ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି।
ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି।
ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ ।
ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...ତେଜିଲା ରାଜ୍ୟସଭା ସାଂସଦଙ୍କ ଗିରଫ ଦାବି...
ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍ରେ ଥିବା ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ମଲ୍ରେ ଚଢ଼ାଉ କରାଯାଇଥିଲା ।
ଆଗରପଡ଼ା ହଜାରିସାହିରେ ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା
ଗର୍ଲଫ୍ରେଣ୍ଡ୍କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲା।
ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।
ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ
ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ
ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।
ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।
ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ୍ ଭାବି ଭରସା କଲେ , ହେଲେ ସେ ଏ କ’ଣ କରିଦେଲେ
ଟୋଲ୍ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଛନ୍ତି । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବାନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ଘଟଣାସ୍ଥେଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା ।
ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ
କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି।
PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି।
ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା
ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।
ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।
ବ୍ୟାଙ୍କରୁ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା ଉଠାଣ ଅଭିଯୋଗ ହୋଇଛି । ଟାଙ୍ଗୀ ଥାନାରେ ବିଡିଓଙ୍କ ଏତଲା ପରେ ପୋଲିସର ଛାନଭିନ୍ ।