• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ,ତିଥି – ୧୪ଶୀ ରାତ୍ରି ୦୯.୪୩ ଗତେ ଅମାବାସ୍ୟା,ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

  • ପ୍ରାତଃ ୦୫.୧୩ ରୁ ୦୬.୦୫
  • ଦିବା ୦୯.୩୩ ରୁ ୧୧.୧୭
  • ସନ୍ଧ୍ୟା ୦୬.୫୬ ରୁ ୦୯.୦୮
  • ରାତ୍ରି ୦୧.୦୫ ରୁ ୦୨.୧୭
  • ରାତ୍ରି ୦୩.୪୫ ରୁ ୦୫.୧୩

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୨୦ ରୁ ୦୨.୫୭
  • କାଳବେଳା – ଦିବା ୦୨.୫୭ ରୁ ୦୪.୩୫
  • ବାରବେଳା – ଦିବା ୦୪.୩୫ ରୁ ୦୬.୧୨
  • କାଳରାତ୍ରି – ରାତ୍ରି ୧୧.୪୩ ରୁ ୦୧.୦୫