Advertisment

କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇଚାଲିଛି କୁନିଝିଅ ବଂଶିକା

କୁନି ଓଠରେ ଅନେକ ପ୍ରଶ୍ନର ଉତ୍ତର ଦେଇଚାଲିଛି କୁନିଝିଅ ବଂଶିକା । ଏମିତି ଗୋଟିଗୋଟି କରି ୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା । ଏ ସୁନା ଝିଅ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବଂଶିକା ପ୍ରିୟଦର୍ଶିନୀ ।

author-image
Pallipuspa Samal
Baby Girl Special Story
Advertisment
Advertisment