ଫିଲ୍ମ ‘RRR’ ରିଲିଜ୍ ତାରିଖକୁ ନେଇ ମେକର୍ସ ଏବେ ୨ଟି ତାରିଖ ଘୋଷଣା କରିଛନ୍ତି। ଗତକାଲି RRR ମେକର୍ସ ପକ୍ଷରୁ ଫିଲ୍ମ ରିଲିଜ୍ ତାରିଖ ଘୋଷଣା ନେଇ ବିବୃତି ଜାରି କରାଯାଇଛି।
ସାଉଥ୍ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ
ଆଜି ବି ମନେ ପକାଉଛନ୍ତି ଦର୍ଶକ। ନିଜର ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ଜାଗା କିଣି ନେଇଥିଲେ ସୁଶାନ୍ତ। ସେ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜନ୍ମଦିନରେ ଫଟୋ ସେୟାର କରି ନିଜର ପ୍ରିୟ କଳାକାରଙ୍କୁ ମନେ ପକାଉଛନ୍ତି ଦର୍ଶକ
ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଫାଟିଯିବ...ଯାହାକୁ ଛାତି ଚିରି କ୍ଷୀର ଖୁଆଇଥିଲା ତା’ର ଜୀବନ ବଂଚାଇବା ପାଇଁ ରଡ଼ି ଛାଡ଼ି କାନ୍ଦୁଛି ମାଆ କୁକୁର...କହୁଛି ଯେମିତି କିଏ କୋଉଠି ଅଛରେ ମୋ ଛୁଆକୁ ରକ୍ଷା କର, ତାକୁ ବଂଚାଇ ଦିଅ...
ନିଜର ମିଶନ ପାଇଁ ପ୍ଲାନିଂ ଓ ଫ୍ଲଟିଂ କରୁଛନ୍ତି ନାଗୀଣ...ରୁଦ୍ରି ଓ ନାଗେଶଙ୍କୁ ଅଲଗା କରିବା ପାଇଁ ସତେ ଯେମିତି ସେ କରିଛନ୍ତି ପଣ...ସେ ଯେତେବେଳେ ଚାହୁଁଥିଲେ ପୁଣି ନିଜ ରୂପ ବଦଳାଉଥିଲେ ଆଉ ଏବେ...
ଦୀର୍ଘ ୧୮ ବର୍ଷ ଏକାଠି ରହିବା ପରେ ଧନୁଷ ଓ ଐଶ୍ୱର୍ଯ୍ୟା ପରସ୍ପରଠୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରସ୍ପର ସହମତିରେ ଉଭୟ ଅଲଗା ହେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଏକ ନୋଟ୍ ଶେଆର କରି ଜଣାଇଥିଲେ।
କି ମାଡ଼ରେ ନାରଣ !! ପୂରା କୁଆ–ଛୁଆ ଉଡ଼ିଲାରେ... ଯିଏ ଆସିଲା ଖୋବିଲା... ଗଛରେ ବାନ୍ଧି ପକାଇଲେ, ସେକି ଦେଇ ଗଲେ... ଦେଖନ୍ତୁ ଭାଇନାଙ୍କ ବଦନକୁ...
ବର୍ଷସାରା ଟିଭିରେ ଅଭିନୟ କରି ଲୋକଙ୍କ ମନୋରଂଜନ କରୁଥିଲେ। ଆଉ ଆଜି ଷ୍ଟେଜ୍ ସୋ’ରେ ପୂରା ବୋବାଲ କରିଦେଲେ। ଦେଖନ୍ତୁ କେମିତି ଥିଲା ତରଙ୍ଗ ପରିବାର ଆୱାର୍ଡ ୨୦୨୨
ଆଶା ଟାହିଟାପରାର ଶିକାର ହେଉଛନ୍ତି । ଅଟ୍ଟହାସ୍ୟ ବି ନୀରବରେ ସହୁଛନ୍ତି । ତାଙ୍କ ହୃଦୟ ବଡ । କାରଣ ସେ ଚାହୁଁ ନାହାନ୍ତି ତାଙ୍କ ପରିବାରରେ ଅଶାନ୍ତି ହେଉ । ଏଇମିତି ଏକ ପାରିବାରିକ କାହାଣୀ ‘ଆଶା’ ଖୁବଶୀଘ୍ର ଆସୁଛି ତରଙ୍ଗ ଟିଭିରେ ।
ମୋ ବୋଉଲୋ ଏଇଠି ତିଆରି ହେଉଛି ସସ୍... ଏହେ... ଖାଲି ପୋକ ସାଲୁବାଲୁ ଲୋ... ଆମେ ଏଇଆଉ ପିଆଜି, ପକୁଡ଼ି, ବରାରେ ମଡ଼େଇ ଖାଉଥିଲେ... ଛି ଛି... ବାନ୍ତି ଆସିଲାଣି..
