Advertisment

ଓଡ଼ିଆ ଟିଭି ସିରିଏଲ୍ ଅଭିନେତା ଥାନାରେ ଅଟକ

ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ଓଡ଼ିଆ ସିରିଏଲ୍‌ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odia TV serial Actor Detained

Odia TV serial Actor Detained

ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ପ୍ରେମ ପରେ ଯୁବତୀଙ୍କୁ ବିବାହ ପାଇଁ ମନା କରିବା ଅଭିଯୋଗରେ ଅଭିନେତା ଏମ.ସୁମନ କୁମାରଙ୍କୁ ପାହାଳ ଥାନାରେ ଅଟକ ରଖାଯାଇଛି। ଅନେକ ଓଡ଼ିଆ ସିରିଏଲ୍‌ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। 

Advertisment

ଯୁବତୀଙ୍କ ଅଭିଯୋଗ ଆଧାରରେ ପାହାଳ ଥାନାରେ ଅଭିନେତା ସୁମନଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା କରୁଛି। ସୂଚନା ଅନୁସାରେ, ସୁମନ ସମ୍ପୃକ୍ତ ଯୁବତୀଙ୍କ ସହ ୨ ବର୍ଷରୁ ଅଧିକ ଦିନ ହେବ ପ୍ରେମ କରୁଥିଲେ। ହେଲେ ଏବେ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ଥାନାରେ ଅଭିଯୋଗ ଆଣିଛନ୍ତି।

Odia Actor Odia Tv Serial Actor
Advertisment
Advertisment