• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Ranveer singh surprised deepika padukone on their wedding anniversary
ବିବାହ ବାର୍ଷିକୀରେ ଜୀବନସାଥୀକୁ ଏମିତି ସର୍‌ପ୍ରାଇଜ୍ ଦିଅନ୍ତୁ ବୋଲି କହିଲେ ରଣବୀର ସିଂହ

ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି ରଣବୀର ସିଂହ ଏବଂ ଦୀପିକା। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କୁ ସୁନ୍ଦର ସର୍‌ପ୍ରାଇଜ୍ ଦେଇଛନ୍ତି। ଜାଣନ୍ତୁ କ’ଣ ସର୍‌ପ୍ରାଇଜ୍ ଦେଲେ।

Aamir Khan taking break from acting
ବଲିଉଡ୍‌ରୁ ବିରତି ନେଲେ ଆମିର ଖାନ୍‌; କହିଲେ ଆଉ ଅଭିନୟ କରିବେ ନାହିଁ

ବଲିଉଡ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଆଉ ଅଭିନୟ କରିବେ ନାହିଁ ମିଷ୍ଟର ପର୍‌ଫେକ୍ଟ୍ ଆମିର୍ ଖାନ୍। 'ଚାମ୍ପିଅନ୍ସ'କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେ ଏଥିରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତୁ ଜାଣିବା ସେ କାହିଁକି ନେଲେ ବିରତି…

Adnan Sami will expose the reality of pakistan soon
ପାକିସ୍ତାନକୁ ଏମିତି କହିଲେ ଅଦନାନ୍ ସାମି; ଖୋଲିବେ ଗୁମର

ଇଂଲଣ୍ଡ ଟିମ୍‌କୁ ଅଭିନନ୍ଦନ ଜଣାଇ ପରେ ପାକିସ୍ତାନୀ ଟିମ୍‌ର ପ୍ରଶଂସକମାନେ ଅଦନାନ୍ ସାମିଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ମାମଲା ଏତେ ବଢିଯାଇଛି ଯେ ଅଦନାନ୍ ପାକିସ୍ତାନର ସତ୍ୟକୁ ଶୀଘ୍ର ବିଶ୍ୱ ସାମ୍ନାକୁ ଆଣିବା ନେଇ କହିଛନ୍ତି।

Special Story
ଟ୍ରକ ଡ୍ରାଇଭରରୁ ଟାଇଟେନିକ୍...

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ଦିନେ ଚଲାଉଥିଲେ ଟ୍ରକ, ଆଜି ହଲିଉଡର ସବୁଠୁ ବଡ଼ ନିର୍ଦ୍ଦେଶକ। ମହାସାଗର ହେଉ ମହାକାଶ ସବୁଠି ତାଙ୍କରି ଛାପ।

Why Priyanka chopra and Harman Baweja breakup
ନିକ୍‌ଙ୍କୁ ବାହା ହେବା ପୂର୍ବରୁ ହରମାନ ବାୱେଜାଙ୍କୁ ପ୍ରେମ କରୁଥିଲେ ପ୍ରିୟଙ୍କା; କାହିଁକି ହେଲା ବିଚ୍ଛେଦ

ଆଜି ଅଭିନେତା ହରମାନ ବାୱେଜାଙ୍କ ଜନ୍ମଦିନ। ତାଙ୍କୁ ହ୍ରିତିକ ରୋଶନଙ୍କ କାର୍ବନ କପି ବୋଲି କୁହାଯାଉଥିଲା। ସେ ଉଭୟ ବଲିଉଡ୍ ଆଉ ପ୍ରେମରେ ବିଫଳ ହେଲେ। ପ୍ରିୟଙ୍କା ଚୋପ୍ରାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ଏଥିରେ ଦେଖାଦେଇଥିଲା ବିଚ୍ଛେଦ। ଆସନ୍ତୁ ଜାଣିବା ପ୍ରିୟଙ୍କା କାହିଁକି ତାଙ୍କୁ ବାହାହେବାକୁ ମନା କଲେ…

Juhi Chawla birthday special from film actress to business women
ଜମୁଥିଲା ଜୁହୀ-ଆମୀର ଯୋଡି; ସଲମାନଙ୍କ ସହ ଫିଲ୍ମ କରିବାକୁ କାହିଁକି ମନା କଲେ

