• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Darshan of Lord Jagannath will be closed
ଆଜି ଶ୍ରୀଜିଉଙ୍କ ବନକ ଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସଂପାଦନ କରିବେ । ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

Odisha Divas
ଦୁବାଇରେ ଓଡ଼ିଶା ଦିବସ ସମାରୋହ: ନୃତ୍ୟଗୀତ ସହ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ

ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର  ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।

  • Wednesday, 17 May 2023
World Hypertension Day
World Hypertension Day: କାହିଁକି ବଢିଚାଲିଛି ଉଚ୍ଚ ରକ୍ତଚାପ ରୋଗୀ ସଂଖ୍ୟା

ଯେମିତି ସାରା ଦୁନିଆରେ ଚାପ ବୃଦ୍ଧି ପାଉଛି, ସେହି ବେଗରେ ଉଚ୍ଚ ରକ୍ତଚାପ ବା ହାଇ ବିପି ସମସ୍ୟା ଲୋକମାନଙ୍କୁ ନିଜ ଆଡକୁ ଟାଣି ନେଉଛି। ତେବେ କାହିଁକି ବଢିଚାଲିଛି ଉଚ୍ଚ ରକ୍ତଚାପ ରୋଗୀ ସଂଖ୍ୟା ଜାଣିବା ପାଇଁ ପଢନ୍ତୁ।

International day of living together in peace
ଭିନ୍ନତା ସତ୍ତ୍ୱେ ପରସ୍ପରକୁ ସମ୍ମାନ ଦେଲେ ମିଳେ ଶାନ୍ତିରେ ଏକାଠି ରହିବାର ସୁଯୋଗ

ଆଜିକାଲି ବ୍ୟକ୍ତିକୁ ନେଇ ହେଉ କି ଜାତିକୁ ନେଇ, ଅଞ୍ଚଳକୁ ନେଇ ହେଉ କି ରାଜ୍ୟ ନେଇ ଅନେକଙ୍କ ମନରେ ଅଶାନ୍ତି ଦେଖିଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ଏକାନ୍ତ ଜରୁରୀ। କିପରି ଏହାକୁ ପ୍ରତିଷ୍ଠା କରିହେବ ଆସନ୍ତୁ ଜାଣିବା।

International Day
ବିଶ୍ୱ ପରିବାର ଦିବସରେ ଏକ ସୁନ୍ଦର ପରିବାରର କାହାଣୀ : ଗୋଟିଏ ଛାତ ତଳେ ରୁହନ୍ତି ୨୨ସଦସ୍ୟ

ବରଗଡ଼ କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର,ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ।

  • Monday, 15 May 2023
What is the impotance of International Family Day
International Family Day: ଏକ ପରିବାର ହିଁ ଏକ ମଜବୁତ୍ ଜାତିର ଉଦାହରଣ

ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।

  • Monday, 15 May 2023
Mothers day Special
ସଂଘର୍ଷ କାହାଣୀରେ ମାଆ; ଜନ୍ମନଦେଇ ବି ପାଲଟିଛନ୍ତି ଶହଶହ ଅସହାୟଙ୍କ ଜନନୀ

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।

Woman donates kidney
ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।

mothers day
Mother’s Day : ସେ ପରା ମା’ . . . ! ଜରାଶ୍ରମରେ ଛାଡ଼ି ଯାଇଥିଲେ ବି ନିଇତି ପୁଅର ମଙ୍ଗଳ ମନାସେ

ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।

Two mother in old age home
Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ

ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା ପିଲାମାନଙ୍କ ନେଇ କ’ଣ କୁହନ୍ତି ଏହି ଦୁଇ ମା’।

Happy Mother's Day 2023: significance of  Mother's Day
Mother’s Day: ସବୁ ବିପଦରେ ଯିଏ ସାହା, ସିଏ ମା’; ଆସନ୍ତୁ ଜାଣିବା ଆଜି ଦିନର ମହତ୍ତ୍ୱ...

ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ ଦିବସ ଅବସରରେ ସେଇ ମା’ର ଗୁରୁତ୍ୱ ବିଷୟରେ ଜାଣିନେବା।

Manda Pitha
ଅଧ ରାତିରେ ସ୍ୱପ୍ନାଦେଶ ଦେଲେ ମାଆ : କହିଲେ, ଭେଣ୍ଡା ବଦଳରେ ମଣ୍ଡା ଦିଅ

ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ

Patala Ganga
ସୀତାଙ୍କୁ ଶୋଷ ଲାଗିବାରୁ...ପାତାଳକୁ ଏଇଠି ତୀର ମାରିଥିଲେ ଲକ୍ଷ୍ମଣ, ଆର୍ବିଭାବ ହୋଇଥିଲେ ଗଙ୍ଗା

