ରିଲିଜ୍ ପୂର୍ବରୁ ବିବାଦ, ରିଲିଜ୍ ବେଳେ ବିବାଦ...ଆଉ ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ। ଦେଶର ସବୁଠୁ ବଡ଼ ସିନେମା କୁହାଯାଉଥିବା ‘ଆଦିପୁରୁଷ’, କେତେ ଭଲ ଆଉ କେତେ ଖରାପ ? ସିନେମା ଦେଖିବା ପରେ ଏହାକୁ ନେଇ ନିଜର ନିରାଶା ଖୋଲାଖୋଲି ଜାହିର କରିଛନ୍ତି।
ଯୁବା ବୟସରେ କରିଥିବା ମର୍ଡର ପାଇଁ ଏବେ ୩୦ ବର୍ଷ ପରେ ବନ୍ଧା ହେଲା ଅଭିଯୁକ୍ତ ।
ଆଦିପୁରୁଷର ଚରିତ୍ର ଚିତ୍ରଣ ଏବଂ ଡାଇଲଗକୁ ନେଇ ବିବାଦ ଦେଖା ଦେଇଛି ।
ଚଳିତବର୍ଷ ୩୬ ହଜାର ୨୦୪ ଜଣ ଛାତ୍ର ଓ ୭୫୦୯ ଜଣ ଛାତ୍ରୀ JEE ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି ।
ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍ରେ ପିଟି ହେଲା ବସ୍। ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି।
ପ୍ରବଳ ଗରମରେ ବିହାରରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ବିହାରର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।
ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
ଭଉଣୀଙ୍କ ଉପରେ ଶୁଝାଇଲେ ଭାଇର ରାଗ ! ଜୋରଜବରଦସ୍ତ ଘରେ ପଶି ୨ ଜଣ ମହିଳାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ।
ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ଆସନ୍ତୁ ଜାଣିବା ସେ କିଏ…
ପ୍ରେମରେ ପାଗଳ ନାବାଳିକା ପ୍ରେମିକା । ବୟଫ୍ରେଣ୍ତକୁ ଦେଖା କରିବା ପାଇଁ ସାତ ଶହ କିମି ପାର୍ କଲା ପ୍ରେମିକା । ତଥାପି ମିଳିଲାନି ପ୍ରେମିକର ଦେଖା । ରାଗରେ ନିଜ ହାତ କାଟିବାକୁ ପଛାଇଲାନି ପ୍ରେମିକା । ହାତ କାଟି ଥାନାରେ ପହଞ୍ଚିଲା ନାବାଳିକା ।
ନିଜ ବଂଶ ବୁଡ଼େଇଦେଲା ଅଭାଗା ବାପା । ତିନି ପୁଅକୁ ମାରି ଏବେ ଜେଲରେ ଅଭିଯୁକ୍ତ ।
ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ଭାଷଣ ଦେଉଥିବା ଆମେରିକା ରାଷ୍ଟ୍ରପତି ପୁଣି କିଛି ଏପରି କହିଛନ୍ତି, ଯାହା କେହି ବୁଝି ପାରୁନାହାନ୍ତି ।
ପରିବାରରେ ଖୁସିର ଲହରୀ। NEET ପରୀକ୍ଷାରେ ଏକାବେଳେ ୩ ଭଉଣୀ ସଫଳତା ପାଇଛନ୍ତି। ଫଳାଫଳ ଘୋଷଣା ପରେ ୩ ଭଉଣୀଙ୍କ ସଫଳତା ସାରା ଦେଶରେ ଆଲୋଚନା ହେଉଛି।
ଭୟଙ୍କର କାର୍ ଦୁର୍ଘଟଣା କାରଣରୁ ସ୍ୱାମୀ କୋମାକୁ ଚାଲିଗଲେ । ଯେନେତେନ କରି ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ୩ ବର୍ଷ ପରେ କୋମାରୁ ସୁସ୍ଥ ଭାବେ ଫେରିପାଇଲେ ସ୍ତ୍ରୀ । ଏବେ ଲୋକଙ୍କ ପାଖରୁ ଆଣିଥିବା ପ୍ରତିଟି ସହାୟତା ରାଶିକୁ ଶୁଝିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ । ଗୋଟେ ଅଧେ ଟଙ୍କା ନୁହେଁ, ବରଂ ଲୋକଙ୍କୁ ୨୧ ଲକ୍ଷ ଟଙ୍କା ଫେରାଇବେ ଜଣେ ଚାଇନିଜ୍ ମହିଳା ।
ଯଦି ଆପଣ ରିଲ୍ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍ରେ ଯଦି ଆପଣ ରିଲ୍ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍ ହୋଇପାରେ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
'ଆଦିପୁରୁଷ'ରେ ସଂଳାପକାର ମନୋଜ ଏଭଳି ଅନେକ ସଂଳାପ ଲେଖିଛନ୍ତି, ଯେଉଁଥିପାଇଁ ଦର୍ଶକ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଦର୍ଶକମାନେ ଅଭିଯୋଗ କରିଛନ୍ତି। ଦର୍ଶକଙ୍କ ଠାରୁ ସେ ଯେଉଁ ସମାଲୋଚନାର ଶିକାର ହେଉଛନ୍ତି ତାହା ଉପରେ ମନୋଜ ପ୍ରତିକ୍ରିୟା ରଖିଛନ୍ତି।
ଏମିତି ବି ଥାଆନ୍ତି ଚୋର...ସ୍ଥାନୀୟ ଅଞ୍ଚଳର ଯୁବକ ଅଭିଯୋଗ କରିବା ପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ହସ୍ପିଟାଲ ଭିତରେ ସ୍କୁଟର...ହ୍ୱିଲ ଚେୟାର ନମିଳିବାରୁ ସ୍କୁଟରରେ ହସ୍ପିଟାଲର ୩ ମହଲା ଉପରକୁ ଗଲେ ରୋଗୀ ।
'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।
ଅଜବ୍ ନିଶା ନା ପାଗଳାମୀ ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?
ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...
୮ ମହଲାର ବାଲ୍କୋନିରୁ ତଳକୁ ଖସିପଡ଼ିଲା ୫ ବର୍ଷର ଶିଶୁ। ଏଥିରେ ଶିଶୁଟିର ଜୀବନ ଚାଲି ଯାଇଛି।