ଏବେ ଲୋକମାନେ ହୋଟେଲରେ ମଟନ୍ ଖାଇବାକୁ ଡରିଲେଣି । ସାକ୍ଷୀଗୋପାଳର ଜୟା ହୋଟେଲ ଗୋ-ମାଂସକୁ ନେଇ ବିବାଦୀୟ ହେଇପଡିଥିଲା ବେଳେ ପ୍ରଶାସନ ୧୬୩ ଧାରା ଜାରି କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଗୋ-ମାଂସ ଜବତ ହେଉଥିବାର ଖବର ବି ଆସୁଛି ।
ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।
୧୨ ଲକ୍ଷର ମାଛକୁ ଦେଖି ଲୋଭ ସମ୍ଭାଳିପାରିଲା ନାହିଁ ଡ୍ରାଇଭର। ୧୨ ଲକ୍ଷ ବଦଳରେ ୭ ଲକ୍ଷରେ ମାଛ ବିକ୍ରି କଲା...ଜଙ୍ଗଲ ଭିତରକୁ ଗାଡ଼ି ପୂରାଇ ନିଆଁ ଲଗାଇ ଦେଲା। ମାଲିକଙ୍କୁ କହିଲା, ଦୁର୍ଘଟଣାରେ ଜିଳିଗଲା ଟ୍ରକ୍। ଏବେ ତଦନ୍ତରେ କିନ୍ତୁ ସବୁ ସତ ଓଗାଳି ଦେଲା ଡ୍ରାଇଭର।