ବନବାସ ସମୟରେ ମାଆ ସୀତାକୁ ଶୋଷ ଲାଗିଥିଲା । ପାଣି ଖୋଜିବା ପରେ ବି ମିଳିନଥିଲା...ପାତାଳକୁ ଶର ମାରି ଗଙ୍ଗାଙ୍କ ଆର୍ବିଭାବ କରିଥିଲେ ଲକ୍ଷ୍ମଣ । ସେହିଦିନରୁ ଏଇଠି ବୁଡ ଦେବାକୁ ଭକ୍ତଙ୍କ ଲାଗିଛି ଲାଇନ୍‌ । ବିଶ୍ବାସ ଅଛି ଏଇଠି ବୁଡ଼ ପକାଇଲେ ହେବନି ଚର୍ମ ରୋଗ।

Mother Yashodarani's agony
Mother’s Day: ଦିନେ ସବୁଥିଲା, ହେଲେ ଏବେ ଭଙ୍ଗା ଆଜବେଷ୍ଟସ୍ ଓ ଛିଣ୍ଡା ଅଖା ତଳେ କଟୁଛି ଏଇ ମା’ର ଜୀବନ

ମା’ଟିଏ ସାହାଟିଏ। ଯେତେ ଝଡ ଝଞ୍ଜା ଆସୁପଛେ କେବେ ବି ଦୋହଲେ ନାହିଁ ମା’ର ମନ। ସବୁ ଯନ୍ତ୍ରଣାକୁ ସହି ସେ ତା’ ସନ୍ତାନ ଆଖିରେ ଦେଖିଚାଲେ ସୁଖର ସପନ। ସେମିତି ଜଣେ ମା’ ହେଲେ ଯଶୋଦାମଣି। ଆସନ୍ତୁ ଜାଣିବା ତାଙ୍କ ଦୁଃଖ କାହାଣୀ।

Manda Pitha
ଅଧ ରାତିରେ ମାଆଙ୍କର ହେଲା ସ୍ୱପ୍ନାଦେଶ : ଭେଣ୍ଡା ବଦଳରେ ମଣ୍ଡା ଦେଇ ସନ୍ତୁଷ୍ଟ କଲେ ଶ୍ରଦ୍ଧାଳୁ

ଗାଁରେ ବ୍ୟାପିଥିଲା ହଇଜା । ଭେଣ୍ଡା ପିଲାଙ୍କର ଗଡୁଥିଲା ମଣ୍ଡା...ମାଆଙ୍କ ପାଖରେ ଅଧିଆ ପଡିଲେ ଗାଁ ଲୋକେ । ଭେଣ୍ଡା ବଦଳରେ ଦିଆଗଲା ମଣ୍ଡା । ୨୦୦ ବର୍ଷ ହେଲାଣି ଏମିତି ଲାଗୁଛି ଭୋଗ

'Chaka Dera' ritual
ଆଜ୍ଞାମାଳ ଆସିବା ପରେ ସଂପନ୍ନ ହେଲା ତିନି ରଥର ଚକଡେରା ନୀତି

ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ।

International Nurses Day
International Nurses Day: ଜାଣନ୍ତୁ, କିଏ ସେହି ମହିଳା ଯାହାଙ୍କ ପାଇଁ ଆଜି ନର୍ସମାନେ ସମ୍ମାନର ଅଧିକାରୀ ?

ଜଣେ ରୋଗୀର ସ୍ୱାସ୍ଥ୍ୟ ପାଇଁ ଜଣେ ନର୍ସର ଭୂମିକା କମ୍ ନୁହେଁ। କରୋନା ସମୟରେ ଏହାକୁ ସମସ୍ତେ ବୁଝିଥିବେ। ଏନେଇ ନର୍ସଙ୍କୁ ସମ୍ମାନ ଦେବା ନେଇ ଆଜି ଦିନଟି ଉତ୍ସର୍ଗୀକୃତ। ଆସନ୍ତୁ ଜାଣିବା ଏହା ପଛର ଇତିହାସ।

National Technology Day
National Technology Day : ଆଜି ଭାରତ ପାଇଁ ଗର୍ବ ଓ ଗୌରବର ଦିନ, କାହିଁକି…

ପ୍ରତିବର୍ଷ ୧୧ ମେ’ରେ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଳନ କରାଯାଏ। ବିଭିନ୍ନ ଥିମ୍‌କୁ ନେଇ ଏହି ଦିବସ ପାଳିତ ହୁଏ। ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା ଚଳିତ ବର୍ଷ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ପାଇଁ କ’ଣ ଥିମ୍ ରହିଛି।

