ଜମ୍ମୁ-କାଶ୍ମୀରର ଏଲ୍ଓସି ନିକଟରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି।
ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଓ ପ୍ରତୀକ୍ଷିତ ସିନେମା ‘ଆଦିପୁରୁଷ’। ହାଉସ୍ ଫୁଲ୍ ଶୋ’...ବମ୍ପର ଓପନିଂ... ବଡ଼ ପରଦାରେ ରାମାୟଣକୁ ମିଳିଛି କିଛି ଏମିତି ରେସ୍ପନ୍ସ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଲ୍ୟାଣ୍ଡଫଲ୍ ସମୟରେ ଓ ପରେ ବାତ୍ୟା 'ବିପର୍ଯ୍ୟୟ' ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଖାଲି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବରଂ ଏ ସାମୁଦ୍ରିକ ଝଡ଼ବାତ୍ୟା ପ୍ରଭାବରେ ଗୁଜରାଟର ୧୦ଟି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି।
ଚାଲିଥିଲା ବିବାହ। ବର ହଠାତ ଯୌତୁକ ମାଗିଲା। ଝଗଡା ବଢିଲା। ଯେତେ ବୁଝାସୁଝା କଲେ ମଧ୍ୟ ବର ତା’ ଜିଦିରେ ଅଟଳ ରହିଲା। କନ୍ୟାପକ୍ଷ ନେଲେ ଏମିତି ପଦକ୍ଷେପ। ଦେଲେ ଉତ୍ତମ ମଧ୍ୟମ।
ବିପର୍ଯ୍ୟୟ ମୁକାବିଲାର ଏକମାତ୍ର ଲକ୍ଷ୍ୟ, ନଯାଉ ଗୋଟିଏ ବି ଜୀବନ । ଏଥିପାଇଁ ୧୮ଟି NDRF ଓ ୧୨ଟି SDRF ଟିମ୍ ମୁତୟନ ରହିଛନ୍ତି । ଜରୁରୀ ସ୍ଥିତିରେ ବିପନ୍ନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିଛି NDRFର ୧୫ ଟିମ୍ ।
ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ ।
ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ର ଆୟୋଜନ କରିବ।
କୁନି ପୁଅର ଆୟୁଷ ସାମ୍ନାରେ ମୃତ୍ୟୁ ବି ହାର ମାନିଲା । ପାଖରେ ବାପାମା’ଙ୍କ ମୃତଦେହ ପଡ଼ିଥିଲେ ସୁଦ୍ଧା ଅକ୍ଷତ ଅବସ୍ଥାରେ ଉଦ୍ଧାର ହେଲା ନବଜାତକ ।
ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରେସ୍ଲେଟ୍ କାହିଁକି ସ୍ପେଶାଲ୍?
ସେ ଇନିଂସର ଶେଷ ଓଭରର ଶେଷ ବଲ୍ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ଚୀନକୁ ପାର୍ କରି ଭାରତ ବନିଲା ବିଶ୍ୱର ଜନବହୁଳ ଦେଶ । ବର୍ତ୍ତମାନ ଭାରତ ସର୍ବାଧିକ ଜନବହୁଳ ରାଷ୍ଟ୍ରର ଆଖ୍ୟା ପାଇସାରିଥିବା ପରେ ବି ଆଗାମୀ ୭୭ ବର୍ଷରେ ଏହା ବହୁଳ ଭାବରେ ବୃଦ୍ଧି ପାଇସାରିଥିବ । ଜାଣନ୍ତୁ କେତେ ଥିବ ଭାରତର ମୋଟ ଜନସଂଖ୍ୟା..
‘ଆଦିପୁରୁଷ’କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏକା ଦିନରେ ଆହୁରି ୩ଟି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଗୋଟିଏ ବଡ ବଜେଟ୍ର ଫିଲ୍ମ ମଧ୍ୟ ରହିଛି। ଏହା ଆଦିପୁରୁଷ ସହ ଟକ୍କର ଦେବ। ଜାଣନ୍ତୁ କ’ଣ ସେହି ଫିଲ୍ମ।
ବ୍ୟକ୍ତି ଜଣକ ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିଥିଲେ। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
ସ୍ତ୍ରୀ ଓ ଦୁଇ ଶଳାଙ୍କ ମାଡ଼ରେ ଯୁବକଙ୍କ ପ୍ରେମ ନିଶା ଛାଡ଼ିଗଲା, ମାମଲା ଥାନାରେ ଯାଇ ପହଞ୍ଚିଲା.. ଏବେ
ଶସ୍ତା ହୋଇପାରେ ଖାଇବା ତେଲ। ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ କେନ୍ଦ୍ର ସରକାର କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି।
ଅନ୍ତିମ ସତ୍କାର ପାଇଁ ନେବାକୁ ତାଙ୍କ ଶରୀରକୁ ଏକ କଫିନ୍ ଭିତରେ ରଖାଯାଇଥିଲା। ବୃଦ୍ଧାଙ୍କ ମୃତ୍ୟୁ ଖବର ଜାଣିବା ପରେ ପରିବାର ଓ ସମ୍ପର୍କୀୟ ଏକାଠି ହୋଇଥିଲେ। କିନ୍ତୁ ତାପରେ ଘଟିଲା ଚମତ୍କାର
ବାରମ୍ବାର ଗର୍ଭପାତ କାହିଁକି ହେଉଛି ତାହା ଉପରେ ଏହା ସବିଶେଷ ଧାରଣା ଦେଇପାରିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।
ଭାରତ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ବିନା ଅନୁମତିରେ ଆପଣ ଫୋନ୍ କଲ୍ ରେକର୍ଡିଂ କରିବା ବେଆଇନ୍। ତେବେ କିଛି ଥାର୍ଡ-ପାର୍ଟି ଆପ୍ ମାଧ୍ୟମରେ କଲ୍ ରେକର୍ଡିଂ ସମ୍ଭବପର ହୋଇଥାଏ।
ଅନ୍ଧାର ରାତିରେ ମଝି ସମୁଦ୍ରରେ ବୁଡ଼ିଗଲା ଡଙ୍ଗା। ଏଥିରେ ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ କୌଣସି ପତ୍ତା ମିଳିପାନାହିଁ।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ‘ବିପର୍ଯ୍ୟୟ’। ସନ୍ଧ୍ୟାରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାର ସମ୍ଭାବନା ରହିଛି।