ନିଜ ହସରେ ସମସ୍ତଙ୍କୁ ପାଗଳ କରୁଥିବା ଜୁହୀ ଚାୱଲାଙ୍କ ଆଜି ଜନ୍ମଦିନ। ସେ ୫୫ ବୟସରେ ପହଞ୍ଚିଥିଲେ ବି ଆଜି ବି ତାଙ୍କ ଦେହରୁ ସୌନ୍ଦର୍ଯ୍ୟର ଛାପ ଖସିନି। ସେ ତାଙ୍କ କ୍ୟାରିୟର୍‌ରେ ପ୍ରାୟ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି। କିନ୍ତୁ ସଲମାନଙ୍କ ସହ କାହିଁକି ତାଙ୍କ କୌଣସି ଫିଲ୍ମ ନାହିଁ…

Sania Mirza and Shahid Kapoor affair rumours
ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦ କପୁରଙ୍କ ସହ ଥିଲା ସାନିଆଙ୍କ ଚକ୍କର!

ଏବେ ସାନିଆ ମିର୍ଜା ଓ ଶୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ ବିଚ୍ଛେଦର କାରଣ ମଡେଲର୍ ଆୟେସା ବୋଲି କୁହାଯାଉଛି। କିନ୍ତୁ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦଙ୍କ ସହ ସାନିଆଙ୍କ ଚାଲିଥିଲା ଚକ୍କର ଆଉ ସେ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।

How did Alia Bhatt lose 16 kg in 3 months
ଏମିତି କ’ଣ କଲେ ୩ ମାସରେ ୧୬ କେଜି କମିଗଲେ ଆଲିଆ ଭଟ୍ଟ

ଓଭରୱେଟ୍ ଯୋଗୁଁ ଆଲିଆଙ୍କୁ ହେବାକୁ ପଡିଥିଲା ଲଜ୍ଜିତ। ଓଜନ ଥିଲା ୬୮ କିଲୋଗ୍ରାମ। ଏମିତି କ’ଣ କଲେ ଯେ ମାତ୍ର ୩ ଦିନରେ କମେଇଦେଲେ ୧୬ କେଜି। ଆସନ୍ତୁ ଜାଣିବା…

Shoaib Malik cheats on Sania Mirza for this model
ଏହି ମଡେଲ୍‌ଙ୍କ ମାୟାରେ ପଡ଼ି ସାନିଆଙ୍କୁ ଧୋକା ଦେଲେ ସୋଏବ, ବୋଲ୍ଡ ଫଟୋ ଭାଇରାଲ୍‌...

ଚର୍ଚ୍ଚା ହେଉଛି ଯେ, ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ସାନିଆ, ସୋଏବଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ।

Tv actor siddhaanth vir surryavanshi dies of heart attack
ଜିମ୍‌ ହେଲା କାଳ: ଚାଲିଗଲା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଜୀବନ

ଜିମ୍‌ ନଉଛି କଳାକାରଙ୍କ ଜୀବନ। ବ୍ୟାୟାମ ବେଳେ ଚାଲିଯାଇଛି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପ୍ରାଣ ବାୟୁ। ଫିଟ୍‌ନେସ୍ ପ୍ରତି ଥିଲା ରୁଚି। ମାତ୍ର ୪୬ ବର୍ଷରେ ଆରପାରିରୁ ଆସିଲା ଡାକରା।

Ayushmann khurrana’s action hero trailer releases
ଆକ୍ସନ ଅବତାରରେ ଆୟୁଷ୍ମାନ ଖୁରାନା; ଆଇଟମ୍‌ ନମ୍ବର ୱାନ୍‌ରେ ମଲାଇକା

ରିଲିଜ୍ ହେଇଛି 'ଏକ ଆକ୍ସନ୍ ହିରୋ'ର ଟ୍ରେଲର। ଏଥିରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଟ୍ରେଲର୍‌ରେ ମଲାଇକା ଅରୋରାଙ୍କ ଏକ ଜବରଦସ୍ତ ଝଲକ ମଧ୍ୟ ଦେଖିବାକୁ ମିଳେ।

Know all about vestibular hypofunction disorder
ବରୁଣ ଧାୱନଙ୍କୁ କାହିଁକି ହେଲା ଭେଷ୍ଟିବୁଲାର ହାଇପୋଫଙ୍କସନ

