ଆପଣ ଅନେକ ପ୍ରକାର ଚିଙ୍ଗୁଡ଼ିର ସୁଆଦିଆ ରେସିପି ଖାଇଥିବେ କିନ୍ତୁ କେବେ ‘ଖଟାମିଠା ଚିଙ୍ଗୁଡ଼ି କଷା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଚିଙ୍ଗୁଡ଼ିର ଏହି ସୁଆଦିଆ ରେସିପି ।
ମାଣ୍ଡିଆ ନାଁ ଶୁଣିଲେ, ମନକୁ ଆସେ, ଏହା ଆଦିବାସୀ ତଥା ଦେଶିଆ ଖାଦ୍ୟ। ହେଲେ ବଦଳିଛି ମାଣ୍ଡିଆ ପରଷିବାର ଢାଞ୍ଚା । ଦେଶୀ ମାଣ୍ଡିଆରେ ଲାଗିଛି ଆଧୁନିକତାର ଛାପ। ରୂପ ନୂଆ, ନାଁ ବି ନୂଆ। ସବୁ ବର୍ଗର ଖାଦ୍ୟପ୍ରେମୀଙ୍କୁ ଆଖି ଆଗରେ ରଖି ମାଣ୍ଡିଆଜାତ ଉତ୍ପାଦରେ ପ୍ରସ୍ତୁତ ହେଉଛି ଫାଷ୍ଟଫୁଡ୍।
ଖରାବେଳେ ଖାଦ୍ୟରେ କଣ ଖାଦ୍ୟ ପ୍ରସ୍ତୁତ କରିବେ ସେଥିପାଇଁ ଚିନ୍ତିତ କି ? ବିଲ୍କୁଲ୍ ଚିନ୍ତା କରନ୍ତୁ ନାହିଁ, କାରଣ ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବନେଇବୁ । ଆଜି ଗୁରୁବାର ରାନ୍ଧଣାରେ ଘରେ ବନାନ୍ତୁ ‘ମଲାଇ ମଟର ମସ୍ରୁମ୍’
ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଆମେ ବନେଇବା ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଛେନା ଝିଲି’ ।
ଆପଣ କେବେ ‘ବୋନଲେସ୍ ଚିକେନ ହଂକଂ’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ରେଷ୍ଟୁରାଣ୍ଟ ଷ୍ଟାଇଲରେ ଘରେ ପ୍ରସ୍ତୁତ କରନ୍ତୁ ‘ବୋନଲେସ୍ ଚିକେନ ହଂକଂ’ । ତେବେ ଚାଲନ୍ତୁ ଜାଣିବା ‘ବୋନଲେସ୍ ଚିକେନ ହଂକଂ’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ଜହ୍ନି ରାଇ’ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍ରେ ରଖି ଖାଆନ୍ତୁ ନାହିଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍ରେ ରଖି ଖାଇବା ଜମା ବି ଠିକ୍ ନୁହେଁ, ଆସନ୍ତୁ ଜାଣିବା ।
ଗୁଡ଼ ଓ ଚଣା ଖାଇବା ଦ୍ୱାରା ରକ୍ତର ଶର୍କରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି ? ଏଥିରେ ଭରପୁର ଆଇରନ୍ ରହିଥାଏ । ଯାହାକି ରକ୍ତ ଅଭାବଠୁ ଦୂରରେ ରଖିଥାଏ । ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ବେଶ୍ ଉପକାର ମିଳିଥାଏ ।
ଏହି ରୋଷେଇରେ ପାଖାପାଖି ୧୨ଶହ ସ୍କୁଲ ପିଲା ସହଯୋଗ କରିଥିଲେ।
ମୂଳା ବଟାକୁ ହଳଦୀ ଗୋଳା...ପୁଣି ଭଜା ଚିଙ୍ଗୁଡି...ଓଃ ପାଟିରୁ ନାଳ ଆସିଲାଣି, ଆଉ ଡେରି କରିବାନି...ଏଇନୁ ଆରମ୍ଭ କରିଦେବା ରୋଷେଇ
ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ ଗାଁ ପାଇଁ ଥରେ ଖାସୀ ମ୍ୟାଚ ଖେଳନ୍ତି
ଭାରି ସୁଆଦିଆ ଚିନା ବାଦାମ ବଟା ଦିଆ ସୁଆଦିଆ ମାଛ । କେମିତି ହୁଏ ପ୍ରସ୍ତୁତ ଜାଣନ୍ତି ?
ପାମ୍ପଡ ପୋସ୍ତ କେବେ ଖାଇଛନ୍ତି ? ଥରେ ଖାଆନ୍ତୁ ତାର ମଜା ଜାଣି ପାରିବେ । ହେଲେ କେମିତି କରିବେ ଦେଖନ୍ତୁ
ଖାସି ମାସଂକୁ ଧୋଇ...କଟା ମସଲାକୁ କଟା ପିଆଜ ମୁଗ ଦେଇ ଏମିତି କରନ୍ତୁ ମୁଗ ମାଂସ ତରକାରୀ। ଥରେ ଖାଇଲେ ଜମାରୁ ପାଟିରୁ ଛାଡିବନି
ଆପଣ ମଟନର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ସୁଆଦିଆ ରେସିପି ବନେଇବୁ । ଏହି ରେସିପିର ନାଁ ହେଉଛି ‘ସାହି ମଟନ୍ କୋର୍ମା’।
ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ସୁଆଦିଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଆଫଗାନୀ ପନୀର ମସଲା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।
ଚିକେନ୍ କ୍ଷୀର ରସା। ନାଁ ଶୁଣି ଆପଣ ଟିକିଏ ଭାବୁଥିବେ ଇଏ କେମିତିକା ଡିସ୍? ଚିକେନ୍ରେ ଅଦାରସୁଣ ବଟା ସହ ହଳଦୀଗୁଣ୍ଡ ଦେଇ ଏମିତି କରନ୍ତୁ ଚିକେନ୍ କ୍ଷୀର ରସା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...
ପଇଡରେ ଚିଙ୍ଗୁଡି । ଥରେ ଖାଇଲେ ପାଟିରେ ଲାଳ ଆସିଯିବ। ଜାଣିଛନ୍ତି ମିତି ହୁଏ ତିଆରି । ତେବେ ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ।
ବିରି ରସ ବରା । ଥରେ ପାଟିରେ ପଡିଲେ ଏ ବରାର ପ୍ରେମରେ ପଡିବା ଥୟ। ଏ ବର୍ଷା ପାଗରେ ଥରେ କରିକି ଖାଆନ୍ତୁ ରସବିରିବରା
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ
ସିଜୁଆନି ମଶରୁମ୍। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...
ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...