ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ରେଲିଂ ଭିତରେ ପଶି ଆରପଟକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପରେ ତାଙ୍କର ଏହି ଷ୍ଟାଇଲ୍ ନିଜ ଉପରେ ହିଁ ଭାରି ପଡ଼ିଛି।
କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ ଉଭୟ ଧୋନି ଓ ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହେଉଛି। ମ୍ୟାଚ୍ ସରିବା ପରେ ଉଭୟ ଫେରୁଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ବାଇଡେନ୍ । କହିଲେ, ଆମେରିକାରେ ଆପଣ ଖୁବ୍ ଲୋକପ୍ରିୟ ।
କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା
ପ୍ରତିବର୍ଷ ୨୧ ମେ’ରେ ‘ଜାତୀୟ ଆତଙ୍କବାଦ ବିରୋଧୀ ଦିବସ’ ଆୟୋଜିତ ହୋଇଥାଏ, ଯାହା ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପାଳନ କରାଯାଏ। ଆସନ୍ତୁ ଏହାର ଇତିହାସ ଓ ଗୁରୁତ୍ୱ ବିଷୟରେ ଜାଣିନେବା।
ମାର୍ଚ୍ଚ ୨୧କୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ। କବିତା ସହ ଜୀବନର ଗୁରୁତ୍ୱକୁ ସୂଚେଇଦେବା ହେଉଛି ଏହି ଦିନର ମହତ୍ତ୍ୱ। କବିତା ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଏବଂ ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋଚ୍ଚ ଏବଂ ସର୍ବୋତ୍ତମ ରୂପ ଭାବରେ ବିବେଚନା କରାଯାଏ।
RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?
ପୁନଃବିଚାର କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ । ବଦଳି ଓ ନିଯୁକ୍ତି ଦାୟିତ୍ୱ ଆପ୍ ସରକାରଙ୍କୁ ପ୍ରଦାନ କରିଥିଲେ SC ।
ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ବିମାନ କର୍ମଚାରୀ ତାଙ୍କ ଉଦେଶ୍ୟ ଜାଣିପାରିଲେ । ଯଦି ସେ ଧରା ପଡ଼ିନଥାନ୍ତେ ତେବେ ତାଙ୍କୁ ଲଗେଜ ପରିବହନ ବାବଦକୁ କମ୍ ଦେୟ ଦେବାକୁ ପଡ଼ିଥାନ୍ତା ।
'ଦ କେରଳ ଷ୍ଟୋରୀ'କୁ ଦେଖିଲେ ଅଦା ଶର୍ମାଙ୍କ ଜେଜେମା’। ଏଥିରେ ଥିବା ରେପ୍ ସିନ୍କୁ ଦେଖି ଯାହା କହିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ରିପୋର୍ଟରେ ପଢନ୍ତୁ ସେ କ’ଣ କହିଛନ୍ତି।
ସବୁବେଳ ପରି ଏଥର ବି ସାଉଥ୍ ଓ ବଲିଉଡ୍ ଭିତରେ ଟକ୍କର ଦେଖିବାକୁ ମିଳିଛି। ଶ୍ରୀନିବାସ ବେଲମକୋଣ୍ଡା ଷ୍ଟାରର୍ ‘ଛତ୍ରପତି’ ଏବଂ ବିଦ୍ୟୁତ ଜାମୱାଲ୍ ଅଭିନୀତ ‘ଆଇବି ୭୧’ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ପରିସରରେ ରହିଛି। ତେବେ ରୋଜଗାର ଦୃଷ୍ଟିରୁ କିଏ ଆଗରେ ଅଛି ଆସନ୍ତୁ ଜାଣିବା।
ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍ରୁ ବର୍ତ୍ତିବେ ଓ ନିଜ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।
ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ରହିଛି ।
ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆନ୍ୟ କିଛି ନେତା ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।
ଏମିତି କୁଳାଙ୍ଗାର ପୁଅ କାହାକୁ ନଦିଅନ୍ତୁ ଭଗବାନ୍ । ମାରିବା ପରେ ବାପା,ମା’, ଆଈଙ୍କ ମୃତଦେହରେ ସାନିଟାଇଜର ଢ଼ାଳି ଜାଳିଦେଲା ଅଭିଯୁକ୍ତ ।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୪୨୦ ଟଙ୍କା ହୋଇଛି।
ରୁଷିଆ ପ୍ରବେଶ ଉପରେ ବ୍ୟାନ୍ ଲଗାଇଲେ ପୁଟିନ୍ ସରକାର । ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ କଟକଣା ।
ଚେୟାରରେ ବସିଥିଲେ, ହଠାତ୍ ସାର୍ଟ ପକେଟ୍ରେ ଥିବା ଫୋନ୍ ଫାଟି ଜଳି ଯାଇଥିଲା। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।