ଫିଟ୍‌ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବରୁଣ ଧାୱନ୍ ଏବେ ପୂରା ଅନ୍‌ଫିଟ୍। ସେ ତାଙ୍କ ସନ୍ତୁଳନ ହରେଇ ବସିଛନ୍ତି। ତାଙ୍କୁ ହେଇଛି ଭେଷ୍ଟିବୁଲାର ହାଇପୋଫଙ୍କସନ। ଏହାର କାରଣ କ’ଣ ଆସନ୍ତୁ ଜାଣିବା।

Janhvi Kapoor buys duplex apartment of worth rupees 65 crore
୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଲେ ଜାହ୍ନଭୀ

ଜାହ୍ନଭୀ କପୁର ଫିଲ୍ମ ଦୁନିଆରେ ଏତେ ସଫଳତା ପାଇ ନଥିଲେ ବି ୬୫ କୋଟି ଟଙ୍କା ଦେଇ ଡୁପ୍ଲେକ୍ସ ଆପାର୍ଟମେଣ୍ଟ କିଣିଛନ୍ତି। ଲୋକେ ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି। 'ଫ୍ଲପ୍ ଫିଲ୍ମ ବିଳାସପୂର୍ଣ୍ଣ ଘର ଦେଉଛି’ ବୋଲି ଜଣେ ଲେଖି ଟ୍ରୋଲ୍ କରିଛନ୍ତି।

Bonny Kapoor V/s Akshay Kumar
କପିଲ ଶର୍ମା ସୋ’ରେ ବୋନି କପୁରଙ୍କ ଭିନ୍ନ ଅନ୍ଦାଜ୍‌, ଅକ୍ଷୟ କୁମାରଙ୍କୁ କଲେ ସମାଲୋଚନା !

ବୋନି କପୁରଙ୍କ ବିବୃତ୍ତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେ ବଲିଉଡ୍‌ର ଖିଲାଡ଼ି କୁମାର ବା ଅକ୍ଷୟ କୁମାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

  • Tuesday, 08 November 2022
Suneil Shetty digital debut with Vivek Oberoi  in Dharavi Bank
ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ; କରିବେ ଧମାଲ୍

ପାୱାରଫୁଲ୍ ମାଫିଆ ରାଜା ହେଇ 'ଧାରାବୀ ବ୍ୟାଙ୍କ' ମାଧ୍ୟମରେ ପରଦାକୁ ଫେରୁଛନ୍ତି ସୁନୀଲ ଶେଟ୍ଟୀ। ପୋଲିସ୍ ତାଙ୍କ ମାହିଆ ରାଜ୍ ଖୋଲିବାକୁ କରୁଛି ଚେଷ୍ଟା। ଏହାର ଟିଜର ରିଲିଜ୍ ହୋଇଛି। ଦେଖନ୍ତୁ…

Suryabanshi Suraj
ଏବେ ସମୟ ଆସିଛି ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ: ବିଧାୟକ ସୂର୍ଯ୍ୟବଂଶୀ

ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।

Govinda doppelganger photo viral at mumbai airport
ମୁମ୍ବାଇ ଏୟାରପୋର୍ଟରେ ଅସଲି ବନାମ ନକଲି ଗୋବିନ୍ଦା

ମୁମ୍ବାଇ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରକୃତ ଗୋବିନ୍ଦାଙ୍କ ସହ ଆଉଅ ଜଣେ ନକଲି ଗୋବିନ୍ଦାଙ୍କୁ ଦେଖିବାକୁ ମିଳିଛି। ତାଙ୍କ ଚେହେରା ଏତେ ମିଶିଯାଉଛି ଯେ ଆପଣ ଦ୍ୱନ୍ଦ୍ୱରେ ପଡିଯିବେ କିଏ ଅସଲି, କିଏ ନକଲି।

'Pathaan'
ଟାଇଗର ଭଳି ହେବ କି ପଠାନ୍?

ସ୍ପାଏ ଏଜେଣ୍ଟ ଫିଲ୍ମ ଶାହରୁଖଙ୍କ ଭାଗ୍ୟ ବଦଳାଇ ପାରିବ? ନୂଆ କାହାଣୀ ହେଲେ ଫିଲ୍ମ ହିଟ୍ ନହେଲେ ଫିସ୍...

