• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Divorced couple surprises daughter
ଝିଅର ଖୁସି ପାଇଁ ସବୁ ଭୁଲିଗଲେ; ଏକାଠି ପହଞ୍ଚିଲେ ଛାଡ଼ପତ୍ର ନେଇଥିବା ଦମ୍ପତି, କନ୍ଦାଇବ ଏହି ଭିଡିଓ

୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।

Tribal Boy Clears NEET
Success Story: ନେଟ୍‌ୱର୍କ ନଥିବାରୁ ପାହାଡ ଉପରେ ପଢ଼ୁଥିଲେ, ପ୍ରଥମ ପ୍ରୟାସରେ NEET କ୍ଳିଅର୍

ଡାକ୍ତର ହେବେ ଆଦିବାସୀ ଗରିବ ଘରର ପୁଅ । ପ୍ରଥମ ପ୍ରଚେଷ୍ଟାରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ।

 Khandapara Wooden Crafts
Special Story: ଦିବ୍ୟାଙ୍ଗ ହେଲେବି ସ୍ୱାବଲମ୍ବୀ; ପ୍ରଶାନ୍ତଙ୍କ ହାତର ସ୍ପର୍ଶରେ କଥା କହୁଛି ନିର୍ଜୀବ କାଠଖଣ୍ଡ...

ନିଜର ଦୃଢ଼ ଇଚ୍ଛା ଶକ୍ତି । ଆଉ ଶାରୀରିକ ଅକ୍ଷମତା । ଏଠି ଯେମିତି ହାର୍ ମାନିଛି । ଦିବ୍ୟାଙ୍ଗ ହେଲେବି ସେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ତାଙ୍କ ହାତର ଯାଦୁ ଆଜି ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । 

 Khandapara's Wooden Crafts
କାଠ ଏଠି କଥା କହେ

ତାଙ୍କ ସ୍ପର୍ଶରେ କଥାକୁହେ ଏ ନିର୍ଜୀବ କାଠଖଣ୍ଡ । ମାତ୍ର କିଛି ସମୟରେ ତିଆରି କରିନ୍ତି ଭଳିକି ଭଳି ସୁନ୍ଦର ସୁନ୍ଦର ଜିନିଷ । ନିଜର ଦୃଢ଼ ଇଚ୍ଛା ଶକ୍ତି... ଆଉ ଶାରୀରିକ ଅକ୍ଷମତା... ଏଠି ଯେମିତି ହାର୍‌ ମାନିଛି ।

  • Tuesday, 03 September 2024
Tribal Student Clears NEET
ଡାକ୍ତର ହେବେ ପୁଣି ଜଣେ ଆଦିବାସୀ ଛାତ୍ର, ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

ଇଶାକଙ୍କ ଏହି ସଫଳତା ପରେ ଘରେ ଖୁସିର ଲହରି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ ଲେଖିଛନ୍ତି ।

Handicapped Artists
ଫ୍ୟାସନ୍‌ ସୋ’ରେ ଦିବ୍ୟାଙ୍ଗ

କିଏ ଟ୍ରାଏ ସାଇକେଲରେ ଆସୁଛି...କିଏ ଚାଲି ଚାଲି ଅ।ସୁଛି....କିଏ ଆରବିଆନ ସେଠ୍ ତ କିଏ ଦାଦା କଷ୍ଟୁମରେ । ସମସ୍ତଙ୍କ ମୁହଁରେ ଦମ୍ଭ ଓ ଦୃଢ଼ତା । ମ୍ୟୁଜିକ ସହ ଜଣଙ୍କ ପରେ ଜଣେ ଆସି ଦେଖାଉଛନ୍ତି ଫେସନ୍ସ ଜଲୱା । ଆପଣମାନେ ଦେଖୁଥିବା ଏହି ମଡେଲମାନେ ହେଉଛନ୍ତି ଭିନ୍ନକ୍ଷମ ।

Bike Ambulance
ଜୀବନ ବଞ୍ଚାଉଛି ବାଇକ୍‌ ଆମ୍ବୁଲାନ୍ସ, ଗରିବଙ୍କ ସାଜିଛି ସାହାରା

ଗରିବର ସାହାରା ପାଲଟିଛି ବାଇକ୍‌ ଆମ୍ବୁଲାନ୍ସ । ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି । ଫଳରେ ଉପକୃତ ହୋଇପାଇଛନ୍ତି ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକର ଲୋକେ ।

