Millet Cultivation
କ୍ଷେତରେ ହସୁଛି ମାଣ୍ଡିଆ
କ୍ଷେତରେ ହସୁଛି ମାଣ୍ଡିଆ । ଶତାଧିକ ହେକ୍ଟର ଚାଷ ଜମିରେ କରାଯାଇଛି ମାଣ୍ଡିଆ ଚାଷ । ଏ ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର । ବ୍ଲକରେ ଥିବା ୧୧୦ ଟି ଗାଁରେ ମାଣ୍ଡିଆ ଚାଷ ହେଉଛି । ଚାଷୀମାନଙ୍କୁ ଉନ୍ନତମାନର ବିହନ ସାଙ୍ଗକୁ ପ୍ରଥମ ବର୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହଯୋଗ କରାଯାଉଛି ।
Millet Cultivation
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)