ମୁଁ ଆମ୍ବକଷିଆ ଅଦା ହେଲେ ପଖାଳ ତୁ, ମୁଁ ତୋଫା ମଲ୍ଲିଫୁଲ ସକାଳ ତୁ। ଦୋକାନଠୁ ବଜାର, ଗାଁଠୁ ହାଟ...ତରଙ୍ଗର ଏହି ଗୀତ ଏବେ ମଚାଉଛି ଧୁମ୍। ଆପଣ ବି ଥରେ ଶୁଣିନିଅନ୍ତୁ ଏହି ଗୀତ, ଆଉ କମେଂଟ୍ ଦିଅନ୍ତୁ କେମିତି ଲାଗିଲା ଏହି ଗୀତ
Published: Pallipuspa Samal
Last updated: 26 April 2022, 02:09 PM IST
ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ ରଖାଯାଇଥିବା କୁହାଯାଉଛି। ଛତିଶଗଡ଼ ଦୁର୍ଗରୁ ସନ୍ଦିଗ୍ଧ ଧରାପଡ଼ିଥିବା ସୂଚନା । ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଧରିଲା ରେଲୱେ ପୋଲିସ ।