ଶାହରୁଖ୍ଙ୍କ ସହ ଫିଲ୍ମ କରିବାକୁ ସାଉଥ୍ ସୁନ୍ଦରୀଙ୍କ ଇଚ୍ଛା...
ସନି ଦେଓଲ୍ ଅଭିନୀତ ଗଦର ଫିଲ୍ମର ଆକ୍ସନ ନିର୍ଦ୍ଦେଶକ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ସେଟ୍ରେ ସେ କପିଲ୍ ଶର୍ମାଙ୍କୁ ଚାପୁଡା ମାରି ଧକ୍କାଦେଇ ବାହାର କରିଦେଇଥିଲେ। ହେଲେ କାହିଁକି, ଆସନ୍ତୁ ଜାଣିବା।
ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନ ଦେଇ ଫେରିଗଲେ ବାବୁସାନ୍ ।
ଆଜିକାଲି ରଣବୀର ସିଂହ ନିଜ ନ୍ୟୁଡ୍ ଫଟୋସୁଟ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ବିରୋଧ କରାଯାଉଛି। ଫଳରେ ବଲିଉଡ୍ ତାଙ୍କୁ ଲଗାତର ସମର୍ଥନ କରି ତାଙ୍କୁ ରକ୍ଷା କରୁଥିବା ଦେଖାଯାଉଛି। ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।
ଜନ୍ମଦିନରେ ତୁଟିବ କି ବାବୁସାନ-ତୃପ୍ତି ବିବାଦ ?
ଗୌରୀଙ୍କ ଶ୍ୱଶୁରଙ୍କୁ ସମସ୍ତେ ଭାବୁଛନ୍ତି ପାଗଳ। ହେଲେ ଗୌରୀ ଜାଣିଛନ୍ତି ସେ ଭଲ ଲୋକ...ସେଇଥି ପାଇଁ ତାଙ୍କ ସାମ୍ନାରେ ଗାଉଛନ୍ତି ଲୋରୀ। ଆଉ ସେଇ ଲୋରୀ ଶୁଣିଶୁଣି ଶୋଉଛନ୍ତି ଶ୍ୱଶୁର। ଦେଖନ୍ତୁ କାନ୍ଦ ସିନ୍ ପାଇଁ କେମିତି ଚାଲିଛି କସରତ?
ପୋଲିସ୍ ପଚରାଉଚରାର ସମ୍ମୁଖୀନ ହେବା ପରେ ଗଣମାଧ୍ୟମକୁ ସବୁ କଥା ଜଣାଇବେ ବୋଲି ସେ କହିଛନ୍ତି।
ଏହି ସୁନ୍ଦର ଦୃଶ୍ୟକୁ କୋଷ୍ଟଗାର୍ଡ ପକ୍ଷରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା।
ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
ଓଡ଼ିଆ ଷ୍ଟାରଙ୍କ ଘର କଳିର ଫିଟିବ କି ସମାଧାନର ବାଟ ? ବାବୁସାନ-ତୃପ୍ତି-ପ୍ରକୃତି କଳିରେ ପଡ଼ିବ କି ଯବନିକା ? ପୁଣି ଥରେ ସ୍ୱାଭାବିକ ହେବ କି ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ ?
ବିପାଶା-କରଣଙ୍କ ଦାମ୍ପତ୍ୟ ଜୀବନକୁ ପୂରି ଗଲାଣି ୬ ବର୍ଷ। ଏଯାଏ ଉଭୟ ହୋଇ ନାହାନ୍ତି ବାପା-ମାଆ। ଖୁବ୍ ଶୀଘ୍ର ତାଙ୍କ ଘରେ କୁନି ଅତିଥିଙ୍କ ଆଗମନ ବିଷୟରେ ଶୁଣିବାକୁ ମିଳିଛି।
ଟାଇଗର ଶ୍ରଫ୍ ଓ ଦିଶା ପାଟାନୀଙ୍କ ୬ ବର୍ଷର ଦୀର୍ଘ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ। ଏହି ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଏବେ ସାମ୍ନାକୁ ଆସିଛି ଏହା ପଛର କାରଣ।
ଛାତ ଉପରେ ପ୍ରକୃତି ତାଙ୍କ ସହ ବାପା ମନ୍ମଥ ମିଶ୍ରଙ୍କ ସହ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।
ବାବୁସାନଙ୍କ ପାରିବାରିକ ବିବାଦକୁ ନେଇ ତୃପ୍ତିଙ୍କ ପ୍ରତିକ୍ରିୟା...
ପତି-ପତ୍ନୀଙ୍କ ବିବାଦକୁ ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି।
'ତୋ ଗୋଡ଼ ଧରିକି ସରି'... 'I Love You ବାଏ'
ବାବୁସାନ-ତୃପ୍ତି ପରିବାର ବିବାଦ ପ୍ରସଙ୍ଗ, ଘର ବାହାରେ ଅପେକ୍ଷା ନକରି ସାମ୍ବାଦିକଙ୍କୁ ଫେରିଯିବାକୁ କହିଲେ ବାବୁସାନ୍
ଅଭିନେତାଙ୍କ ଫଟୋସୁଟ୍କୁ ନେଇ ବିବାଦ । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଉଛି ।
ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି ।
ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି।
ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା।
ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ କଥା କହିବି।’
ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍ଙ୍କ ମନକୁ ଆଘାତ ଦେଇଛି।
ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି…
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଭିନେତା ବାବୁସାନ ତ ପହଞ୍ଚିଲେ, କିନ୍ତୁ ଏକାଧିକ ଅସମାହିତ ପ୍ରଶ୍ନ ଏବେ ଘେରିରହିଛି ତାଙ୍କୁ ।