ସାଉଥ୍ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ।
ମୋ ବୋଉଲୋ !! ପୁଷ୍ପକ ବିମାନରେ ବସି କୁଆଡ଼େ ବାହାରିଲେ କିରେ ନେତା? କରୋନା କାଳରେ ଏମାନେ କଣ ଢୋଲ ବାଜା ବଜାଇ ବାହାରିଲେଣି...ଏମାନେ ତ ଓମିକ୍ରନକୁ ବି ଦଳରେ ମିଶେଇ ଦେବେରେ ନାରଣ
ଦୀର୍ଘ ୧୮ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇ ଅଲଗା ହେବାକୁ ଘୋଷଣା କରିଛନ୍ତି ତାମିଲ ଅଭିନେତା ଧନୁଷ । ସୋସିଆଲ ମିଡିଆରେ ଏସମ୍ପର୍କିତ ଏକ ନୋଟ୍ ସେୟାର କରିଛନ୍ତି ଧନୁଷ । ଯେଉଁଥିରେ ପରସ୍ପର ଠାରୁ ଅଲଗା ହେବା ପାଇଁ ଘୋଷଣା କରିବା ସହ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବାକୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି ।
ପ୍ରସୂତିଙ୍କ ଜୀବନ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡୁଥିଲେ କିନ୍ନର...କେହି ଶୁଣୁନଥିଲେ କି ଉଦ୍ଧାର କରିନଥିଲେ...ହେଲେ ଜଣେ ଯୁବକ ନିଜ ସ୍କୁଟି ଅଟକାଇ କିନ୍ନରଙ୍କ ସହ ଯିବା ପରେ ଦେଖନ୍ତୁ ହେଲା କଣ?
ଜାହ୍ନବୀ କପୁର ପ୍ରାୟ ସମୟରେ ନିଜ ଆକର୍ଷଣୀୟ ଚେହେରାରେ ଲୋକଙ୍କ ହୋସ୍ ଉଡାନ୍ତି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଅନେକ ବୋଲ୍ଡ ଫଟୋରେ ଭରିଥିଲେ ବି ତାଙ୍କର ଆଉ ଏକ ନୂଆ ଫଟୋ ଲୋକଙ୍କୁ ପାଗଳ କରିବାରେ ଲାଗିଛି।
ପିଲାମାନେ ହେଉଛନ୍ତି କଞ୍ଚା ମାଟି। ତାଙ୍କୁ ଯେମିତି ଗଢିବ ସେମାନେ ସେମିତି ତିଆରି ହେବେ। ଏ ଦିଗରେ ଶିଳ୍ପା ଶେଟ୍ଟୀ ମଧ୍ୟ ପଛରେ ପଡି ନାହାନ୍ତି। ସେ ତାଙ୍କ କୁନି ଝିଅକୁ ଆଧ୍ୟାତ୍ମକ ମାର୍ଗରେ ନେବା ନେଇ ଉଚିତ ଶିକ୍ଷା ଦେଉଥିବା ଦେଖାଯାଏ।
‘ପୋକେମନ୍’ର ଲୋକପ୍ରିୟତା ସମସ୍ତେ ଜାଣନ୍ତି। ତେବେ ଏହାକୁ ଆହୁରି ଦର୍ଶକାଭିମୁଖି କରିବା ନେଇ ଆହୁରି ତିନି ଭାଷାରେ ପ୍ରସ୍ତୁତି କରାଯାଉଛି।
ବଲିଉଡ୍ରେ ଭାରତୀୟ ସେନାକୁ ନେଇ ଅନେକ ଫିଲ୍ମ ରହିଛି। ଏହି ଫିଲ୍ମଗୁଡିକୁ ପ୍ରାୟ ଦର୍ଶକ ପସନ୍ଦ କରିଥାନ୍ତି। ତେବେ ଆସନ୍ତୁ ନଜର ପକେଇବା ସେହିଭଳି ୫ଟି ଫିଲ୍ମ ଉପରେ।
