ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ବାପା-ମାଙ୍କ ନିର୍ଦ୍ଦୟ ହୃଦୟ! ଗୋଟେ ଛୋଟ ଛୁଆ ଛାତ ଉପରେ ଆଣ୍ଠେଇ ଆଣ୍ଠେଇ ଯାଉଥିବା ବେଳେ ଏକ ମାଙ୍କଡ ତାକୁ ଆକ୍ରମଣ କରୁଛି। ପରିବାର ଲୋକେ ବସି ଦେଖୁଛନ୍ତି।
ଦୁନିଆକୁ ଭଲକି ଜାଣିନି । କିନ୍ତୁ ଅଢ଼େଇ ବର୍ଷର ଶିଶୁ ଅନର୍ଗଳ ଗାଇଚାଲିଛି କୃଷ୍ଣ ନାମ । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କ ଭଜନ କୀର୍ତ୍ତନରେ ବ୍ୟସ୍ତ ।
୨ଶହରୁ ଊର୍ଦ୍ଧ୍ୱ ପ୍ରଶ୍ନର ଉତ୍ତର ତା’ ମୁହେଁ ମୁହେଁ ଅଛି । ଯାହା ତା’ ପାଇଁ ଆଣି ଦେଇଛି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସଫଳତା ।