ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?
ସାମ୍ନାକୁ ଆସିଲା କଙ୍ଗନାଙ୍କ ଅଭିନୀତ ‘ଏମର୍ଜେନ୍ସୀ’ ର ପ୍ରଥମ ଟିଜର। ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଶୁଣିବାକୁ ମିଳିଲା କଙ୍ଗନାଙ୍କ ଦମ୍ଦାର୍ ଡାଏଲଗ୍। ଜାଣନ୍ତୁ କେବେ ହେବ ରିଲିଜ୍।
ଯଦି ଆପଣ ସାଧାରଣ ବଗିରେ କୌଣସି ସ୍ଥାନକୁ ଯାଉଥା’ନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କାରଣ ଭାରତୀୟ ରେଳ ପକ୍ଷରୁ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଛି ଘୋଷଣା କରାଯାଇଛି ।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
‘ଆଦିପୁରୁଷ’କୁ ନେଇ ଚାରିଆଡେ ବିବାଦ। ଏହାରି ଭିତରେ ପ୍ରଭାସ ତାଙ୍କ ଇଟାଲୀ ଘରକୁ ଭଡାରେ ଦେଇଛନ୍ତି। ଏହି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି।
ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଛି।...
UPSC ଖୁବ୍ ଶିଘ୍ର ଶେଷ କରିବ ଆସିଷ୍ଟାଣ୍ଟ ପ୍ରଫେସର, ଆସିଷ୍ଟାଣ୍ଟ ସର୍ଜନ / ମେଡିକାଲ ଅଫିସର, ସ୍ପେଶାଲିଷ୍ଟ ଗ୍ରେଡ୍ III ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୧୩ଟି ପଦବୀ ପୂରଣ ହେବ।
ନିଜ ସଂସାରକୁ ନିଜେ ଉଚ୍ଛନ୍ନ କରିଦେଲା ଭାଇ...ସମସ୍ତଙ୍କୁ ମାରିବା ପରେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଞ୍ଜୁ ଭାଗବତଙ୍କ ସହ ଏପରି ହୋଇଛି । ଦିଆଯାଇଥିବା ସୂଚନା ଅନୁସାରେ ଭାଗବତଙ୍କ ପିଲାଦିନ ଠିକ୍ଠାକ୍ ଥିଲା । କିନ୍ତୁ କିଛିଦିନ ଯିବାପରେ ତାଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଲିବାକୁ ଲାଗିଥିଲା ।
ପିଙ୍କ୍ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଲୋକଙ୍କ ହ୍ୱାଟ୍ସଆପ୍କୁ ଆସୁଛି ମେସେଜ୍ । ଆଉ ଏହି ହ୍ୱାଟ୍ସଆପ୍ ମେସେଜ୍ ଲିଙ୍କ୍ରେ କ୍ଲିକ୍ କରି ପିଙ୍କ୍ ହ୍ୱାଟ୍ସଆପ୍ ଡାଉନ୍ଲୋଡ୍ କରିବା ପରେ ହାକ୍ ହେଉଛି ମୋବାଇଲ।
ଆଇଆଇଟି କାନପୁର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନୟରିଂ ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ପରୀକ୍ଷଣ ସଫଳ ହୋଇଛି ।
ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।
ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା । ଖବରକାଗଜରେ ଲିଡ୍ ଷ୍ଟୋରୀର ହେଡ୍ଲାଇନ୍ ପାଲଟିଛନ୍ତି ମୋଦି ।
OSINT ଡିଫେଣ୍ଡର, ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି । ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି ।
ଭିଡିଓଟି ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।
ମୋଦିଙ୍କ ଭାଷଣର ପ୍ରତି ବାକ୍ୟରେ ଅତିଥି ତଥା ଅନ୍ୟ ପ୍ରତିନିଧିମାନେ ଛିଡ଼ା ହୋଇ ତାଳିମାରିଥିଲେ । ଆଉ ମୋଦିଙ୍କୁ ସ୍ୱାଗତ କରିଥିଲେ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅନ୍ତରୀକ୍ଷରେ ରୋଷେଇ କରିବା ଏକ ବିରଳ ଘଟଣା। ମହାକାଶଚାରୀମାନେ ସାଧାରଣତଃ ସେମାନଙ୍କର ମିଶନ ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ପ୍ୟାକେଟ୍ ଖାଦ୍ୟ ଉପରେ ନିର୍ଭର କରନ୍ତି। ଏବେ ବୈଜ୍ଞାନିକମାନେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ରେ ଆଳୁ ଚିପ୍ସ ଛାଣିବାରେ ସଫଳ ହୋଇଛନ୍ତି।
ଅନେକ ସମୟରେ ଦେଖାଯାଏ ଯେ ଯେତେ ସଚେତନ ହୋଇ କାକୁଡି କିଣିଲେ ବି ଏହା କେବେଳେ ପିତା ପଡିଯାଏ ତ ପୁଣି କେତେବେଳେ ଶୁଖିଲା ପଡିଯାଏ। ଅନେକ ସମୟରେ ବୁଢା ମଧ୍ୟ ବାହାରେ। ଆପଣାନ୍ତୁ ଏହି ୫ ଉପାୟ, କାକୁଡି ଭଲ ପଡିବ।
ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।
ଏମିତିରେ ବି ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ।
ଖାଲି ସେତିକି ନୁହେଁ ମହିଳାଙ୍କ ସହ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ ବି ମାଡ଼ ମାରି ଟ୍ରେନ୍ ବାହାରକୁ ଠେଲି ଦେଇଥିଲେ ଦୁର୍ବୃତ୍ତ ।
ରେଳବାଇରେ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ୍ ୱେଷ୍ଟର୍ଣ୍ଣ ରିଜିଅନ୍ (RRC WR) ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ମାଧ୍ୟମରେ, ୩୬୨୪ ପଦବୀ ପୂରଣ ହେବ।
ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବଳ ଜନସାଧାରଣ ନୁହଁନ୍ତି ଅନେକ ବଡ ବଡ କଳାକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ 'ମହାଭାରତ'ର 'ଯୁଧିଷ୍ଠିର' ଗଜେନ୍ଦ୍ର ଚୌହାନ ମଧ୍ୟ ଏନେଇ ପ୍ରତିକ୍ରିୟା କରିଛନ୍ତି। ପଢନ୍ତୁ ଏହାର ନିର୍ଦ୍ଦେଶକ ଓ ଲେଖକଙ୍କୁ ଟାର୍ଗେଟ୍ କରି ସେ କ’ଣ କହିଛନ୍ତି।