Kantara star rishab shetty says bollywood movies are much influenced  with western cuture
ବଲିଉଡ୍ ଫିଲ୍ମ ନ ଚାଲିବା ପଛର କାରଣ କହିଲେ 'କାନ୍ତାରା' ଷ୍ଟାର ଋଷବ ଶେଟ୍ଟୀ

ଆଜିକାଲି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଛାଇଯାଇଛି ସାଉଥ୍ ଫିଲ୍ମ। ବଲିଉଡ୍ ତା’ ଆଗରେ ତୁଚ୍ଛ ହୋଇଯାଉଛି। ଏହା ପଛରେ ଥିବା କାରଣକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ଋଷବ ଶେଟ୍ଟୀ। ଜାଣନ୍ତୁ ସେ କ’ଣ କହିଛନ୍ତି।

Alia Bhatt Rabir Kapoor welcome baby girl
ମା’ ହେଲେ ଆଲିଆ; ଜନ୍ମଦେଲେ ଶିଶୁ କନ୍ୟା

ରଣବୀର କପୁର ଓ ଆଲିଆ ଭଟ୍ଟ ବାପାମାଆ ହୋଇଛନ୍ତି। ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏନେଇ କପୁର ପରିବାରରେ ଖେଳିଯାଇଛି ଆନନ୍ଦର ଲହରି।

Navya Nanda
ବାହା ନହୋଇ ଆଗୁଆ ମାଆ ହେବା ପ୍ରସଙ୍ଗରେ ମୁହଁ ଖୋଲିଲେ ଜୟାଙ୍କ ନାତୁଣୀ ନଭ୍ୟା

ଜୟା କହିଥିଲେ ଯେ- ମୋର ଏହି ମନ୍ତବ୍ୟ ଶୁଣିବା ପରେ କିଛି ଲୋକମାନେ ଆପତ୍ତି ଉଠାଇପାରନ୍ତି।

Varun Dhawan reveals as he battling vestibular hypofunction
ଏହି ରୋଗ ସହ ଲଢୁଛନ୍ତି ବରୁଣ ଧାୱନ; ସନ୍ତୁଳନ ହରାଇଲେଣି

ବରୁଣ ଧାୱନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର। ଏକ ଅଦ୍ଭୁତ ରୋଗ ସହ ଲଢୁଛନ୍ତି ସେ। ହରେଇବସିଲେଣି ନିଜର ସନ୍ତୁଳନ କ୍ଷମତା। କଠିନ ପରିଶ୍ରମ ଯୋଗୁଁ ଏପରି ହେଉଥିବା ସେ କହିଛନ୍ତି।

Rishab shetty got offers from bollywood and said not want to make films
ବଲିଉଡ୍‌କୁ ନା କଲେ 'କାନ୍ତାରା' ଷ୍ଟାର୍‌ ଋଷଭ ଶେଟ୍ଟୀ

ବଲିଉଡ୍‌ ଅଫର୍ ପାଇଁ ପ୍ରତ୍ୟାଖ୍ୟାନ କଲେ କନ୍ନଡ ଷ୍ଟାର୍ ଋଷଭ ଶେଟ୍ଟୀ। ସେ ବଲିଉଡ୍‌ରେ କାମ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ଜାଣନ୍ତୁ ବଲିଉଡ୍ ଷ୍ଟାର୍‌ଙ୍କୁ ନେଇ ସେ କ’ଣ କହିଛନ୍ତି।

Virat Kohli & Anushka Sharma
କେହି କାହାଠୁ କମ୍‌ ନୁହନ୍ତି, ଜାଣନ୍ତୁ କିଏ କରୁଛନ୍ତି କେତେ ରୋଜଗାର..

ବିରାଟ ନିଜର ବିସ୍ଫୋରକ ବ୍ୟାଟିଂ ଓ ଅନୁଷ୍କା ନିଜର ଚମତ୍କାର ଅଭିନୟ ଯୋଗୁଁ କୋଟି କୋଟି ଫ୍ୟାନ୍ସଙ୍କ ମନ ଜିତିପାରିଛନ୍ତି । ତେବେ ଜାଣନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଏ ସବୁଠୁ ଧନୀ?

Pakistani actress will marry zimbabwean guy they beat india amid ind vs zim t20 world cup
ଜିମ୍ବାୱେ ଟିମ୍ ଭାରତକୁ ପରାସ୍ତ କରିବା କଥା କହି ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀ

ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରୀ ଆଗାମୀ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍‌କୁ ନେଇ ଟ୍ୱିଟ୍ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତକୁ ଜିମ୍ବାୱେ ହରେଇବା କଥା ସେ କହିଛନ୍ତି।