Mahabharat
ଅଜ୍ଞାତବାସରେ ମହାଭାରତ: କୁଡ଼ିଆ ଘରେ ରହିବେ ମାସେ କାଳ

ସେ ଧନୀ ହୁଅନ୍ତୁ କି ଗରିବ... ମାସେକାଳ ସବୁ ମୋହ ମାୟାରୁ ମୁକ୍ତି ହୋଇ କୁଡିଆରେ ରହିବାକୁ ପଡେ । ଆଉ ଚାଲେ ମହାଭାରତର ସଂପୂର୍ଣ୍ଣ ପୂରାଣ । ବିଶ୍ୱାସ ରହିଛି ଯେ ଏହି ବ୍ରତ ଯିଏ ପାଳନ କରେ ସେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତ କରେ । ଏହା ହେଉଛି ମହାଭାରତ ଜ୍ଞାନ ଯଜ୍ଞ।

World Thalassaemia Day 2023
World Thalassaemia Day: କାହିଁକି ହୁଏ ଥାଲାସେମିଆ; ଜାଣନ୍ତୁ ଦିବସ ପାଳନର ମହତ୍ତ୍ୱ

ଥାଲାସେମିଆ ହେଉଛି ଏକ ବଂଶଗତ ରକ୍ତ ବିକାର ସମସ୍ୟା ଯାହା ସାଧାରଣ ଠାରୁ କମ୍ ହେମୋଗ୍ଲୋବିନ୍ ଏବଂ ଶରୀରରେ କମ୍ ଲାଲ ରକ୍ତ କଣିକାର ବିଶେଷତା। ଏହାର ଲକ୍ଷଣ ମଧ୍ୟରେ ଦୁର୍ବଳତା, ଥକାପଣ, ଧୀର ଅଭିବୃଦ୍ଧି ଆଦି ରହିଛି। ଏ ବିଷୟରେ ସଚେତନତା ପାଇଁ ପାଳନ ହେଉଛି ‘ବିଶ୍ୱ ଥାଲାସେମିଆ ଦିବସ’।

Why Celebrating World red cross day, theme and history
World Red Cross Day: କେବେ ଓ କାହିଁକି ପାଳନ ହୁଏ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’

ପ୍ରତିବର୍ଷ ଏକ ଥିମ୍‌କୁ ନେଇ ‘ବିଶ୍ୱ ରେଡ୍ କ୍ରସ୍ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଏ, ଯେଉଁଥିରେ ସମଗ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କାରଣ ବିଶ୍ୱର ସବୁ ଲୋକମାନଙ୍କୁ ଏଥିରେ ସାମିଲ ହେବା ନେଇ ଉତ୍ସାହିତ କରାଯାଏ। ଆସନ୍ତୁ ଜାଣିବା ଏହାର କାରଣ, ଇତିହାସ ଆଉ ମୂଳଭିତ୍ତି।

World Laughter Day
ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।

Know when next solar eclipse in this year
କେବେ ଲାଗିବ ଦ୍ୱିତୀୟ ସୂର୍ଯ୍ୟ ପରାଗ ? ମାନନ୍ତୁ ଏହିସବୁ ଜିନିଷ...

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟ ପରାଗ ଦେଖାଯାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୧୪ରେ ଲାଗିବ।

World Laughter Day 2023
ସାଙ୍ଗ ହୋଇ ହସିବା ଲାଗି ଏକାଠି ହେଲେ ଶତାଧିକ ଲୋକ...

ଆଜିକାଲି ଲୋକଙ୍କର ବ୍ୟସ୍ତବହୁଳ ଜୀବନ ଭିତରେ ଟିକିଏ କାହା ସହିତ କଥା ହେବା ପାଇଁ ସମୟ ନାହିଁ । ସ୍ଥିତି ଏମିତି ହେଲାଣି ଯେ ମନଖୋଲି ହସିବା ପାଇଁ ଲୋକେ ଭୁଲିଗଲେଣି । ଅନେକ ଜାଣି ବି ନାହାନ୍ତି କି ହସିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୁଏ, ଅନେକ ସକରାତ୍ମକ ପ୍ରଭାବ ବି ପଡ଼େ

  • Sunday, 07 May 2023
When celebrating World Laughter Day
World Laughter Day: ହାସ୍ୟ ସୃଷ୍ଟିକରେ ସଂସାରରେ ଶାନ୍ତି ପ୍ରତିଷ୍ଠା

ଆଜିର ଧାଁ ଦୌଡ ଜୀବନରେ ଲୋକେ ହସକୁ ଭୁଲି ଗଲେଣି। ମନ ଖୋଲା ହସିବାକୁ କାହାପାଖେ ସମୟ ନାହିଁ। ଏହି ହସ କିନ୍ତୁ ଶରୀରରେ ଏକ ନୂଆ ଶକ୍ତି ଏବଂ ଉର୍ଜା ଦେଇଥାଏ। ହସିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଏନେଇ ପ୍ରତି ବର୍ଷ ପାଳନ ହୁଏ 'ବିଶ୍ୱ ହାସ୍ୟ ଦିବସ'। ଆସନ୍ତୁ ଜାଣିବା ଏହା ପଛର କାରଣ।

  • Sunday, 07 May 2023