ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଯଦି ଦୃଢ଼ ଇଛାଶକ୍ତି ଓ ପରିଶ୍ରମରୁ ଲକ୍ଷ୍ୟ ବିତ୍ୟୁତ ହୁଏନି । ତାହାଲେ ସଫଳତାର ଶୀର୍ଷ ଛୁଇଁବାଟା ଏକଦମ୍ ନିଶ୍ଚିତ ହୋଇଥାଏ । ଯାହାର ସଦ୍ୟ ସଦ୍ୟ ପ୍ରମାଣ ମିଳିଛି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ ।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ ଏମିତି କିଛି ଅଛନ୍ତି, କିଏ ଦୃଷ୍ଟିବାଧିତ ତ ପୁଣି କିଏ ଦିନ ମଜୁରିଆର ପୁଅ ।
ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ୍ ବିଷୟ ଆଶାୟୀ ବାଛିବେ।
ଆପଣଙ୍କର ଗାଡି ପ୍ରତି ଆଗ୍ରହ ଅଛି କି? ଏହା ସହ ଆପଣ ପାଖରେ କିଛି କ୍ରିଏଟିଭ୍ ଆଇଡିଆ ଅଛି କି? ତେବେ ଆପଣ ବି ହୋଇପାରିବେ ଅଟୋମୋବାଇଲ୍ ଡିଜାଇନର୍। ୧୦ ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଦରମା ବି ପାଇପାରିବେ।
ଯଦି ପେପରର ଅନ୍ତର୍ଜାତୀୟ ଦର ବୃଦ୍ଧି ପ୍ରଭାବ ଉତ୍କଳ ୟୁନିଭର୍ସିଟି ଉପରେ ପଡିଲା ତେବେ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକ ଉପରେ ପଡିଲାନି କିପରି?
ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ଜଣେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।
ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ ପରୀକ୍ଷାର୍ଥୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ OPSCକୁ ଚିଠି
ଆଜିଠୁ +2 ପ୍ରଥମ ବର୍ଷ ପାଠପଢ଼ା, ରାଜ୍ୟର ବିଭିନ୍ନ କଲେଜରେ ଆରମ୍ଭ ହେବ କ୍ଲାସ୍ । ଆଡମିଶନ୍ ନେଇଛନ୍ତି ସାଢ଼େ ୩ ଲକ୍ଷ ପିଲା ।
ଆପଣ ଦ୍ୱାଦଶ ପରେ କ’ଣ କରିବେ କ’ଣ ନ କରିବେ ଏହାକୁ ନେଇ ଚିନ୍ତା କରୁଛନ୍ତି କି। ତେବେ ଚିନ୍ତାରୁ ମୁକ୍ତ ହୁଅନ୍ତୁ। ବିଜ୍ଞାନ ରଖି ଆପଣ ଯଦି ଦ୍ୱାଦଶ ପାଶ୍ କରିଛନ୍ତି ତେବେ କ’ଣ କରିବେ ଏଠି ଦେଖନ୍ତୁ।
ଏମିତି ଝିଅ ଭଗବାନ୍ ସମସ୍ତଙ୍କୁ ଦିଅନ୍ତୁ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ଓଡ଼ିଶା ଝିଅ ଆଜି ଜାତୀୟ ସ୍ତରରେ ବାଜି ମାରି ନେଇଛନ୍ତି ।
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ଏକ୍ଜାମ-୨୦୨୧ ପ୍ରିଲିମନାରୀ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟର ୫ଟି ଜୋନରେ ହେବ ପରୀକ୍ଷା ।
ରାଜ୍ୟର ୫୫ ହଜାର ୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ହେବ।
ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।
ଏବେ ବି କିଛି କଲେଜ୍ରେ ପିଲାମାନେ ଆଡମିଶନ୍ ନେଇ ନାହାନ୍ତି।
ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ପୁସ୍ତିକା, ଏକଷ୍ଟ୍ରା କ୍ଲାସ ଜରିଆରେ ପଢ଼ିବେ ପୁରୁଣା ପାଠ
କଲେଜ୍ ଷ୍ଟୁଡେଣ୍ଟଙ୍କ ପାଇଁ ବଡ଼ ଖବର। ଏଣିକି ଗାଡି ନେଇ କଲେଜ୍ ଗଲେ ଅଟକାଇ ଦେବେ ସ୍ୱତନ୍ତ୍ର ସ୍କ୍ୱାଡ୍...ଜାଣନ୍ତୁ କେବେଠୁ ଲାଗୁ ହେଲା ନିୟମ
ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।
ଘର ବାରଣ୍ଡାରେ ଖୋଲିଛି ସ୍କୁଲ। ଖରା-ବର୍ଷା-ଶୀତ ଏଇଠି ବସି ପିଲା ପଢୁଛନ୍ତି। ପାଠ ଦିନେ କି ଦୁଇ ଦିନ ନୁହେଁ, ୧୨ ବର୍ଷ ହେଲା ଏମିତି ଚାଲିଛି ଶିକ୍ଷାଦାନ। ଏଇଠି ବସି ପିଲା ପାଠ ପଢୁଛନ୍ତି, ଏଇଠି ଖାଉଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ବାଲିଗୁଡା ବ୍ଳକ୍ ସିଲିକିସୁଗା ପ୍ରାଥମିକ ସ୍କୁଲରେ। ୧୨ ବର୍ଷ ହେଲାଣି ଗାଁରେ ସ୍କୁଲ ଘରଟିଏ
ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ।
ସ୍କୁଲ କମିଟି ସଭାପତିଙ୍କ ଘର ବାରଣ୍ଡାରେ ପାଠପଢ଼ା ହେଉଛି ।
ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?
ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?
ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକା ଉଚ୍ଚ ବିଦ୍ୟାଳୟ। ୧୯୫୯ ର ଏ ସ୍କୁଲ୍। ସୌଭାଗ୍ୟର କଥା ଏ ସ୍କୁଲ୍ 5t ଅଧୀନକୁ ଆସିଯାଇଛି। ସ୍କୁଲ୍ର ବାହ୍ୟ ଚେହେରା ତ ବଦଳିଯାଇଛି, ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଏଠି କେମିତି କାମ କରୁଛି 5t