଖିବାକୁ ମିଳିବ। ଜାଣନ୍ତୁ ସେ କେଉଁ ଭୂମିକାରେ ନଜର ଆସିବେ।
ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ଅନ୍ଲାଇନ୍ କ୍ଲାସ୍ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍ ବ୍ୟବହାର ମଧ୍ୟ କରୁଥିବେ। ଆପଣଙ୍କ ଡାଟା ମଧ୍ୟ ଶୀଘ୍ର ସରିଯାଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନ୍ରେ ଆପଣ କିପରି ନେଟ୍ପ୍ୟାକ୍ ସଞ୍ଚୟ କରିପାରିବେ, ଜାଣନ୍ତୁ ।
ଏତିକି ଜାଣିବା ପରେ ଆପଣ ଏବେ ଭାବୁଥିବେ ନିଶ୍ଚିତ ରୂପରେ ରାହୁଲ ବିବାହ କରିବାକୁ ଯାଉଛନ୍ତି । କାରଣ ନିମନ୍ତ୍ରଣ କାର୍ଡରେ ପରିବାର ଲୋକଙ୍କ ଫଟୋ ରହିଛି ।
ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।
ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି।
ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।
'କିସି କା ଭାଇ କିସି କୀ ଜାନ' ଏକ ବଡ ଷ୍ଟାର୍କାଷ୍ଟକୁ ନେଇ ତିଆରି ହୋଇଥିବା ବେଳେ ଏହାର ପ୍ରମୋସନକୁ ଦେଖିଲେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିଲା। ଚଳଚ୍ଚିତ୍ରଟି କିନ୍ତୁ ଆଶାନୁସାରେ ବକ୍ସ ଅଫିସରେ ସେମିତି କିଛି କରିପାରିନି।
ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମାରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି ।
ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।
ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଥିବା କହିଛି କଂଗ୍ରେସ ।
ଅପଲୋଡ୍ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ ଲଭ୍ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି।
ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।
ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।
ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।
କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।
ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ ଭାଇରାଲ୍ ହେଉଛି । ଯେଉଁଥିରେ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ।
ବିନା ମୂଲ୍ୟରେ ବ୍ଲୁ ଟିକ୍ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...
ପ୍ରତି ବର୍ଷ ୨୪ ଏପ୍ରିଲ୍କୁ ‘ଜାତୀୟ ପଞ୍ଚାୟତି ରାଜ ଦିବସ’ ଭାବେ ପାଳନ କରାଯାଏ। ପଞ୍ଚାୟତ ଓ ଗ୍ରାମସଭା ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ଲକ୍ଷ। ତେବେ କିପରି ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ପଞ୍ଚାୟତି ରାଜ ଦିବସ ଆସନ୍ତୁ ସେ ବିଷୟରେ ନଜର ପକେଇବା।
ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ଅଧିକାରୀଙ୍କ ଜୀବନ ଚାଲିଗଲା ।