ଚେୟାରରେ ବସିଥିଲେ, ହଠାତ୍ ସାର୍ଟ ପକେଟ୍ରେ ଥିବା ଫୋନ୍ ଫାଟି ଜଳି ଯାଇଥିଲା। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।
ଖୋଲିବ ‘ଟାଇଟାନିକ୍’ ବୁଡ଼ିର ଗୁମର। ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ି ରହିଥିବା ଜାହାଜର ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅଭିଯୁକ୍ତ ଓ ପୀଡିତା ଗୋଟିଏ ଗାଁର। ଘଟଣାକୁ ନେଇ ମହିଳାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି।
ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍କୁ ବଦଳା ଯାଇପାରିବ।
ଆଜିକାଲି ମହୁମାଛି ପାଳିବା ଏକ ଶୌକ ହୋଇଯାଇଛି ଯାହା ଅନେକ ଚାଷୀ, ବଗିଚା ପ୍ରେମୀ ଏବଂ ମହୁମାଛି ପାଳକଙ୍କୁ ଆକର୍ଷିତ କରୁଛି। ଆସନ୍ତୁ ମହୁମାଛି ବିଷୟରେ ଅଧିକ କିଛି ଜାଣିବା ଏବଂ କିପରି ମହୁମାଛି ଚାଷ କରାଯାଏ ତାହାର ଟିପ୍ସ ନେବା।
ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ ମାମଲା ନେଇ ପୂର୍ବତନ ଏନ୍ସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କୁ ଅନୁରୋଧ କରିଛନ୍ତି ଶାହରୁଖ ଖାନ। ଖୁଲାସା ହୋଇଛି ଉଭୟଙ୍କ ଚାଟ୍। ଦେଖନ୍ତୁ ଶାହରୁଖ କ’ଣ ଲେଖିଛନ୍ତି।
ଆପଣ ଭାବିବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ କଣ ରହିଛି ! ଆଜ୍ଞା...ଏମାନେ ଚଳନ୍ତା ସ୍କୁଟିରେ ହିଁ ଏଭଳି କାର୍ଯ୍ୟ କରିଛନ୍ତି।
ଆଜିକାଲି ଘରଟିଏ କଲେ ଏଥିରେ ଭଣ୍ଡାର ଘର କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି। ତେବେ ଏହାର ନିର୍ମାଣରେ ଯଦି ବାସ୍ତୁତ୍ରୁଟି ରୁହେ ତେବେ ଅନେକ ଅଶୁଭ ଫଳ ମିଳିଥାଏ। ତେବେ ଆସନ୍ତୁ ଭଣ୍ଡାର ଘରର ଉଚିତ ବାସ୍ତୁ ବିଷୟରେ ଜାଣିନେବା।
କମ୍ପାନୀ ଗତ ନଭେମ୍ବରରେ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଓ ୧୦ ହଜାର କର୍ମଚାରୀଙ୍କୁ ଗତ ମାର୍ଚ୍ଚରେ ବାହାର କରିଦେଇଥିଲା।
DRDOରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଗ୍ରାଜୁଏଟ୍ / ଡିପ୍ଲୋମା / ଆଇଟିଆଇ କରିଥିବା ପ୍ରାର୍ଥୀମାନେ ଏହାର ଫାଇଦା ନେବେ।
ଆଜିକାଲି ରାଖୀ ସାୱନ୍ତଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ଖୁବ ମାଡ଼ ଖାଇ ଆହତ ହୋଇଥିବା ଦେଖାଯାଏ। ତାଙ୍କ ଅବସ୍ଥା ଏମିତି ହେଲା ଯେ ତାଙ୍କୁ ଟେକି ଟେକି ଡାକ୍ତରଖାନା ନେବାକୁ ପଡିଲା।
ଦୁଇଜଣ ବନ୍ଧୁ ଏକା ସଙ୍ଗେ ସୋସିଓଲୋଜି ପଢ଼ୁଥିଲେ । ଉଭୟ ଗୋଟିଏ କଲେଜରେ ପଢ଼ୁଥିବାବେଳେ କୌଣସି କାରଣକୁ ନେଇ ସେମାନଙ୍କମଧ୍ୟରେ ବଚସା ହୋଇଥିଲା ପରେ ପରେ ସେହି କାରଣରୁ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସଲମାନ ଖାନ୍ଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଃଖ ଖବର ସାମ୍ନାକୁ ଆସିଛି। ନିକଟରେ ‘ଟାଇଗର-୩’ ସୁଟିଂ ସମୟରେ ସଲମାନ ଖାନ୍ ଆହତ ହୋଇଛନ୍ତି। ସଲମାନ ଖାନ୍ଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି।
ବହୁ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଉପରେ ଲାଗିବନି ରୋକ୍। ପଶ୍ଚିମବଙ୍ଗ ସରକାର ଲଗାଇଥିବା ବ୍ୟାନ୍ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।
ଦିନକର ଘଟଣା ନୁହେଁ, କୁକୁରର ଟ୍ରେନ୍ ଯାତ୍ରା ନିତିଦିନ ବୋଲି ଭିଡିଓ ସେୟାର କରି ଜଣେ ଇନଷ୍ଟା ୟୁଜର ଉଲ୍ଲେଖ କରିଛନ୍ତି।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ‘ବଟ ସାବିତ୍ରୀ ବ୍ରତ’ ଭାବେ ପାଳନ କରାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।
ବର୍ଷା-ପବନକୁ ଖାତିର ନକରି ସବୁକିଛି ସଜାଡ଼ି ନେବାକୁ ଚେଷ୍ଟା କରୁଛନ୍ତି ମହିଳା । ଆଉ ତାରି ଭିତରେ ଜଣେ କୁନିପୁଅ ମା’କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ଷା ଉଡ଼ାଇ ନେଉଥିବା ପାଲକୁ ଜାବୁଡ଼ି ଧରୁଛି କୁନିପୁଅ ।
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପ୍ରେମ କାହାଣୀ ଏବଂ ବିବାହ ବିଷୟରେ ଲୋକମାନେ ଜାଣନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ମନମାଳିନ୍ୟ କଥା କେବେ ଘରୁ ବାହାରକୁ ଆସି ନଥିଲା, କିନ୍ତୁ ଯେତେବେଳେ ଦୁହିଁଙ୍କ ମଧ୍ୟରେ ଝଗଡା ସାମ୍ନାକୁ ଆସିଥିଲା, ବିଗ୍ ବି ଗଣମାଧ୍ୟମ ସାମ୍ନାରେ ଜୟାଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଭଗବତ୍ କଥା ଶୁଣିବାକୁ ଯାଇ ଆଉ ଫେରିଲେ ନାହିଁ ଦମ୍ପତି .. .କିଏ ମାରିଦେଲା ନା ଆତ୍ମହତ୍ୟା କଲେ . .?