Nayagarh SP Turns Motivator
ପିଲାଙ୍କୁ ସଫଳତାର ମନ୍ତ୍ର ଦେଲେ IPS ରାହୁଲ ଜୈନ

UPSC ଭଳି କଠିନ ପରୀକ୍ଷା ପାଇଁ ଆବଶ୍ୟକ ନୁହେଁ କୋଚିଂ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ସଫଳତାର ଚାବି କାଠି। ଏପରି ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି ନୟାଗଡ଼ର SP IPS ରାହୁଲ ଜୈନ। ବିନା କୋଚିଂରେ ଘରି ବସି ଇଣ୍ଟେରନେଟର ସଦୁପଯୋଗ କରି UPSC ଭଳି ପରୀକ୍ଷା ମଧ୍ୟ କ୍ରାକ କରିହେବ।

doctor
ଗରିବ ବାପାର ପଢ଼ୁଆ ପୁଅ, ବାପା ଦିନ ମଜୁରିଆ ପୁଅ ହେବ ଡାକ୍ତର

ଏ ଝାଟିମାଟି ନୂଆଣିଆ ଚାଳଛପର ଘରର ଏ ହେଉଛନ୍ତି ଉଜ୍ଜଳ ପ୍ରଦୀପ । ଆପଣ ୟାଙ୍କୁ ସୁନା ପୁଅ ବୋଲି ମଧ୍ୟ କହିପାରିବେ । ବାପା ସିନା ଗରିବ ଦିନ ମଜୁରିଆ... ହେଲେ ଏ ପୁଅ ଡାକ୍ତର ହେବ । ଆଖିରେ ଥିବା ଅସୁମାରୀ ସ୍ୱପ୍ନ ଆଜି ତାଙ୍କର ସତ ହେବାକୁଯାଉଛି । ଏ ଗରିବ ବାପା ମା’ଙ୍କ ପୁଅ ଏମ୍‌ବିଏସ୍‌ ପଢ଼ି ଡାକ୍ତି ହେବାକୁ ଯାଉଛି ।

Vijaypat Singhania
ଦିନେ ଥିଲେ ଦେଶର ସବୁଠୁ ବଡ଼ ଧନୀ; ଏବେ ଭଡ଼ା ଘରେ ବିତୁଛି ଜୀବନ

ବିଶ୍ୱର ଧନୀ ତାଲିକାରେ ମୁକେଶ ଅମ୍ୱାନୀ, ଅନୀଲ ଅମ୍ବାନୀ, ଗୌତମ ଆଦାନୀଙ୍କ ପରି କିଛି ଭାରତୀୟଙ୍କ ନାଁ ରହିଛି। ହେଲେ ଏମାନଙ୍କଠାରୁ ଜଣେ ବ୍ୟବସାୟୀ ଢେର୍ ଧନୀ ଥିଲେ।

Para Athlete Seetal Devi
ପାରାଅଲିମ୍ପିକ୍ସରେ ଶୀତଲଙ୍କ ଦବ୍‌ଦବା ! ଗୋଟିଏ ପଏଣ୍ଟ ଯୋଗୁଁ ବିଶ୍ୱ ରେକର୍ଡରୁ ବଞ୍ଚିତ

ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଏବଂ ଗୋଡ ବହୁତ ଛୋଟ ରହିଯାଏ ।

Dragon Fruit Farming
ମାଲେମାଲ୍ କରିଦେଲା ବିଦେଶୀ ଫଳ ଡ୍ରାଗନ ଫ୍ରୁଟ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ୟୁଟ୍ୟୁବ ଦେଖି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ । ଚାଲନ୍ତୁ ଜାଣିବା ଜଣେ ସଫଳ ଚାଷୀଙ୍କ ବିଷୟରେ...

  • Friday, 30 August 2024
Dragon Fruit
ଡ୍ରାଗନ କଲା ମାଲେମାଲ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ଦେଖନ୍ତୁ ୟୁଟ୍ୟୁବ ଦେଖି କିପରି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ ।

India Book of Records
ଗୋଲ୍ଡ ମେଡାଲ ପାଇବା ସହ ରେକର୍ଡ କଲା ୩ବର୍ଷର କୁନିପୁଅ

ନିଜ ନାଁ ବି ଠିକ୍‌ରେ କହିପାରୁ ନ ଥିବା ଏ କୁନି ପୁଅଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛି। ଖନେଇ ଖନେଇ କଥା କହୁଛି। କିନ୍ତୁ ଯାହା କହୁଛି ଠିକଠାକ୍। ବୟସ ମାତ୍ର ୩ ବର୍ଷ ୬ ମାସ ହୋଇଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ କହିପାରୁଛି ୨୫ରୁ ଅଧିକ ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର।

docter
ଡାକ୍ତର ହେବେ ବଣ୍ଡା ଛାତ୍ର, ସମଗ୍ର ବଣ୍ଡାଘାଟିରେ ଖୁସିର ଲହରୀ

ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ

IAS couple
ସ୍ୱାମୀ-ସ୍ତ୍ରୀ ଉଭୟ IAS: ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା; ଜାଣନ୍ତୁ କାହିଁକି...

ସ୍ୱାମୀ-ସ୍ତ୍ରୀ ଉଭୟ IAS, ବିବାହରେ ଖର୍ଚ୍ଚ କଲେ ମାତ୍ର ୫୦୦ ଟଙ୍କା । ତେବେ କାହିଁକି ଏତେ କମ୍‌ ଟଙ୍କାରେ ବିବାହ କଲେ ? ଏହା ପଛର ଉଦ୍ଦେଶ୍ୟ କଣ ? କଣ ପାଇଁ ଏମିତି ବିବାହ କଲେ ? ଜାଣନ୍ତୁ...