‘ତରଙ୍ଗ ଟିଭି’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗା ଧାରାବାହିକ "ଆଶା"। କହିବ ଜଣେ ସାଧାରଣ ଗୃହିଣୀର ଅସାଧାରଣ କାହାଣୀ। ଜାଣନ୍ତୁ କେବେ ଓ କେତେବେଳେ ପ୍ରସାରଣ ହେବାକୁ ଯାଉଛି।
ବଢି ବଢି ଚାଲିଛି ‘ପୁଷ୍ପା’ ଷ୍ଟାରର୍ ଅଲ୍ଲୁ ଅର୍ଜୁନ୍ଙ୍କ ପ୍ରଶଂସକଙ୍କ ସଂଖ୍ୟା। ଏ ଦିଗରେ ସେ ପ୍ରଭାସ, ରାମ ଚରଣ ଓ ଏନ୍ଟିଆର୍ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
ମା’ର ପଣତକୁ ନେଇ ଭାବପ୍ରବଣ ହୋଇଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର୍। ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଲୋକଙ୍କ ମନ କିଣୁଛି।
ଫିଲ୍ମ ଅଭିଳାଷ ଓ ଫୁଲଚନ୍ଦନ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ମଧ୍ୟ ହାସଲ କରିଥିଲେ।
ରଅଲ ଯୋଡ଼ିରୁ ରିଲ୍ ଯୋଡି ବନିବେ ନବ ବିବାହିତା ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍ । ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ । ନିକଟରେ ବିବାହ କରିଥିବା ଏହି କ୍ୟୁଟ୍ କପଲ ଖୁବଶୀଘ୍ର ବଡ଼ ପରଦା ନିଜର ଅଭିନୟର ଯାଦୁ ଦେଖେଇବେ।
ଗୋଟିଏ ଗୋଇଠା ଦେଲେ ଯେ ଗେଟ୍ ଖୋଲି ଦୁଇଫାଳ...କଲେକ୍ଚରଙ୍କ ଗାଡ଼କୁ ଦେଲେ ଧକ୍କା, ପୋଲିସକୁ ନାଲି ଆଖି ଦେଖାଇ ଜିଲ୍ଲାପାଳଙ୍କ ଅଫିସରେ କଲେ ଭଙ୍ଗାରୁଜା...ଷଣ୍ଢ ଭଳିଆ ତ ମାତିଲେରେ ନାରଣ
ବଲିଉଡ୍ ପାଖରେ ସରିଗଲା କି ସ୍କ୍ରିପ୍ଟ ? ଆଉ ନୂଆ କାହାଣୀ ଭାବିବା, ଲେଖିବା ଓ ଏହାକୁ ନିର୍ଦ୍ଦେଶନା ଦେବାକୁ କେହି ନାହାନ୍ତି କି ? ଏପରି ପ୍ରଶ୍ନ ଆମ ମନରେ ନୁହେଁ ଅନେକଙ୍କ ମନରେ। ବଲିଉଡକୁ ଭଲ ପାଉଥିବା, ବଲିଉଡ୍ ଫିଲ୍ମ ପାଇଁ ଦିୱାନା ଥିବା ମୋ ଭଳି ଅନେକଙ୍କ ପାଖରେ ଏବେ ଏମିତି ପ୍ରଶ୍ନ। କାରଣ ବିଗତ କିଛି ବର୍ଷ ଧରି ବଲିଉଡର ଅବସ୍ଥା, ସିନେମା ନିର୍ମାଣ ଓ ଏହାର ପ୍ରସାର ପ୍ରଚାରକୁ ଦେଖି କିଛି ଏପରି ମନେ ହେଉଛି।