ଖାସି ମାସଂକୁ ଧୋଇ...କଟା ମସଲାକୁ କଟା ପିଆଜ ମୁଗ ଦେଇ ଏମିତି କରନ୍ତୁ ମୁଗ ମାଂସ ତରକାରୀ। ଥରେ ଖାଇଲେ ଜମାରୁ ପାଟିରୁ ଛାଡିବନି
Published: Pallipuspa Samal
Last updated: 25 September 2022, 12:39 PM IST
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟାନ୍ୟ ଫାଇଦା।