Doctor
ବରା ପକୁଡ଼ି ବିକୁଥିଲେ, ଏବେ ଡାକ୍ତର ହେବେ

ବରା ପକୁଡ଼ି ବିକି ମାଟ୍ରିକ ପରୀକ୍ଷା ଦେଇ ରଖିଥିଲେ ୮୯ ପ୍ରତିଶତ ମାର୍କ। ଆଉ ଏବେ ଜେଇଇ ମେନ୍ ରେ ଭଲ ରାଙ୍କ ରଖି ମେଡ଼ିକାଲ ନିଟ୍ ରେ ସିଟ ପାଇଛନ୍ତି ।

Cow's Search For Calf
ଦେଢ଼ ବର୍ଷ ପରେ ଛୁଆକୁ ଖୋଜୁଛି ମା’, ଚିକିତ୍ସା ପାଇଁ ଆସି ଆଉ ଫେରିନି

ଦେଢ଼ ବର୍ଷ ତଳର କଥାକୁ ମନେ ରଖିଛି ଗାଈଟିଏ । ଅଟୋଟି ଯୁଆଡେ ଯାଉଛି ଗାଈଟିଏ ଗୋଡ଼ାଇ ଚାଲିଛି । ଅଟୋ ଭିତରେ ଚାଳକଙ୍କ ବ୍ୟତୀତ ଆଉ କେହିବି ନାହାନ୍ତି ।

Gagan
Success Story: ମଜୁରୀ ଲାଗି ଦିନକୁ ରୋଜଗାର କରୁଥିଲେ ୩୫୦ ଟଙ୍କା, ଏବେ ପାଇଲେ IIT

ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।

Divyang
ସ୍ୱାଭିମାନୀ ମୁରଲୀ, ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ

ଢେଙ୍କାନାଳ ସହର ହାଟ ରୋଡରେ ରହୁଥିବା ମୁରଲୀ ସାହୁ । ଜନ୍ମରୁ ସେ ଜଣେ ଦିବ୍ୟାଙ୍ଗ । ରାତି ହେଲେ ନିଜର ତିନି ଚକିଆ ସାଇକେଲ ଯୋଗେ ବାହାରିପଡ଼ନ୍ତି ବାହାରକୁ ।

Bengaluru Landlord
ଚର୍ଚ୍ଚାରେ ଘର ମାଲିକ; ଦେଉଥିଲେ ମାଗଣା ଡିନର୍, ବଢ଼ାଉନଥିଲେ ଘର ଭଡ଼ା

ମାଗଣା ଡିନର୍, ପୁଣି ଟଙ୍କାଟିଏ ବି ଘର ଭଡ଼ା ବୃଦ୍ଧି ନାହିଁ । ବଡ଼ ହୃଦୟ ଦେଖାଇଥିବା ଏମିତି ଜଣେ ଘର ମାଲିକ ଏବେ ଚର୍ଚ୍ଚାରେ ।

Emotional Farewell
ଶୋଭାଯାତ୍ରା କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘରେ ଛାଡ଼ିଲେ ଛାତ୍ରଛାତ୍ରୀ ଓ ଗାଁ ଲୋକେ

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ନଳିନୀପ୍ରଭା ପୃଷ୍ଟି l

Returns Gold Chain
ସଚ୍ଚୋଟ ମଣିଷ ଶ୍ରବଣ, ଫେରାଇ ଦେଲେ ୩ ଭରିର ଚେନ୍‌

ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍‌ ହେବ । ଏ ସହୃଦୟ ବ୍ୟକ୍ତି ଜଣକ ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ ।

IAS Ananya Das
ପ୍ରଥମ ପ୍ରୟାସରେ IAS ବନିଥିଲେ ଏହି IIT ଗ୍ରାଜୁଏଟ୍, ବଡ଼ ଚାକିରି ଛାଡ଼ି ବାଛିଥିଲେ ସିଭିଲ ସର୍ଭିସ୍

୨୦୧୫ ବ୍ୟାଚର ଗୁଜରାଟ କ୍ୟାଡରର IAS ଅଫିସର ଅନନ୍ୟା ଦାସ । ପ୍ରଥମ ପ୍ରୟାସରେ ହାସଲ କରିଥିଲେ AIR ୧୬ ରାଙ୍କ୍ ।

BDO
ସାଲ୍ୟୁଟ୍ ବିଡିଓ ବାବୁ; ଡାଇରିଆରେ ଆକ୍ରାନ୍ତ ଛୋଟ ଶିଶୁକୁ କୋଳରେ ଧରି ନେଲେ ମେଡିକାଲ୍...

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ମେଡିକାଲ ନେଲେ ବିଡିଓ । ନବରଙ୍ଗପୁର ନନ୍ଦାହାଣ୍ଡି ବିଡିଓଙ୍କ ମହାନତା । ଅନ୍ଧବିଶ୍ବାସ ପାଇଁ ମେଡିକାଲ ଯାଉନଥିଲେ ଆକ୍ରାନ୍ତ । ୩ ଜଣ ରୋଗୀଙ୍କୁ ନିଜ ଗାଡ଼ିରେ ମେଡିକାଲ ପଠାଇଲେ ବିଡିଓ ।